ଗାଈର ଛୁଇଁଦିଅନ୍ତୁ ଏହି ଅଙ୍ଗକୁ | ଭାଗ୍ୟ ବଦଳିଯିବ | ରାତାରାତି ହୋଇଯିବେ ଧନୀ |

cow

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ହେଉଛି ସମସ୍ତ ଜଗତର ମା ଗାଈ ହେଉଛି ଏକ ଦିବ୍ୟ ଜୀବ, ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଶ ଦୂର ହୋଇଥାଏ । ଧାର୍ମୀକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବତା ଏବଂ ଦେବୀ ବାସ କରିଥାନ୍ତି ତେଣୁ ଗାଈ ର ପୂଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କର ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଗାଈ ଉପରେ ସମସ୍ତ ନକ୍ଷେତ୍ରର ପ୍ରଭାବ ପଡିଥାଏ, ଗାଈର ପିଠି ହାଡରେ ସୂର୍ଯ୍ୟ କେତୁ ନାଡି ଥାଏ ଯାହା ସୂର୍ଯ୍ୟ ର କିରଣ ରୁ ରକ୍ତରେ ସର୍ଣ୍ଣ କ୍ଷାର ତିଆରି କରିଥାଏ । ଏହି ସର୍ଣ୍ଣ କ୍ଷାର ଗାଈ ର କ୍ଷୀର ରେ ରହିଥାଏ ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ, ଏହାର ସୂବର୍ଣ୍ଣ ରଙ୍ଗ ହେତୁ ଗାଈ ର କ୍ଷୀର ହାଲକା ହଳଦୀଆ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ବ୍ୟକ୍ତି ଗୋମାତା ଙ୍କର ପୂଜା କରିବା ଦ୍ୱାରା କେଉଁ ଫଳ ପ୍ରାପ୍ତ ହୋଇଥାଏ, ତା ସହିତ ଗାଈର କେଉଁ ଅଙ୍ଗକୁ ସ୍ପର୍ସ କରବା ଦ୍ୱାରା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ଉପାୟ ବିଷୟରେ ସେଥିପାଇଁ ଆମ ପୋଷ୍ଟକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

cow

କୁହାଯାଏ କୁ ସୂର୍ଯ୍ୟା ଅସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୁଳି ଝଡିଥାଏ ସେହି ଧୁଳିରେ ମଣିଷ ର ପାପ ଝଡିଯାଏ । ଯଦି ବ୍ୟକ୍ତି କ୍ରଦ୍ଧି ଅଟନ୍ତି ପାଠ ପଢାରେ ଦୃବଳ ଅଟନ୍ତି କହିବାରେ ଅସମର୍ଥ ଅଟନନ୍ତି ତେବେ ସେହି ବ୍ୟକ୍ତି ଙ୍କୁ ଗୋମାତା ଙ୍କୁ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭ ହୋଇଥାଏ, ଏବଂ ଏଥିରେ ବୁଧ ଗ୍ରହର ଦୋଶା ଠିକ୍ ହୋଇଥାଏ ଆଉ ସବୁ ସମସ୍ୟା ଦୂର ହେବାରେ ଲାଗିଥାଏ ।

ଗାଈର ଦାନ କରିବା ଶାସ୍ତ୍ର ରେ ଶୁଭ ବୋଲି ବିବେଚନା କରାଯାଏ ଯଦି ମଙ୍ଗଳ ଗ୍ରହର ଅବସ୍ତିତି ଖରାପ ଅଛି ତେବେ କୌଣସି ଗରିବ ବ୍ରାହ୍ମଣ ଙ୍କୁ କିମ୍ବା ଗରିବ ଲୋକଙ୍କୁ ଗାଈ ଦାନ ନିଶ୍ଚୟ କରନ୍ତୁ, ଯଦି ନବଗ୍ରହ ର ଶାନ୍ତି ଏବଂ ଶନି ଙ୍କର ଦୋଶା ଠିକ କରିବାର ଅଛି ତାହାଲେ କଳା ଗାଈର ଦାନ କରନ୍ତୁ, ଏଥି ଦ୍ୱାରା ସବୁ କଷ୍ଟରୁ ମୁକ୍ତି ମିଳିଥାଏ ଆଉ ଶନି ଦେବଙ୍କର କୃପାରୁ ସବୁକିଛି ଭଲ ହୋଇଥାଏ ।

cow

ଯଦି କୌଣସି କାମ ବନ୍ଦ ହେଉଅଛି ତେବେ କତେବି ପରିଶର୍ମ କଲେ ମଧ୍ୟ ସେଥିରେ ସଫଳତା ମିଳୁନାହିଁ ତାହାଲେ ବ୍ୟକ୍ତି ଗୋମାତା ଙ୍କୁ ରୁଟି ଖାଇବାକୁ ଦେବା ଉଚିତ୍ ଏବଂ ତାଙ୍କ କାନରେ ନିଜର ମନସ୍କାମନା ନିଶ୍ଚୟ କହିବା ଉଚିତ୍ ଏବଂ ଗାଈର ନିୟମିତ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପଶ୍ରନ୍ନ ହୋଇଥାନ୍ତି ଏବଂ ଘରର ଆର୍ଥିକ ସ୍ଥିତି ଦୃଢ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *