ଦେଖିବାକୁ ବହୁତ ସୁନ୍ଦର ଓ ହଟ ଟେଲିଭିଜନ ଜଗତର ଏହି 4 ଜଣ ଅଭିନେତ୍ରୀ

Actress

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରୀ ସବୁ ଅଭିନେତ୍ରୀ ମାନେ ସବୁ ସମୟ ରେ ଚର୍ଚ୍ଚା ରେ ରହି ଥାନ୍ତି । ସେମିତି କିଛି ଅଭିନେତ୍ରୀ ରହିଛନ୍ତି ସେମାନେ ବହୁତ ବଡ ବଡ ଟିଭି ସୋ ମାନଙ୍କ ରେ କାମ କରି ସାରିଛନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ମୁସଲିମ୍ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯେଉଁ ମାନେ ବହୁତ ସୁନ୍ଦର ଅଟନ୍ତି । ତେବେ ସେମାନେ କେବଳ ସୁନ୍ଦର ନୁହଁନ୍ତି ବରଂ ସେମାନେ ନିଜର ପରିଶ୍ରମ ଅନୁସାରେ ସେମାନେ ନିଜର ସ୍ଥାନ ଲୋକ ମାନଙ୍କ ହୃଦୟ ରେ ବନେଇ ସାରିଛନ୍ତି । ତେବେ ଆସନ୍ତୁ ସେହି ସବୁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣି ନେବା ।

ତେବେ ପ୍ରଥମେ ଜାହାର ନାମ ଆସି ଥାଏ ସେ ହେଲେ ଅଭିନେତ୍ରୀ ଜନ୍ନତ ଜୁବୀର୍ ରେହେମାନୀ । ଯିଏ ଜଣେ ଚାଇଲ୍ଡ ଅଭିନେତ୍ରୀ ଭାବେ କରି ଥିଲେ ବି ସେ କଲର୍ସ ଟିଭି ର ଫୁଲ୍ବା ରୁ ନିଜର ମୁକାମ୍ କୁ ହାସଲ କରି ପାରି ଥିଲେ ।ଏବଂ ସେ ହିଚ୍କି ଯେମିତି ବହୁତ ବଡ ଫିଲ୍ନ ରେ ବି କାମ କରି ସାରିଛନ୍ତି । ହେଲେ ଆଜି ସେ ବଲିଉଡ ଏବଂ ଟିଭି ସୋ ରୁ ଦୂରରେ ରହିଛନ୍ତି । ହେଲେ ସେ ଆଲବମ୍ କରି ଥାନ୍ତି ।

Jannat Zubair

ସେହି ପରି ଦୁଇ ରେ ରହିଛନ୍ତି ସମା ସିକନ୍ଦର ଙ୍କର ବିଷୟ ରେ କହିବା ସେ ବହୁତ ଦିନ ଯାଏ ଟିଭି ଦୁନିଆଁ ରୁ ଦୂରରେ ରହି ଥିବା ବେଳେ ବହୁତ ଦିନ ପରେ ସେ ଏକ ବୋର୍ଲ ଅବତାର ରେ ଏଣ୍ଟ୍ରୀ ମାରି ଥିଲେ। ଏହି ଦିନ ରେ ମାୟା ୱେବସିିରିଜ୍ ରୁ ସେ ଅଣ୍ଟ୍ରୀ କରି ଥିଲେ ।

ସେହି ପରି ତିନି ରେ ହିନା ଖାନ୍ ଙ୍କ ବିଷୟ ରେ କହିବା ତେବେ ହିନା ନିଜର କେରିଅର ଇୟ ରିସ୍ତା କିୟା କେହେଲାତା ରୁ ହିଁ ଆରମ୍ଭ କରି ଥିଲେ । ଏବଂ ଆଜିର ସମୟରେ ହିନା ଖାନ୍ ଟିଭି ଏବଂ ବଲିଉଡ ର ଜଣେ ଜଣା ସୁଣା ଅଭିନେତ୍ରୀ ହୋଇ ସାରିଛନ୍ତି ।

Hina Khan

ଏହା ପରେ ନାମ ଆସୁଛି ହିମା ନବାବ୍ ଙ୍କର । ସେ 2015 ରେ ଗୋଟିଏ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ଥିଲେ । ସେ ଷ୍ଟାର ପ୍ଲସ୍ ର ସିରିଏଲ ତେରେ ସହର ମେ ଆମାୟା ର ରୋଲ କରି ଥିଲେ । ଜାହାକିି ତାୈଙ୍କୁ ଘର ଘର ରେ ପରିଚିତ କରେଇ ଥିଲା । ଏବଂ ସେ ନିଜର ସୋସିଆଲ ଏକାଉଣ୍ଟ ରେ ନିରଜ ସୁନ୍ଦର ଫୋଟ ସବୁ ବେଳେ ପୋଷ୍ଟ କରୁ ଥିବାର ଦେଖା ଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *