ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ରୁପା ପିଣ୍ଟୁ ଏବଂ ଖୁସି ଏକ୍ସପ୍ରେସ ବିଷୟରେ ତ ନିହାତି ଭାବରେ ଜାଣିଥିବେ। ସେ ଜଣେ ପ୍ରସିଦ୍ଧ ଓଡିଆ ଇୟୁଟ୍ୟୁବର ଅଟନ୍ତି । ଓ ଅନେକ ସମୟ ରେ ନିଜର ଭିଡ଼ିଓ ପ୍ରସ୍ତୁତ କରି ଆପଲୋର୍ଡ କରନ୍ତି । ତାଙ୍କର ଭିଡ଼ିଓ ଓଡିଶା ର ସବୁ ଦର୍ଶକ ମାନଙ୍କୁ ପସନ୍ଦ ଆସେ । ସେମାନେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି । ସେ ନିଜ ଭିଡ଼ିଓ ରେ ଅନେକ ସମୟ ରେ ମଜା ମଧ୍ୟ କରିଥାନ୍ତି । ଜାହା ଦର୍ଶକ ମାନଙ୍କୁ ବହୁତ ଆକୃଷ୍ଟ କରିଥାଏ ।
ତେବେ ଆପଣ ମାନେ ଯଦି ତାଙ୍କ ଚେନ୍ନାଲ ଦେଖନ୍ତି ତେବେ ରୂପା ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ରୂପା ଜଣେ ଓଡିଆ ଘରର ବୋହୁ ଅଟନ୍ତି । ରୂପା ଜଣେ ଓଡିଆ ଘରର ବୋହୁ ହିସାବ ରେ ସବୁ ବେଳେ ସାଢୀ ପିନ୍ଧିବା ସହିତ ମୁଣ୍ଡରେ ଓଢଣା ଦେଇଥାନ୍ତି । ତେବେ ଆପଣ ମାନଙ୍କ ପ୍ରିୟ ରୂପା ବିଭିନ୍ନ ରଙ୍ଗର ଏବଂ ବିଭିନ୍ନ ଡିଜାଇନ ର ସାଢି ପିନ୍ଧି ଥିବାର ଦେଖିଥିବେ ।
ଆପଣ ମାନେ ଜାଣନ୍ତି କି ରୂପା ପାଖରେ ସଂମ୍ପର୍ଣ୍ଣ କେତେ ପ୍ରକାରର ସାଢୀ ରହିଛି । ଏବଂ ଏହି ଗୁଡିକ ର ମୂଲ୍ୟ କେତେ ହୋଇଥିବ । ଆମେ ଆପଣ ମାନଙ୍କୁ ଏଠାରେ ରୂପା ର ସଂମ୍ପର୍ଣ୍ଣ କଲେକ୍ସନ ବିଷୟ ରେ କହିବୁ , ଅନେକ ଲୋକ ମାନେ ଏହା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ।
ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପିଣ୍ଟୁ ଭଦ୍ରକ ସହର ରେ ଏକ ଲୁଗା ଦୋକାନ ରହିଛି । ସେଠାରେ ସେ ବିଭିନ୍ନ ପ୍ରକାରର ଶସ୍ତା ସାଢୀ ଠାରୁ ଆରମ୍ଭ କରି ଦାମୀ ସାଢୀ ବିକନ୍ତି । ଏହିଥିରୁ ଆପଣ ମାନେ ଅନୁମାନ କରି ପାରୁଥିବେ ରୂପା ଙ୍କ ପାଖରେ ଟୁଟାଲ କେତେ ପ୍ରକାରର ସାଢୀ ଥିବ ।
ପ୍ରଥମେ ଆମେ ଆରମ୍ଭ କରିବା ସବୁଠାରୁ ଶସ୍ତା ଶାଢ଼ୀ ପାଖରୁ ଏହା ସାଧାରଣତଃ କଟନ କିମ୍ବା ସୁତାରେ ତିଆରି ହୋଇଥାଏ। ଏହିଭଳି ଶାଢ଼ୀ ରୂପାଙ୍କ ପାଖରେ ପ୍ରାୟ 20 ରୁ ଅଧିକ ରହିଛି। ଯାହାର ମୂଲ୍ୟ ରହିଛି 200 ରୁ 300 ଟଙ୍କା। ଏହି ଶାଢ଼ୀ ଗୁଡିକୁ ସେମାନେ କେବଳ ଡେଲି ୟୁଜ୍ ପାଇଁ ବ୍ୟବହାର କରନ୍ତି।
ରୂପା ବିଭିନ୍ନ ପର୍ବ ପର୍ବାଣୀ ଏବଂ ଯିବା ଆସିବା ପାଇଁ ଅନେକ ଭଲ ଭଲ ଶାଢ଼ୀ ରହିଛି।ଯାହାର ମୂଲ୍ୟ ରହିଛି ପାଖାପାଖି 1500 ରୁ 3000 ଟଙ୍କା। ଏହାଛଡା ରୂପାଙ୍କ ପାଖରେ ଅନ୍ୟାନ୍ୟ କମ୍ପାନୀର ଦାମୀ ଶାଢ଼ୀ ମଧ୍ୟ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।