ଦେଖନ୍ତୁ ଭିଡିଓ – CCTV ରେ ରେକର୍ଡ ହୋଇଥିବା ଜୀବନ ମୃତ୍ୟୁର ,ଏହି ୧ ମିନିଟ ୨୪ ସେକେଣ୍ଡର ର ଭିଡିଓ ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି ।

CCTV

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ରେ ଏକ ଲୋକବାଣୀ ରହିଛି ଆ ବଳଦ ମତେ ବିନ୍ଦ୍ ଆଉ ଏହି ଲୋକବାଣୀ ଟି ଆପଣ ମାନେ ସୁଣିଛନ୍ତି । ଏହାର ପ୍ରୟୋଗ ମଧ୍ୟ କରିଥିବେ । ଏହାର ଅର୍ଥ ହେଲା କି ଆମ ଆଗରେ ବିପଦ ଦେଖି କରି ଆମେ ମାନେ ତା ଠାରୁ ଦୂରେଇ ନଜାଇ ବରଂ ତା ପାଖକୁ ମାଡିଯିବା । ତେବେ ବର୍ତମାନ ସମୟ ରେ ଏକ ଚିଡିଆ ଖାନା ରେ ଏମିତି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଜାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ବିଶ୍ୱାସ କରି ପାରିବେ ନାହିଁ ।

ତେବେ ବନ୍ଧୁଗଣ ଘଟଣା ଟି ଏମିତି ଥିଲା କି ଦିଲ୍ଲୀ ର ଜଣେ ଯୁବକ ଚିଡିଆଖାନା ଧଳା ବାଘ ଖୁଆଡ ମଧ୍ୟକୁ ପଡିଜାଇ ଥିଲେ । ତେବେ ଆପଣ ମାନେ ଜାଣନ୍ତି ସିହଂ , ବାଘ ଆଦି ଏକ ମାସଂଶୀ ପ୍ରାଣୀ ଅଟନ୍ତି । ମଣିଷ କୁ ପାଖରେ ପାଇଲେ ସେମାନେ ମାରି ସେମାନଙ୍କ ଭୋଜନ କରନ୍ତି । ହେଲେ ଏହି ବ୍ୟକ୍ତି ଜଣଙ୍କ ବାଘ ସାମ୍ନା ରେ ହାତ ଯୋଡି ଜିବନ ଭିକ୍ଷା କଲେ ଆଉ ତା ପରେ ଯାହା ଘଟିଲା ଆଶ୍ଚର୍ଯ୍ୟ ଜନକ ଅଟେ ।

Tiger

ଦିଲ୍ଲୀ ର ଚିଡ଼ିଆଖାନା ରେ ଅନେକ ଲୋକ ବୁଲିବାକୁ ଆସିଥିଲେ। ତେବେ ସେହି ଠାରେ ମହାଦ ନାମକ ଜଣେ 22 ବର୍ଷ ର ଯୁବକ ଜଣଙ୍କ ହଠାତ ଧଳା ବାଘ ରହୁଥିବା ଖୁଆଡ଼ ର ପାଚେରୀ ଉପର କୁ ଚଢି ଯାଇଥିଲେ। ତେବେ ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇ ବାକୁ ଯେତେ କହିଲେ ମଧ୍ୟ ସେ ଶୁଣୁ ନଥିଲେ କାରଣ । ଆଉ କିଛି ସମୟ ପରେ ସେ ସନ୍ତୁଳନ ହରାଇ ଖୁଆଡ଼ ମଧ୍ୟକୁ ଖସି ପଡିଲେ ଏବଂ ସିଧା ଯାଇ ଧଳା ବାଘ ବିଜୟ ମୁହଁ ପାଖରେ ପଡିଲେ।

ତେବେ ଯୁବକ ଜଣଙ୍କ କଣ କରିବେ ତାହା ବୁଝି ପାରୁନଥିଲେ ଯୁବକ ଙ୍କ କିଛି ଇଞ୍ଚ ଆଗରେ ଛିଡା ହୋଇଥିଲା ବାଘ । ଯୁବକ ଜଣଙ୍କ ବାଘ ଆଗରେ ହାତ ଯୋଡି ବସିଲେ । ତେବେ ଏମିତି 5 ମିନିଟ ପର୍ଯ୍ୟନ୍ତ ଯୁବକ ଜଣଙ୍କ ବାଘ ଅର୍ଥାତ ମୃତ୍ୟୁ କୁ ସାମ୍ନା ରେ ଦେଖିଥିଲେ । 5 ମିନିଟ ପରେ ବାଘ ଦେଖେଇ ଦେଲା ତାର ପଶୁତ୍ୱ ଗୁଣ ଯୁବକ ଙ୍କ ବେକ କୁ ଆକ୍ରମଣ କରି ତାଙ୍କୁ ମାରିଦେଇ ଖାଦ୍ୟ ପାଇଁ ନିଜ ସହିତ ନେଇଗଲେ ।

ତେବେ ଭିଡ଼ିଓ ଟି ସେଠାରେ ଥିବା CCTV ରେ ରେକର୍ଡ ହୋଇଥିଲା ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇଛି । ତେବେ ବନ୍ଧୁଗଣ ଆପଣ ମାନେ ବି ଏମିତି କିଛି ଅସାବଧାନତା କାର୍ଯ୍ୟ କରନ୍ତୁ ନାହିଁ । ନଚେତ ଆପଣଙ୍କ ଜିବନ ବି ଜାଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *