ସନ୍ତାନର ବୁଦ୍ଧି ବିଦ୍ୟା ପାଇଁ କ’ଣ କରିବେ ? ପାଳନ କରନ୍ତୁ ଏହି ନିୟମ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସନ୍ତାନ ର ବୁଦ୍ଧି ବିଦ୍ୟା ଲାଭ କରିବା ପାଇଁ ତଥା ସୁଖ ପାଇବା ପାଇଁ ସବୁ ବେଳେ ଗ୍ରହଦୋଷ ଖଣ୍ଡନ ହେବା ପାଇଁ ରାତିରେ ପିଲାମାନେ ଶୋଇଗଲା ପରେ ସେ ଘରେ କର୍ପୁର ଜାଳିବେ । ଯେମିତି କର୍ପୂର ବାସ୍ନା ପିଲା ମାନଙ୍କ ନାକରେ ବାଜିବ । ଏହା ପରେ ପିଲା ମାନଙ୍କ ତକିଆ କୁ ସବୁ ବେଳେ ବଳଦିଆ ରଙ୍ଗର ରଖିଥିବେ । ତକିଆ ବୃହସ୍ପତି ଙ୍କର ଅଟେ ଦ୍ୟାଦାତ୍ରୀଙ୍କର ଜ୍ଞାନ ଆସିବ । ଆପଣ ଦେଖିବେ ପିଲାଙ୍କ ବୁଦ୍ଧି ଆପେ ଆପେ ପରିବର୍ତ୍ତିତ ହୋଇଯିବ ।

1. ବରଗଛ ଏବଂ ଓସ୍ତ ଗଛ ଏକାଠି ଥିବାସ୍ଥାନରେ କିଛିଦିନ କୋଡିଏ ମିନିଟ କରି ବସିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
2. ଦାନ୍ତରେ କେବେ ମଧ୍ୟ ନଖ ଛିଣ୍ଡାଇବା ଉଚିତ ନୁହେଁ କିମ୍ବା ଗୋଡର ଆଙ୍ଗୁଠି ବାରମ୍ବାର ଫୁଟାଇବା ଅନୁଚିତ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।
3. ଅନ୍ଧାର ଥିବା ସ୍ଥାନରେ କେବେବି ଏକୁଟିଆ ବସିବା ଉଚିତ ନୁହେଁ କିମ୍ବା ଭୋଜନ କରିବା ଅନୁଚିତ ଏହା ଅଶୁଭ ହେବ ସହିତ ବିଭିନ୍ନ ଖରାପ ଭାବନା ମନକୁ ଆସିଥାଏ ।

child's

4. ଗାଧୋଇବା ପରେ ପାଲଟା ଲୁଗାର ପାଣି କାହା ଉପରେ ପଡିବା ଉଚିତ ନୁହେଁ ତେଣୁ ଧ୍ୟାନଦେବା ଆବଶ୍ୟକ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।
5. ଯଦି ଜାତକରେ ବୁଧଗ୍ରହ ଅଶୁଭ ହେଉଥାଏ ତେବେ ନଖ, ଦାନ୍ତ ଏବଂ ବାଲା କମ୍ଜୋର ହୋଇଯାଏ ତା’ ସହିତ ଶୁଙ୍ଘିବା ଶକ୍ତି ଏବଂ ହଜମ ଶକ୍ତି କୋମଜୋର ହୋଇଯାଏ ।

6. ଗୁରୁବାର ଦିନ ଓସ୍ତ ଗଛ ମୂଳରେ ଘୀଅ ଦୀପ ଜଳାଇବା ଦ୍ଵାରା ଏବଂ ଭୋଜନରେ କେଶର ବ୍ୟବହାର କରିବା ଦ୍ଵାରା ବିବାହ ଶୀଘ୍ର ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ ।
7. ଯଦି ଜାତକରେ ଚନ୍ଦ୍ର ଅଶୁଭ ହୋଇଥାଏ ତେବେ ଭଲ ଖରାପ ନିର୍ଣ୍ଣୟ କରିହୁଏ ନାହିଁ ମୁଣ୍ଡ ଚନ୍ଦା ହୋଇଥାଏ ଏବଂ ଚର୍ମ ସମ୍ପର୍କିତ ରୋଗ ଦେଖା ଦେଇଥାଏ ।
8. ମୁହଁରେ ବରଣ ଯୋଗୁଁ କଲାଦାଗ ପଡିଥିଲେ ଡାଲଚିନି ଗୁଣ୍ଡା ରେ ମହୁ ମିଶାଇ କିଛି ଦିନ ଲଗାଇବା ଦ୍ଵାରା କଳାଦାଗ ଦୂର ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *