କାହିଁକି ହୁଏ ଶୀଘ୍ର ପତନ ସମସ୍ଯା ? ଜାଣନ୍ତୁ କଣ କୁହନ୍ତୁ Dr Manu Rajput

fast

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଶିଘ୍ର ପତନ ବା ପ୍ରିମ୍ୟାଚୁଅର ଇଜାକୁ ଲେସନର ର କାରଣ ବିଷୟ ରେ । ଆମେ ପ୍ରଥମେ ଜାଣିବା ଏହି ଶିଘ୍ର ପତନ ପତନ କଣ ଏବଂ ଏହା କେଉଁ କାରଣ ପାଇଁ ହୁଏ । ଏହି ଜିନିଷ ଲୋକ ମାନଙ୍କ ମଧ୍ୟରେ ଅଧିକ ରୁ ଅଧିକ ଦେଖିବା ପାଇଁ ମିଳୁଛି । ଆମେ ଯଦି ଦେଖିବା ପାଇଁ ଯିବା ତେବେ ଗୋଟେ ମଣିଷ ର ସାଧାରଣ ଇଯାକୁଲେସନ ହେବାକୁ ପ୍ରାୟ 3 ରୁ 4 ମିନିଟ ସମୟ ଲାଗେ । ଆଉ ଯଦି କୈଣସି ବ୍ୟକ୍ତିର ଗୋଟିଏ ମିନିଟ ରୁ କିମ୍ବା ତା ଠାରୁ କମ୍ ସମୟ ରେ ହୋଇଥାଏ ତାହାଲେ ତାକୁ ଆମେ ମାନେ ଶୀଘ୍ର ପତନ କହିବା । ଆଉ ଏମିତି ବହୁତ କ୍ଷେତ୍ରରେ ହୋଇଥାଏ

ଗୋଟେ ହେଉଛି ସାଇକୋ ଲୋଜିକାଲି ବା ମାନଶୀକ କ୍ଷେତ୍ର ବିଶିଷ୍ଟ ଆଉ ଗୋଟିଏ ହେଲା ସ୍ଥାନ କାଳ ପାତ୍ର ବିଶିଷ୍ଟ । ଏହା ସହିତ ଆଉ ଯଦି କାହା ମଧ୍ୟରେ ପରଫୋମାନ୍ସ ଏନ୍ସଯାଇଟି ଥିବ । କିମ୍ବା ଅଧିକ ଚିନ୍ତାରେ ସେ ଥିବେ ଆଉ ନୂଆ ନୂଆ ବାହା ହୋଇଥିବା ଦମ୍ପତୀ ତେବେ ଏହି ସବୁ କ୍ଷେତ୍ର ରେ ଆମ ମାନଙ୍କର ପ୍ରିମ୍ୟାଚୁଆର ଇଯାକୁଲେସନର ଚାନ୍ସ ଅଧିକ ରହିଥାଏ । ଆଉ ଯାହାର ଇଣ୍ଟରକୋର୍ସ ହେବାର ଲମ୍ବା ସମୟ ରେ ଗ୍ୟାପ ରହିଥିବ। ତାଙ୍କୁ ଗୋଟିଏ ସାଧାରଣ କଥା ଆମେ ମାନେ କହି ପାରିବା । ଏବଂ ଏହା ଯଦି ଆପଣ ମାନଙ୍କର ଆଗରୁ ହେବାକୁ ଲାଗିଥିବ । ଏହା ସହିତ ଏହା ରେଗୁଲାର ହେବାକୁ ଲାଗିଲେ ଆମେ ମାନେ ଏହାକୁ ଏକ ଡିଜିଜ ବୋଲି କହିବା ।

boy

ଏହାକୁ ଭଲ କରିବାର କେତେକ ଉପାୟ ରହିଛି ଯେମିତି କି ସାଇକୋଲୋଜିକାଲ କାଉନସିଲିଙ୍ଗ ବା ସାଇକୋ ଥେରାପି । ସେକ୍ସଉଆଲ କାଉନ ସିଙ୍ଗଲ କିମ୍ବା ସେକ୍ସ କେମିତି କରିବେ ତା ଉପରେ କାଉନ ସିଙ୍ଗଲ ହେବ ଏବଂ ଏହା ପରେ ଆସିବ ଔଷଧ । ତେବେ ସାଧାରଣ ଭାବେ ବହୁତ ଗୁଡିଏ ଟେଷ୍ଟ କରିବାକୁ ପଡେ ନାହିଁ । ଏହାର କାରଣ ହେଲା ଏହା ଏକ ଶିରା ଜନୀତ ରୋଗ ଆଉ ସେ ବ୍ୟକ୍ତିଙ୍କୁ ଇଣ୍ଟରକୋର୍ସ କରିବା ସମୟରେ କିପରି ଆରାମ ଲାଗିବ ସେ ବିଷୟରେ ତାଙ୍କୁ କହିବାକୁ ପଡିବ । ଆଉ ତାଆପରେ ସେକ୍ସୁଆଲ ଇଣ୍ଟରକୋର୍ସର ପଦ୍ଧତି ବିଷୟରେ ତାଙ୍କୁ ଜଣେଇବାକୁ ପଡିବ ଓ କହିବାକୁ ପଡିବ ଆଉ ତାପରେ ଯଦି ଭଲ ନହେଲା ତାପରେ କେତେଟା ମେଡ଼ିସିନ ଅଛି ମାନେ ସାଧାରଣତ କେତେଟା ଔଷଧ ଅଛି ଖାଇଲେ ଭଲ ହେବ ।

ଆଉ ଆମ ମାନଙ୍କୁ ମୂଖ୍ୟ କଥା ଧ୍ୟନ ଦେବାକୁ ପଡିବ ସାଧାରଣ ଭାବେ ସେ ଔଷଧ କେତେଦିନ ଖାଇବାକୁ ହେବ । ମାନେ ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ଭାବନ୍ତି କି ସେମାନେ କେବଳ ଗୋଟିଏ ଟେବଲେଟ ହିଁ ଖାଇବେ । ଏବଂ ସେମାନଙ୍କ ରୋଗ ଠିକ୍ ହୋଇଯିବ । ହେଲେ ଆପଣ ମାନଙ୍କୁ କେହିଦେବୁ କି ଏହି ଔଷଧ କୁ ଆପଣ ମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ସେବନ କରିବାକୁ ହେବ ।

boy

ଏହା ଦେଖିବାକୁ ହେବ ରୋଗୀ କଣ ଚାହୁଁଛି । ଯଦି ଗୋଟେ ରୋଗୀର ଲାଟେନ୍ସି ସମୟ 1 ମିନିଟ ତାକୁ ବଢ଼େଇ ହବ 2 କିମ୍ବା 3 ମିନିଟ ପର୍ଯ୍ୟନ୍ତ କିନ୍ତୁ ଯେଉଁ ରୋଗୀର ଲାଟେନ୍ସି ସମୟ 30 ସେକେଣ୍ଡ ତାଙ୍କୁ 5 ମିନିଟ ପର୍ଯ୍ୟନ୍ତ ନେବା ସମ୍ଭବ ପର ନୁହଁ । ଆଉ ଯଦି ସାଇକୋଲୋଜିକାଲ, ସେକ୍ସୁଆଲ ଓ ମେଡ଼ିସିନ ଏହି ତିନିଟି ଜିନିଷ ଉପରେ କଡା ଧ୍ୟାନ ରଖିବେ ତାହେଲେ ସେ ନିଜର ଲାଟେନ୍ସି ଟାଇମ କିଛିଟା ବଢ଼େଇ ପାରିବେ ।

ଆଉ ଏହି ସବୁ ଜିନିଷକୁ ଛାଡିଲା ପରେ ଏସବୁ ନିଜର ନାରୀ ସାଥି ଉପରେ ମଧ୍ୟ ନିର୍ଭର କରିଥାଏ । ଆଉ ଯଦି ନାରୀ ସାଥି ସୋପଟିଭୀ ରହିଥିବେ ତାହାଲେ ଆପଣ ମାନଙ୍କ ଶୀଘ୍ର ପତନ ଚାନ୍ସ କମିଜାଇ ପାରେ । ଏହା ସହିତ ଆପଣ ପେଟ ଥଣ୍ଡା ରଖନ୍ତୁ । ଶୀତଳ ଜଳ ସେବନ , ଜାଇଫଳ ଏବଂ କବାପ ଚୀନିର ପ୍ରୟୋଗ ଡାକ୍ତର ଙ୍କ ପରାମର୍ଶ କ୍ରମେ କରି ପାରିବା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *