ବୃହସ୍ପତି (Bruhaspati) ଚଳନରେ ଏହି ୪ ଟି ରାଶି ହେବେ ଲାଭବାନ,୨୦୨୨ ରୁ ୨୦୨୩ କେହି ଅଟକେଇ ପାରିବେ ନାହିଁ ଏହି ସବୁ ରାଶିକୁ…

Bruhaspati

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଏହି ପୋଷ୍ଟ ରେ କିଛି ବିଶେଷ ତଥ୍ୟ ବିଷୟ ରେ ଜାଣିବା । ତେବେ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି କୁ ଲାଭ ପ୍ରଦାନ କାରୀ ଗ୍ରହ ଭାବେ ବିବେଚନା କରାଯାଏ । ତାହା ଗୁରୁଗ୍ରହ ଶିକ୍ଷା , ଭାଗ୍ୟ, ଧନ , ଏବଂ ଆଧ୍ୟାତ୍ମିକତା ର କାରକ ଅଟନ୍ତି । ଯେଉଁ ବ୍ୟକ୍ତିର କୁଣ୍ଡଳୀ ରେ ବୃହସ୍ପତି ଗ୍ରହ ମଜବୁତ ହୋଇଥାନ୍ତି । ସେହି ବ୍ୟକ୍ତି ଙ୍କୁ ସମାଜ ରେ ଅନେକ ମାନ ସମ୍ମାନ ପ୍ରାପ୍ତି ହୁଏ ।

ଗ୍ରହ ଗୋଟିଏ ରାଶି ରୁ ଅନ୍ୟ ଏକ ରାଶି ପରିବର୍ତନ ପାଇଁ ଏକ ବର୍ଷ ସମୟ ଲାଗେ । 13 ଏପ୍ରିଲ ଦିନ ଦେବ ଗୁରୁ ବୃହସ୍ପତି ମୀନ ରାଶିରେ ପ୍ରବେଶ କରିବେ ଏବଂ 22 ଏପ୍ରିଲ 2023 ପର୍ଯ୍ୟନ୍ତ ବିରାଜ ମାନ ରହିବେ । ତଥା ଏହି ରାଶି ପରିବର୍ତନ ସମସ୍ତ ରାଶି ଉପରେ ପଡିବ । ହେଲେ କିଛି ବିଶେଷ ରାଶି ମାନେ ଦେବଗୁରୁ ବୃହସ୍ପତି ଙ୍କ ଚଳନ ପାଇଁ ଲାଭବାନ ହେବେ । ସମାଜ ରେ ଆପଣ ମାନଙ୍କ ମାନ ସମ୍ମାନ ପ୍ରାପ୍ତି ହେବ । ଗୁପ୍ତ ମାର୍ଗ ରୁ ଧନ ପ୍ରାପ୍ତି ହେବ । ଏହି ଅବଦ୍ଧି ଆପଣ ମାନଙ୍କ ନୂଆ ସମନ୍ଧ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହିଥି ପାଇଁ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସିଦ୍ଧି ହେବ ।

astrolog

ସେହି ପରି କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦେବ ଗୁରୁ ବୃହସ୍ପତି ଙ୍କ ଗୋଚର ସକାରାତ୍ମକ ଦିଗ ପ୍ରଦାନ କରିବ । ଆପଣ ମାନଙ୍କ ଭାଗ୍ୟର ସହଯୋଗ ପ୍ରାପ୍ତି ହେବ । ନୂଆ ବ୍ୟବସାୟ ର ଆରମ୍ଭ ପାଇଁ ସମୟ ଭଲ ରହିବ ।

ଏହା ପରେ ପରବର୍ତି ରାଶି ଟି ହେଲା କୁମ୍ଭ ରାଶି । ଗୁରୁଗ୍ରହରେ ଗୋଚର କୁମ୍ଭ ରାଶିର ଅନେକ ଶୁଭ ସମୟ ଆସିବାକୁ ଯାଉଛି । ସେହି ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସହିତ ସାକ୍ଷାତ ହେବ । ଯେଉଁ ବ୍ୟକ୍ତି ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରୁଛନ୍ତି ତାହା ଅତ୍ୟନ୍ତ ସଫଳତା ଦାୟକ ସିଦ୍ଧ ହେବ ।

ଏହା ପରେ ମିଥୁନ ରାଶି ଦେବଗୁରୁ ବୃହସ୍ପତିଙ୍କ ଗୋଚର ଅତ୍ୟନ୍ତ ଲାଭ ଦାୟକ ହେବ।ଆପଣଙ୍କ ଅନେକ ଭଲ ସମୟ ଆସିବାକୁ ଯାଉଛି । ଏହା ସହିତ ଆପଣଙ୍କ ପୈତୃକ ସମ୍ପତ୍ତିରୁ ମଧ୍ୟ ଅନେକ ଲାଭ ମିଳିବାକୁ ଯାଉଛି । ଏହା ସହିତ ବିଦ୍ୟାର୍ଥୀ ଏବଂ ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *