ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ମହିଳା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରିବା । ଏହା ହେଲା ମହିଳା ଙ୍କ ଗର୍ଭ ନିରୋଧକ ପକ୍ରିୟା । ତେବେ ଆପଣ ମାନଙ୍କୁ କହିଦେବୁ କି ଏହି ଗର୍ଭ ନିରୋଧକ ଏକ ପଦ୍ଧଥି ଅଟେ । ଯାହା ଦ୍ୱାରା ସେମାନେ ନିଜର ଚାହୁଁଥିବା ପ୍ରେଗ୍ନୋନ୍ସି ଠାରୁ ଦୂରେଇ ରହି ପାରିବେ । ଏହି ବିଷୟ ରେ ଧାରଣା ନରହିଲେ ମହିଳା ମାନେ ଚାହୁଁନଥିବା ପ୍ରେଗ୍ନୋନ୍ସି ରେ ବହୁତ ଅସୁବିଧା ହୋଇଥାଏ । ଆଜିବି ଭାରତରେ 20 ପ୍ରତିଶତ ମହିଳା ଅଛନ୍ତି ଯେଉଁମାନେ କି 18 ବର୍ଷରୁ ପୂର୍ବରୁ ମାଆ ହେଉଛନ୍ତି। ସେମାନଙ୍କ ଭିତରୁ ଅନେକଙ୍କୁ ଏ ବିଷୟରେ ଜଣା ନଥିବ ଏବଂ ଏହାର ଜଟିଳତା କଣ ସେଥିପ୍ରତି ସେମାନେ ଅବଗତ ନଥାନ୍ତି।
ତେବେ ସେମାନେ ଏହି ସଂମ୍ପର୍କ ସେମାନେ ଜାଣି ନଥିବା ବେଳେ ଏମାନଙ୍କୁ ଅନେକ ଜଟିଳତା ସାମ୍ନା କରିବାକୁ ପଡେ । ସେହି ସବୁ କୁ ରୋକିବା ପାଇଁ ଆମେ ମାନେ ସବୁ ବେଳେ ମହିଳା ଙ୍କୁ ଗର୍ଭନିରୋଧକ ପ୍ରହୋତ୍ସନ କରିବା ଆବଶ୍ୟକ ଅଟେ । ଯଦି ଆମେ ଏଠାରେ ଦେଶ କଥା କହିବା ତେବେ ଗର୍ଭନିରୋଧକ ପାଇଁ ଜଣେ 16 ବର୍ଷ ଅତି କମ୍ ରେ ହୋଇଥିବା ଆବଶ୍ୟକ ଅଟେ । ଯଦି ବନ୍ଧୁଗଣ ଆପଣ ମାନେ ମେଡିକାଲି ଫିଟ୍ ରହିଛନ୍ତି । ତେବେ ଆପଣ ମାନେ ଏହାକୁ ନେଇ ପାରିବେ ନହେଲେ ଏହା ଶରୀର ପାଇଁ କ୍ଷେତି କାରକ ହୋଇପାରେ ।
ଏହି ବିଷୟ ରେ ଡାକ୍ତର ଙ୍କ ସହିତ ପରାମର୍ଶ କରି ଆପଣ ମାନେ ନେଇ ପାରିବେ । ତେବେ ହୋରମନ ହେଉ କିମ୍ବା ନନ ହୋରମନ ହେଉ ଏହି ସବୁ ସର୍ଟ ପିରିୟ଼ ପାଇଁ ହୋଇଥାଏ । ଯଦି ଆପଣ ମାନେ ପାର୍ମାନେଟ ପାଇଁ ଚାହୁଁଛନ୍ତି ତେବେ ଗର୍ଭନିରୋଧକ ପଦ୍ଧଥି ଆପଣେଇାକୁ ତେବେ ଆପଣ ଟ୍ୟୁବେକ୍ଟମି ପଦ୍ଧତି କୁ ଆପଣେଇ ପାରିବେ । ଏକ ମିନି ଲାପ୍ରସ୍କୋପି କରି ଦୁଇଟି ଟ୍ୟୁବ୍ କୁ ସିଲ କରି ଦିଆଯାଏ ।
ସେହିପରି ପୁଅ ମାନଙ୍କ ପାଇଁ ରହିଛି ଭାସାକ୍ଟମି। ସେମାନଙ୍କ ପାଇଁ ଏହା ଏକ ପରମାନେଣ୍ଟ ଗର୍ଭ ନିରୋଧ ପଦ୍ଧତି। ଏହି ପକ୍ରିୟା ଦ୍ୱାରା ଶୁକ୍ରାଣୁ ଆଉ ଗର୍ଭାଶୟ ମଧ୍ୟ କୁ ଜାଇ ପାରେ ନାହିଁ । ଜାହା ଫଳ ରେ ମହିଳା ମାନେ ଗର୍ଭଧାରଣ କରିବାରୁ ବଞ୍ଚିତ ହୁଅନ୍ତି । ତେବେ ବନ୍ଧୁଗଣ ଜାହାବି ପଦ୍ଧଥି ଆପଣେଇଲେ ଆପଣ ମାନଙ୍କ ଏହି ପଦ୍ଧଥି ସତ ପ୍ରତିଶତ ଫଳପ୍ରଦ ହୋଇନଥାଏ । ଏହିଥି ପାଇଁ ଆପଣ ମାନଙ୍କୁ ଉଚିତ ଭାବେ ଏହାକୁ ପାଳନ କରିବାକୁ ହେବ ।
ସେହି ପରି ଆପଣ ମାନେ ସେ-କ୍ସ ପୂର୍ବରୁ ଆପଣ ମାନେ କୋଣ୍ଡମ ର ବ୍ୟବହାର କରୁଛନ୍ତି ତେବେ ଏହାକୁ ଭଲ ଭାବେ ପରକ୍ଷି ନିଅନ୍ତୁ । ଏବଂ ବ୍ୟବହାର ର ସଠିକ୍ ତରିକା ଆପଣ ମାନେ ଜାଣନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କୁ ଯୈନ ସଂଙ୍କ୍ରମଣ ପରି ରୋଗ ହେବାର ସମ୍ଭାବନା କମ୍ ରହିଥାଏ । ତେଣୁ ଆପଣ ମାନେ ଏହି ସବୁ ପକ୍ରିୟା ଆପଣେଇଲେ ନିଶ୍ଚିତ ଭାବେ ଏହି ସବୁ ରୁ ମୁକ୍ତି ପାଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।