ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଝିଅ କୁ କିସ୍ କରିବା ସମୟ ରେ କେଉଁ କେଉଁ ଅଙ୍ଗ କୁ ଛୁଇଁବା ଦ୍ୱାରା ଆମ ର ପ୍ରେମ ସକ୍ସେସ୍ ହୋଇ ଥାଏ । ଏବଂ ଆମର ସଂମ୍ପର୍କ ମଜବୁତ ହୋଇ ଥାଏ । ତେବେ ସେହି ଅଙ୍ଗ ବିଷୟ ରେ ଜାଣିବା ଆସନ୍ତୁ । କାରଣ ସାଧାରଣ ପୁଅ ମାନେ ବହୁତ ସମୟରେ କିସ୍ କରିବା ସମୟ ରେ ଭୁଲ ସ୍ଥାନ ରେ କିସ୍ କରିବା ସଗିତ ସେମାନେ ଭୁଲ ସ୍ଥାନ ରେ ଟଚ୍ଚ ବି କରି ଥାନ୍ତି ତେବେ ଏହି ସବୁ ମଧ୍ୟ ରେ ଆପଣ ମାନଙ୍କ ପାର୍ଟନର ଙ୍କ ସହିତ ସଂମ୍ପର୍କ କାଟିବାର ବି ସମ୍ଭାବନା ରହି ଥାଏ ।
ତେବେ ପ୍ରଥମେ ବନ୍ଧୁଗଣ ଆପଣ ମାନେ କେବେ ବି କୈଣସି ଝିଅ କୁ କିସ୍ କରୁ ଥାନ୍ତି ତେବେ ଆପଣ ମାନେ ସେହି ଝିଅ ର ବେକ ର ପାର୍ଶ୍ୱ ରେ ବା ନେକ୍ ରେ କିସ୍ କରିବା ପାଇଁ ଚେଷ୍ଟା କରନ୍ତୁ । ଏବଂ ଏହି ସ୍ଥାନ କୁ ଆପଣ ମାନେ ଛୁଇଁ ବି ପାରିବେ ଏହି ସ୍ଥାନ କୁ ଛୁଇଁବା ଦ୍ୱାରା ଝିଅ ମାନଙ୍କୁ ବହୁତ ଭଲ ବି ଲାଗି ଥାଏ । ଏବଂ ଏହା ଦ୍ୱାରା ଆପଣ ମାନଙ୍କ ଏକ୍ସସାଇଟେଡ୍ ମଧ୍ୟ ବଢି ଯିବ ।
ସେହି ପରି ଦୁଇ ନମ୍ବର ରେ ଆପଣ ମାନେ କିସ୍ କରିବା ସମୟ ରେ ଆପଣ ମାନେ ଝିଅ ର ଗାଲ କୁ ଆପଣ ମାନେ ଟଚ୍ଚ କରି ପାରିବ । ଏହା ଦ୍ୱାରା ସେମାନେ ଭାବନ୍ତି କି ଆପଣ ମାନେ ତାଙ୍କୁ ବହୁତ ଅଧି୍କ ଭଲ ପାଉଛନ୍ତି ବୋଲି । ଏହା ଦ୍ୱାରା ତାର ଆପଣଙ୍କ ପ୍ରତି ରହି ଥିବା ପ୍ରେମ ଆହୁରୀ ବି ବଢି ଯିବ । ସେହି ପରି ଆପଣ ମାନେ ଯେତେ ବେଳେ ବି ଆପଣ ମାନଙ୍କ ପାର୍ଟନର ଙ୍କୁ କିସ୍ କରୁଛନ୍ତି ତେବେ ଆପଣ ମାନେ ସେହି ସମୟ ରେ ଆପଣ ମାନଙ୍କ ପାର୍ଟନର ଙ୍କୁ ନର୍ମାଲ ଭାବେ ହଗ୍ କରି ପାରିବ । ଏମିତି ହେଲେ ଆପଣ ମାନଙ୍କ ପ୍ରେମ ରେ ଉଚ୍ଛତା ବଢି ଯାଏ ।