ପାରାଲାସିସ୍ କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା ! Dr Soumyadarshan Nayak

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାରାଲାସିସ ବ୍ରେନଷ୍ଟ୍ରୋକ ର ଏକ ଅନ୍ୟ ନାମ ଅଟେ । ଏହାକୁ ଆମେ ମାନେ ପକ୍ଷା ଘାତ ଭାବେ ଜାଣୁ । ତେବେ ସାଧାରଣତଃ ଆମ ମାନଙ୍କ ଶରୀର ର ମତ୍ସିକ ର କୋଷ ଗୁଡିକ ରେ ରକ୍ତ ସଞ୍ଚାଳନ କମିଯାଏ ଅଥବା କୈଣସି ଧମନୀ ଯଦି ଫାଟିଯାଏ । ତେବେ ଏହାକୁ ବ୍ରେନଷ୍ଟୋକ ର କାରଣ ହୋଇଥାଏ । ସାଧାରଣ ଲୋକ ମାନେ ଏହାକୁ ପାରାଲାସିସ ହିସାବ ରେ ଜାଣନ୍ତି । ଏହାକୁ ବ୍ରେନଷ୍ଟ୍ରୋକ ହିସାବ ରେ ମଧ୍ୟ ଜାଣନ୍ତି । ସମୁଦାୟ 1.8 ନିୟୁତ ଲୋକ ପାରାଲାସିସ ର ଶୀକାର ସାରା ଭାରତ ବ୍ଷ ର ହୋଇଥାନ୍ତି ।

70 ରୁ 80 ଭାଗ ଲୋକ ମାନେ ଏହି ଥିରେ ବକଳାଙ୍ଗ ହୋଇଜାଆନ୍ତି । ଏହା ସହିତ 50 ରୁ 60 ପ୍ରତିଶତ ଲୋକ ମାନେ ମୃତ୍ୟୁ ର ଶୀକାର ହୋଇଥାନ୍ତି । ତେଣୁ ବନ୍ଧୁଗଣ ଆମେ ମାନେ ଜାଣି ରଖିବା ଉଚିତ କି ଏହି ପାରାଲାସିସ କେଉଁ କାରଣ ପାଇଁ ହୋଇଥାଏ । ଏହାର କି ପ୍ରତିକାର କରାଜାଇ ପାରିବ । କିମ୍ବା ଚିକିତ୍ସା କରାଜାଇ ପାରିବ । ସାଧାରଣତଃ ଯେତେ ବେଳେ ମସ୍ତିଷ୍କ ର ରକ୍ତ ସଂଞ୍ଚାଳନ କମିଯାଏ ତେବେ ସେହି ସମୟ ରେ ଯଦି ରକ୍ତ ର ଶୀରା ଗୋଟିଏ ଫାଟିଯାଏ ତେବେ ସେହି କୋଷ ଗୁଡିକୁ ଅକ୍ସିଜେନ ଏବଂ ଗ୍ଳୁକୋଜ ର ମାତ୍ର କମିଯାଏ, ଏବଂ ସେହି କୋଷ ଗୁଡିକ ନଷ୍ଟ ହୋଇଯାଏ ।

Paralysis

ଏଣୁ ସେହି କୋଷ ଗୁଡିକର ଯେଉଁ କାର୍ଯ୍ୟ କରିବାର କ୍ଷମତା କମିଯାଏ । ଏହା ଦ୍ଵାରା ପାରାଲାସିସ ହୋଇଥାଏ । ଏହାର କାରଣ ରେ ହଠାତ ମୁଣ୍ଡ ବୁଲେଇ ଦେବା ହଠାତ୍ ଅନ୍ଧାର ଦେଖା ଦେବା । କଥା କହିବାରେ ଖନେଇବା , ହାତ ଗୋଡ ପରିଚାଳନା ରେ ଗୋଡ ସାଇଡ ଯଦି କମିଯାଏ । ତଥା ଯଦି ଚାଲିବାରେ ଅସୁବଧା ହୋଇଥାଏ । ଏହା ସହିତ ଯଦି ଚେତା ଶୁନ୍ୟ ଲୋକ ହୋଇଥାଏ ବାରମ୍ବାର ଚେତା ଶୂନ୍ୟ ହୋଇଥାଏ ।

ଏହା ମୂଖ୍ୟ କାରଣ ଅଟେ ପାରାଲାସିସ ର ଏହା ସହିତ ଯଦି ଦ୍ରୁଷ୍ଟିଶକ୍ତି ରେ କିଛି ଅସୁବିଧା ହୋଇଥାଏ, ତା’ ହେଲେ ମଧ୍ୟ ପାରାଲେସିସ ର ଲକ୍ଷଣ ବୋଲି ଆମ୍ଭେ କହିପାରିବା । ଏହି ପରି ଲକ୍ଷଣ ମାନ ଦେଖିଲେ ତୁରନ୍ତ ଆପଣ ମାନେ ସାଢେ 4 ଘଣ୍ଟା ମଧ୍ୟରେ ଲୋକ ଟିକୁ ଡାକ୍ତର ଖାନା ପହଁଚାଇ ଦିଅନ୍ତୁ । ହେଲେ ଯଦି ଆପଣ ମାନେ ଏମିତି କରି ପାରୁ ନାହାଁନ୍ତି ତେବେ ରୋଗୀ ପାଇଁ ଅସୁବିଧା ଅଟେ କାରଣ ଡାକ୍ତର ଖାନା ରେ ପହଁଚିଲେ ଡାକ୍ତର ବିଭିନ୍ନ ପ୍ରକାରର ଟେଷ୍ଟ କରିବେ । ଏବଂ ତାହା ଅନୁସାରେ ରୋଗୀ ର ଚିକିତ୍ସା ହୋଇପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *