ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 22 ବର୍ଷ ରୁ ଚାଲି ଆସି ଥିବା CID ଆଜି ଘରେ ଘରେ ପରିଚିତ ଅଟେ । ଏବଂ ଆଜିର ସମୟ ରେ ବି ଲୋକ ମାନେ ଏହାକୁ ଦେଖିବା ପାଇଁ ବହୁତ ହିଁ ପସନ୍ଦ କରନ୍ତି । କହି ଦେବା ପାଇଁ ଚାହିଁବୁ କି ଏହାର ପ୍ରଥମ ଏପିସୋର୍ଜ 21 ଜାନୁଆରୀ 1998 ରେ ଆରମ୍ଭ ହୋଇ ଥିଲା । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସିରିଏଲ ର ତିନୋଟି ମୂଖ୍ୟ ଅଭିନେତା ଙ୍କ ବିଷୟ ରେ କହିବା ପାଇଁ ଚାହୁଁବୁ ।
ପ୍ରଥମେ CID ର ଏସିିପି ପ୍ରଦ୍ୟୁୁମନ୍ ଙ୍କ ଅଭିନୟ ସିବାଜୀ ସାତମ୍ କରି ଥିଲେ । ତାଙ୍କର ଜନ୍ମ 21 ଏପ୍ରିଲ 1950 କୁ ହୋଇ ଥିଲା । ଟିଭି ସିରିଏଲ ସହିତ ସେ ବହୁତ ଫିଲ୍ମ ରେ ବି କାମ କରି ସାରିଛନ୍ତି । ତାଙ୍କ ପତ୍ନୀ ଙ୍କ ନାମ ଅରୁଣା ସାତମ୍ ଅଟେ । ଏବଂ ତାଙ୍କର ଗୋଟିଏ ପୁଅ ବି ରହିଛି ଜାହାଙ୍କ ନାମ ଅଭିଜିତ୍ ଅଟେ ।
ସେହି ପରି ଦ୍ୱତୀୟ ଅଭିନେତା ଙ୍କ ବିଷୟ ରେ ଯଦି କହିବା ତେବେ ଦୟା ଙ୍କ ଅଭିନୟ ଦୟାନନ୍ଦ ସେଠୀ ନିଭେଇ ଥିବା ବେଳେ ତାଙ୍କର ଜନ୍ମ 11 ଡିିସେମ୍ବର 1978 କୁ ହୋଇ ଥିଲା । ଦୟା ନନ୍ଦ ସେଠୀ ଅଜୟ ଦେବଗନ୍ ଙ୍କ ଫିଲ୍ମ ସିଙ୍ଘମ୍ ରିଟର୍ନନ ରେ ବି କାମ କରିଛନ୍ତି । ଏବଂ ବହୁତ ଟିଭି ସିରିଏଲ ରେ ବି ବହୁତ ଅଭିନୟ କରିଛନ୍ତି । ଏବଂ ବର୍ତମାନ ସମୟ ରେ ତାଙ୍କର ଝିଅ ବି ଗୋଟିଏ ରହିଛନ୍ତି ।
ସେହି ପରି ତିନି ନମ୍ବର ଅଭିନେତା ହେଲା ଅଭିଜିତ୍ । ତାଙ୍କର ଅଭିନୟ ଆଦିତ୍ୟ ଶ୍ରୀବାସ୍ତବ୍ ନିଭାଇ ଥିଲେ ତାଙ୍କର ଜନ୍ମ 21 ଜୁଲାଅ 1968 କୁ ହୋଇ ଥିଲା । ସେ ଜଣେ ଅଭିନେତା ହେବା ସହିତ ସେ ଜଣେ ପ୍ରଡ୍ୟୁୁସର ବି ରହିଛନ୍ତି । ତାଙ୍କର ପତ୍ନୀ ଙ୍କ ନାମ ମାନସୀ ଶ୍ରୀ ବାସ୍ତବ ଅଟେ । ତାଙ୍କର ପୁଅ ଏବଂ ଝିଅ ଗୋଟିଏ ରହିଛି । ସେମିତି ରେ ଆପଣ ମାନଙ୍କୁ ଏହି ତିନୋଟି ଅଭିନେତା ମାନଙ୍କ ମଧ୍ୟ ରୁ ଆପଣ ମାନଙ୍କୁ କିଏ ବେଶୀ ପସନ୍ଦ କମେଣ୍ଟ କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।