ଯଦି ପରମାଣୁ ଯୁଦ୍ଧ ହୁଏ? ଦୁଇ ମହାଶକ୍ତି ମୁହାଁମୁହିଁ ହେଲେ ଦେଖାଦେବ ମହାସଙ୍କଟ, ଜାଣନ୍ତି ବିଶ୍ୱର କଣ ହେବ

Nuclear war .

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ପରମାଣୁ ଯୁଦ୍ଧ ହୁଏ ଦୁଇ ମୁହାଁ ଶକ୍ତି ମୁହାଁ ମୁହିଁ ହେଲେ ଦେଖା ଦେବ ମୁହାଁ ସଙ୍କଟ ଜାଣିନ୍ତୁ ପରମାଣୁ ଯୁଦ୍ଧ ପରେ ବିଶ୍ୱର ଅବସ୍ତା କଣ ହେବ । ତେବେ ଆସନ୍ତୁ ଜାଣିନେବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ତେବେ ରୁଷ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ପରମାଣୁ ଆକ୍ରମଣ ପାଇଁ ରୁଷ ର ରାଷ୍ଟ୍ରପତି ପ୍ରସ୍ତୁତ ହେଉତିବା ଚର୍ଚ୍ଚାରେ ଆସୁଛି । ଏପରିକି ପରମାଣୁ ଆକ୍ରମଣ ପାଇଁ ନିୟଜିତ ଥିବା ସେନା କୁ ହାଇ ଏଲର୍ଟ ରେ ରଖାଯାଇଥିବା କୁହାଯାଉଛି, ଅର୍ଥାତ୍ କେଉଁ ମୂହୃତ ରେ କିଛିବି ହୋଇପାରେ ।

ଠିକ୍ ସେମିତି 1945 ରେ ହୀରସୀମା ନାଗାସାକୀ ରେ ହୋଇଥିଲା , ଯୁଦ୍ଧ ଭିତରେ ଏକ ବୟଙ୍କର ବିଷ୍ପରଣ ହେବ ଆଉ କିଛି ସେକେଣ୍ଟ୍ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିୟିବ । ସାଧାରଣ ଲୋକ କିଛି ବୁଝିବା ପୂର୍ବରୁ ଚମଡା ଜଳି ଯାଇଥିବ ଏବଂ ଚାରିଆଡେ ଧୂଆଁ ର ଏକ କଳାବାଦଲ ଘେରି ରହିଥିବ ଆଉ ଏହାର କିଛି ସେକେଣ୍ଟ୍ ମଧ୍ୟରେ ଚାରିଆଡୁ ସୁଭୁଥିବ ଚିତ୍କାର, ତେବେ ବଶ୍ୱ ବଳୟ ଭିତରେ ଯାହାର ବି ଜୀବନ ବଞ୍ଚିଥିବ ସେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ସାରିଥିବ ନଚେତ ସବୁଦିନ ପାଇଁ ଦିବ୍ୟଙ୍ଗ ହୋଇ ସାରିଥିବ ।

nuclear war

କିଛି ଏଭଳି ଭୟଙ୍କର ଦୃଶ୍ୟ 1945 ରେ ଅଗଷ୍ଟ ମାସରେ ଦେଖିବାକୁ ମିଳିଥିଲା ଯେତେବେଳେ ଆମେରିକା ଜାପାନ ହୀରସୀମା ଓ ନାଗାସାକୀ ରେ ପରମାଣୁ ବୋମା ପକାଇ ଥିଲା, ଆଉ ଏବେ ୟୁକ୍ରେନ ରୁଷ ର ଯୁଦ୍ଧ ଭିତରେ ସେହିଭଳି ସ୍ଥିତି ଉପୁଜିବାର ଆଶଙ୍କା ଦେଖା ଦେଉଛି । ଯୁଦ୍ଧ ଭିନ୍ୟ ଏକ ମୋଡରେ ପହଞ୍ଚିଥିଲେ ମଧ୍ୟ କେୁଁ ମୂହୃତ ରେ କଣ ଯେ ଘଟିଯିବ ତାର ଆକଳନ କେହିବି କରିପାରୁ ନାହାନ୍ତି, କାରଣ ଆମେରିକା ସେମେତ ୟୁରୋପ ର ଅଧିକାଂଶ ଦେଶ ୟୁକ୍ରେନ ର ସମର୍ଥନ ରେ ଛିଡା ହୋଇଥିବା ବେଳେ ରୁଷ ଆକ୍ରମଣ କୁ ଆହୁରି ପ୍ରଚଣ୍ଡ କରିଛି ।

ଏପରିକି ଯୁଦ୍ଧ ଆରମ୍ଭ ଦିନରୁ ହିଁ ରୁଷ ରାଷ୍ଟ୍ରପତି ପୁଟିନ୍ ଚେତାଇ ଦେଇଚନ୍ତି ଯେ ୟୁକ୍ରେନ ରୁଷ ମଧ୍ୟରେ ଯଦି ଅନ୍ୟ କେହି ବିଦେଶି ଦେଶ ମଣ୍ଡ ଖେଳାଇବାକୁ ଚେଷ୍ଟା କରେ ତେବେ ପରିଣାମ ଏମିତି ହେବ ଯାହା କେହିବି କେବେବି ଭାବି ନଥିବେ, ଆଉ ପୁଟିନ୍ ଙ୍କ ଏଭଳି ଚେତାବନି କୁ ରକ୍ଷା ବିଶ୍ୱସଜ୍ଞ ମାନେ ପରମାଣୁ ଆକ୍ରମଣ ଆଡକୁ ଇଙ୍ଗିତ କରୁଥିବାର କହିଛନ୍ତି । ଏବଂ ଏହା ମଧ୍ୟ କହିଛନ୍ତି କି ପରମାଣୁ ଆକ୍ରମଣ ହେଲେ ପରିଣାମ କଣ ହେବ ତାହାର ଅନ୍ଦାଜା ଲାଗାଇଲେ ଦେହ ଭୟରେ ଥରି ଉଠିବ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *