ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ଜିବନ ରେ ଦୁଖଃ କଷ୍ଟ ଭରି ରହିଛି । ସେହି ସବୁ କୁ ନେଇ ମଣିଷ ସବୁ ସମସ୍ୟା ସମାଧାନ କରିଚାଲିଛି । ଆଜିର ଦୁନିଆଁ ରେ ଟଙ୍କା ହେଲା ବହୁତ ବଡ ସମସ୍ୟା ଏହି ଟଙ୍କା ପାଇଁ ନିଜ ନିଜ ସଂମ୍ପର୍କ ମଧ୍ୟରେ କଳହ ସୃଷ୍ଟି ହୋଇଛି । ଲୋକ ଟଙ୍କା ପାଇଁ ସବୁ କିଛି ଭୁଲିଜାଉଛନ୍ତି । ଭଗବାନ ଜାହାକୁ ଦିଅନ୍ତି ତାକୁ କୈଣସି କଥାରେ ଅଭାବ ରଖନ୍ତି ନାହିଁ । ଆଉ ଯାହାକୁ ଦେଇନଥାନ୍ତି ସେ ବହୁତ କଷ୍ଟ ପାଏ । ଏମିତି ଲୋକ ମାନେ ରହିଛନ୍ତି ଯେଉଁ ମାନେ ଟଙ୍କା ପାଇଁ ବହୁତ ଛୋଟ କାମ ମଧ୍ୟ କରନ୍ତି ।
ସେମିତି ରେ ଆମେ ଆଜି ହଳଦୀ ବିଷୟ ରେ ଜାଣିବା ଯେଉଁଥିରେ ଆମେ ମାନେ ମାତା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବାର ଉପାୟ ବିଷୟ ରେ ଜାଣିବା । ଆମେ ହଳଦୀ କୁ ବହୁତ କାମରେ ଲଗେଇଥାଉ । ହଳଦୀ ର ବହୁତ ଉପକାରୀତା ବିଷୟ ରେ ଆମେ ମାନେ ଜାଣିଛେ । ସେମିତିରେ ହଳଦୀ କୁ ଆମେ ମାନେ ପୂଜା କରିବା ସମୟ ରେ ମଧ୍ୟ ବ୍ୟବହାର କରୁ । ସେହି ହଳଦୀ ରେ ଏକ ଏମିତି ଜିନିଷ ରହିଛି ଜାହା ପକେଇ ଦେଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡିବ । ଆଉ ଆମକୁ କୈଣସି ଦୁଖଃ ସହିବାକୁ ହେବ ନାହଁ ।
ହଳଦୀ ଆମ କୁଣ୍ଡଳୀରେ ବୃହସ୍ପତି ଅଟନ୍ତି । ବୃହସ୍ପତିମାନେ ସନ୍ତାନ, ବିବାହ ଓ ଧନ ଆଦି ସବୁ ଅଟେ । ଯଦି ବୈବାହିକ ଜିବନ ରେ ଅସୁବିଧା ରହିଛି ତେବେ ଗାଧୋଇବା ସମୟ ରେ ପାଣିରେ ହଳଦୀ ପକେଇ ଗାଧୋଇବା ଦ୍ୱାରା ବିବାହ ଯୋଗ ଖୋଲିଯିବ । ହଳଦୀ ତୀଳକ ମୁଣ୍ଡ ରେ ଲଗେଇବା ଦ୍ୱାରା ମନ ଶାନ୍ତି ରହେ । ବାହାକୁ ଯିବା ପୂର୍ବରୁ ଲଗେଇ ଗଲେ ଯଶ ସମ୍ମାନ ବଢେ ।
ଗାଧୋଇ ସାରିବା ପରେ ଅଳ୍ପ ହଳଦୀ କୁ ନେଇ ଶ୍ରୀହରୀ ଚରଣ ରେ ଦିଅନ୍ତୁ । ପରେ ସେହି ହଳଦୀ କୁ ଆଣି ମଥାରେ ଓ ବେକେରେ ଲଗାନ୍ତୁ । ଆପଣ ମାନେ ସବୁ ଦିଗରେ ବିଜୟ ଲାଭ ହେବେ । ଯେକୈଣସି ଜିନିଷ ରହିଛି ଜାହାକୁ ହଳଦୀ ଡବା ରଖିଦେଲେ ଘରୁ ନାକାରାତ୍ମକ ଶକ୍ତି ଦୂର ହୁଏ ।
ଯଦି ଆପଣମାନେ ଆପଣଙ୍କ ଘର ଚାରି ପଟରେ ପାଚେରୀ କରିଛନ୍ତି ତେବେ ଆପଣ ଘର ଚାରି ପଟରେ ହଳଦୀର ରେଖା ଟାଣିଦେବେ ତେବେ ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ । ଯଦି ଆପଣ ବାହାରେ ଭଡା ଦେଇ ରହୁଛନ୍ତି ତାହେଲେ ଘରର ମୁଖ୍ୟ ଦ୍ୱାରରେ ହଳଦୀକୁ ଲଗାଇ ଦିଅନ୍ତୁ, ଆପଣଙ୍କୁ ବହୁତ ଶୁଭଫଳ ପ୍ରାପ୍ତି ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।