ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଜଣେ ମହିଳା ବିବାହ କରେ ସେତେ ବେଳେ ସେହି ମହିଳା ର ପ୍ରଥମ ସ୍ୱପ୍ନ ମାଆ ହେବା ହୋଇଥାଏ । ହେଲେ ଏମିତି ବି ମହିଳା ରହିଛନ୍ତି ଯେଉଁ ମାନେ ମାଆ ହୋଇପାରନ୍ତି ନାହିଁ । ସେମାନଙ୍କ ପାଇଁ ଏହା ଏକ ଅଭିଶାପ ପରି ହୋଇଥାଏ । ଯେତେ ବେଳେ ସେ ମାଆ ହୋଇଥାଏ ସେତେ ବେଳେ ତାର ସବୁ ସ୍ୱପ୍ନ ପୂରଣ ହୋଇଥାଏ । ଏବଂ ସେ ଜିବନ ର ସବୁ ଖୁସୀ ପାଇଯାଏ ।
ତେବେ ଅନେକ ମହିଳା ଙ୍କର ପ୍ରଶ୍ନ ହୋଇଥାଏ କି ପ୍ରତିମାସରେ ପିରିୟଡ ଠିକ୍ ସମୟ ରେ ହେଉଛି ଏବଂ ସ୍ୱାମୀ ଙ୍କ ଧାତୁ ମଧ୍ୟ ଠିକ୍ ରହୁଛି । ଅଲଟ୍ରାସାଉଣ୍ଡ ରେ ମଧ୍ୟ କିଛି ସମସ୍ୟା ନାହିଁ ଏବଂ ହର୍ମୋନ ମଧ୍ୟ ଠିକ ଅଛି ତଥାପି ପ୍ରେଗ୍ନେସି ରହୁ ନାହିଁ । ତେବେ ଆମେ ଆଜି ଜାଣିବା ଯେ କେଉଁ ସମୟରେ ସହବାସ କଲେ ଜଣେ ମହିଳା ଙ୍କର ଗର୍ଭବତୀ ହେବାର ସମ୍ଭାବନା ଅଧିକ ବଢ଼ି ପାରେ ।
ତେବେ ଆପଣ ମାନଙ୍କୁ ଜାଣି ରଖିବା ଉଚିତ କି ପ୍ରତିମାସରେ ଯେଉଁ ପିରିୟଡ ହୋଇଥାଏ । ସେହିଥି ମଧ୍ୟରୁ ଗୋଟିଏ ମାସର 30 ଦିନ ରୁ ଶେଷ 14 ଦିନ ବହୁତ ଗୁରୁତ୍ୱ ପୂର୍ଣ୍ଣ ସମୟ ଅଟେ । ଏକ ମହିଳା ପ୍ରତି 30 ଦିନ ରେ ଠିକ୍ ସମୟ ରେ ସାଇକେଲ ହେଉଛି । ତେବେ ଆମେ ମାନି ନେବା ତାଙ୍କର ଆଭାରି ରୁ ଅଣ୍ଡା ବାହାରୁଛି ଏବଂ ଏହା 13 ଦିନ 14 ଦିନ ମଧ୍ୟ ରେ ବାହାରୁଛି ।
ତେବେ ଏକ ମହିଳା ଆଭାରୀ ରୁ ଅଣ୍ଡା ବାହାରିବା ପରେ 24 ଘଣ୍ଟା ଅବଦ୍ଧ ଅର୍ଥାତ ପ୍ରଭାଇଡ କରିବ ଅର୍ଥାତ 24 ଘଣ୍ଟା ପରେ ସେହି ଅଣ୍ଡା ଟି ନଷ୍ଟ ହୋଇ ଯିବ । ତେବେ ଏହି 24 ଘଣ୍ଟା ପୂର୍ବରୁ ଯଦି ମହିଳା ସହବାସ କରିବେ ତେବେ ସେମାନଙ୍କ ଗର୍ଭଧାରଣ କରିବା କ୍ଷେମତା ବଢିଯାଏ । ଏହା ପରେ ଯଦି ପର ମାସ ଆପଣ ମାନଙ୍କ ପିରିୟଡ ହେଲାନି ତେବେ କୈଣସି ଚିନ୍ତା କରିବାର ନାହିଁ ।
ସେମିତି ରେ ପରିୟଡ ହେବାର ସମୟ କାହାର 21 ଦିନ ତ ଆଉ କାହାର 28 ଦିନ ନହେଲେ ଆଉ କାହାର 30 ଦିନରେ ହୋଇ ଥାଏ ଯଦି 30 ଦିନରେ ଆପଣ ମାନଙ୍କ ପିରିୟଡ ହେଲାନି ତେବେ ଆପଣ ଆଉ ସପ୍ତାହେ ଅକ୍ଷା କରିବେ । କାରଣ ଅଧିକ ଚିନ୍ତା କିମ୍ବା କୈଣସି ମେଡିସିନ ର ଆଫେକ୍ଟ ପାଇଁ ପିରିୟଡ ହୁଏ ନାହିଁ । ତେବେ ଏହି ପରି ଭାବେ ଆପଣ ମାନେ ସହବାସ କରିବେ ତେବେ ଆପଣ ମାନେ ନିଶ୍ଚିତ ଭାବେ ପ୍ରେଗ୍ନେଟ ହୋଇଯିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।