ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ହରିହର ଦାସ ଙ୍କୁ ଜାଣିଥିବେ ଯିଏ କି ଓଲିଉଡ ର ଜଣେ ଲୋକପ୍ରିୟ ଅଭିନେତା ସେ ଡାନ୍ସର ସହିତ କୋରିଓଗ୍ରାଫର୍ ମଧ୍ୟ ଅଟନ୍ତି। ତେବେ ବନ୍ଧୁଗଣ ଗତ କିଛି ଦିନ ତେଲେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ହରିହର ଦାସ । ତେବେ ବନ୍ଧୁଗଣ ହରିହର ଦାସ କାହାକୁ ବିବାହ କରିଛନ୍ତି ଏବଂ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।
ବନ୍ଧୁଗଣ ଗତ କିଛି ଦିନ ତେଲେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ହରିହର ଦାସ । ତେବେ ବନ୍ଧୁଗଣ ସେ ନିଜର ଗାର୍ଲଫ୍ରେଣ୍ଡ ସ୍ଥିତି ପ୍ରଜ୍ଞ୍ୟା ଙ୍କୁ ବିବାହ କରିଛନ୍ତି । ତେବେ ସ୍ଥିତିପ୍ରଜ୍ଞା ଏବଂ ହରିହରଙ୍କ ୱେଡ଼ିଂ ଏକ ଗ୍ରାଣ୍ଡ ୱେଡିଂ ଥିଲା ଜାହାକି ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ ।
ବନ୍ଧୁଗଣ ସ୍ଥିତି ପ୍ରଜ୍ଞ୍ୟା ପ୍ରଫେସନ ରେ ଜଣେ ଡକ୍ଟର ହେବା ସହିତ ସେ ଜଣେ ଅଭିନେତ୍ରୀ ମଧ୍ୟ ଅଟନ୍ତି । ଏବଂ ଗାୟିକା ମଧ୍ୟ ସେ ଅଟନ୍ତି । ସ୍ଥିତି ପ୍ରଜ୍ଞ୍ୟା ଯେତିକି ସୁନ୍ଦର ତା ଠାରୁ ଅଧିକ ସୁନ୍ଦର ମଧ୍ୟ ଅଟନ୍ତି । ତେବେ ସ୍ଥିତି ପ୍ରଜ୍ଞ୍ୟା ଗତ କିଛି ଦିନ ତଳେ ହିନ୍ଦୁ ରିତି ନିତି ଅନୁସାରେ ହରିହର ଦାସ ଙ୍କ ସହିତ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ତେବେ ଏହା ହେଲା ସେଲିବ୍ରେଟି ଯୋଡି ମାନଙ୍କ ରିସେପ୍ସନ ଫୋଟ ଜାହା ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ହରିହର ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ରେ କହିଛନ୍ତି । ଯେ ସେ ସ୍ଥିତି ପ୍ରଜ୍ଞ୍ୟା ଙ୍କୁ ପାଇ ବହୁତ ଖୁସୀ ରେ ରହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସ୍ଥିତି ପ୍ରଜ୍ଞ୍ୟା ଏବଂ ହରିହର ଦାସ ଙ୍କ ଯୋଡି କେମିତି ଲାଗୁଛି ଆପଣ ମାନେ କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।