ରାତି 3ଟାରୁ 5ଟା ମଧ୍ୟରେ ନିଦ ଭାଙ୍ଗିଲେ କଣ ସୂଚନା ମିଳିଥାଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କିଛି ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିଷୟ ରେ କହିବୁ ଜାହାକୁ ଆପଣ ମାନେ ନିଜର ନୀତି ଦିନ ଜିବନ ରେ ଜାଣି ରଖିବା ନିହାତି ଆବଶ୍ୟକ ଅଟେ । କାରଣ ଏହା ଆପଣ ମାନଙ୍କ ଜିବନ ଶୈଳି ରେ ବହୁତ କାମ କରିଥାଏ । ତେବେ ଆସନ୍ତୁ ଜାଣିନେବା କିଛି ବିଶେଷ ଅନୁଚିନ୍ତା ବିଷୟ ରେ ।

1. ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ମିଶାଇ ପିଇଲେ କାଶ ଓ ଛିଙ୍କରୁ ମୁକ୍ତି ମିଲିଥାଏ ।
2. ଯେଉଁ ବ୍ୟକ୍ତିର ମୁହଁର ବାମ ପାଶ୍ୱରେ କଳାଜଇ ଥାଏ ତାଙ୍କୁ ଜୀବନ ସାରା ସୁଖ ଶାନ୍ତି ଭୋଗ ହୋଇଥାଏ ।

Singapore man

3. ଯେଉଁ ଲୋକଙ୍କ ବାମହାତ କହୁଣୀ ତଳେ କଳାଜାଇ ରହିଥାଏ ସେ ବହୁଭାଷୀ ହୁଏ ଓ ସୁଖ ଭୋଗ କରେ ।
4. ଗର୍ଭବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂରହୁଏ ।

5. ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ଗୋଟିଏ ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ସାଙ୍ଗରେ ନେଇକରି ଗଲେ ଶୁଭ ହୋଇଥାଏ ।
6. ଯେଉଁ ମହିଳା ମାନଙ୍କ ର କାଖରେ କେଶ ରହିଥାଏ ସେମାନେ ସମୃଦ୍ଧଶାଳୀ ଏବଂ ପରିଶ୍ରମୀ ହୋଇଥାନ୍ତି । ଏମାନେ ସାମଜରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି।

women

7. ରାତି 3ଟାରୁ 5ଟା ମଧ୍ୟରେ ନିଦ ଭାଙ୍ଗିଲେ ଭଲ କିମ୍ବା ଶୁଭ ସୂଚନା ମିଳିଥାଏ ..
8. ଯଦି ଆପଣଙ୍କ ଘରେ କୌଣସି କାର୍ଯ୍ୟ ହୋଇପାରୁନାହିଁ କିମ୍ବା ଘରେ ସର୍ବଦା ଅଶାନ୍ତି ଲାଗି ରହୁଛି ତେବେ ନିଜ ପାଇଖାନାରେ ଗୋଟିଏ ମୁଠା ଲୁଣ ପକାଇ ଦିଅନ୍ତୁ ।

9. ପିଲାଙ୍କୁ ପଢିବା ସମୟରେ ଘରେ ଶୁଦ୍ଧ ଘିଅଦୀପ ଲଗାଇବେ ଏବଂ ସ୍ୱରସ୍ୱତୀ ଯନ୍ତ୍ର ରଖିଲେ ପିଲାକୁ ପାଠ ପଢିବାରେ ମନ ଲାଗିଥାଏ ।
10. ଘରର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କ ପାଇଁ ପିଇବା ପାଣି ରଖିଲେ ପରିବାରର ଆୟ ବୃଦ୍ଧି ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *