ସ୍ତ୍ରୀ ସବୁବେଳେ ତାର ସ୍ୱାମୀର ବାମ ପଟେ କାହିଁକି ଶୋଇଥାଏ ? ଯାହାର ଉତ୍ତର 99 % ଲୋକଙ୍କୁ ଜଣା ନାହିଁ ।

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।

ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qu

1. ସ୍ତ୍ରୀ ସବୁବେଳେ ତାର ସ୍ୱାମୀର ବାମ ପଟେ କାହିଁକି ଶୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ସ୍ତ୍ରୀ କୁ ସ୍ୱାମୀର ବାମାଙ୍ଗୀ କୁହାଯାଏ ।

2. କେଉଁ ଜୀବ ଆଖି ଓ କାନ ବାଟେ ଶ୍ୱାସ ପ୍ରଶ୍ୱାସ ନିଏ ?
ଏହାର ସଠିକ୍ ଉତ୍ତର ହେଲା ହରିଣ ।

3. କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?
ଏହାର ସଠିକ୍ ଉତ୍ତର ହେଲା ଚିଙ୍ଗୁଡି ।

4. କାହାର ଆଠଟି ଆଖି ଅଛି ?
ଏହାର ସଠିକ୍ ଉତ୍ତର ହେଲା ମାଙ୍କଡସା ।

qua

5. କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଯାଏ ?
ଏହାର ସଠିକ୍ ଉତ୍ତର ହେଲା ଭିଟାମିନ B6 ଏବଂ B12 ।

6. କେଉଁ ଜିନିଷ ଗାଧେଇଲା ପରେ ଛୋଟ ହୋଇଯାଏ ?
ଏହାର ସଠିକ୍ ଉତ୍ତର ହେଲା ସାବୁନ ।

7. କେଉଁ ପ୍ରାଣର 5 ଟି ଆଖି ଅଛି ?
ଏହାର ସଠିକ୍ ଉତ୍ତର ହେଲା ମହୁମାଛି ।

8.ଏମିତି କେଉଁ ପକ୍ଷୀ ଯେଉଁ ବାଟେ ଖାଇଥାଏ ସେଇବାଟେ ମଳତ୍ୟାଗ କରିଥାଏ ?
ଏହାର ସଠିକ୍ ଉତ୍ତର ହେଲା ବାଦୁଡି ।

QU

9. ସବୁଠାରୁ ଦ୍ରୁତଗତିରେ ଦୌଡୁଥିବା ପକ୍ଷୀର ନାମ କଣ ?
ଏହାର ସଠିକ୍ ଉତ୍ତର ହେଲା ବାଜ ପକ୍ଷୀ ।

10. ସେ ଜିନିଷଟି କଣ ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?
ଏହାର ସଠିକ୍ ଉତ୍ତର ହେଲା ନିଜ ନାମ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *