କ୍ୟାମେରା ରେ ଥିଲା ଲଙ୍ଗଳା ହେଇ ଗାଧେଇବା video, memory chip ପାଇଁ ହେଇଗଲା ଏତେ ନାଟ

Sharmista .

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନସ ସ୍ୱାୟିଁ ହତ୍ୟାକାଣ୍ଡ ଘଟଣା ର ମୂଖ୍ୟ ଅଭିଯୁକ୍ତ। ଶର୍ମିଷ୍ଠା ରାଉତ ଙ୍କ ଜଗତସିହଂପୁର ର ଲିଙ୍କ୍ କୁ ନେଇ ଚର୍ଚ୍ଚା ଦୁଇ ବର୍ଷ ତଳେ ରାଜ ମିଡିଆ ସ୍ୱନ୍ କ୍ଷେତ୍ରରେ ଯୋଗ ଦେଇଥିଲେ । ଅତିଥି ହେବାରେ ଜଣେ ମନ୍ତ୍ରୀ ଙ୍କର ଥିଲା ଚାପ କ୍ୟାମେରା ମ୍ୟନ ମାନସ ଙ୍କ ହତ୍ୟାକାଣ୍ଡ ରେ ଫେରାର ଥିବା ଅଭିଯୁକ୍ତ ଙ୍କର ସେଠାରେ ମଧ୍ୟ ପ୍ରଭାବ ଥିଲା ।

Sharmista

 

ଦୁଇ ବର୍ଷ ତଳେ ରଂଜନ ନାୟକ ବା ରାଜ ଜଗତସିହଂପୁର ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେହିଥିରେ ଏକାଧିକ ରାଜନେତା ପ୍ରଶାସକ ଅତିଥି ହୋଇଥିବା ଏକ ସୋସିଆଲ ମିଡିଆ ରେ ଫୋଟ ଭାଇରଲ ହେବାରେ ଲାଗିଛି । ପୋଲିସ ଗିରୋଫ କରିଥିବା ରାଜ ଙ୍କ ଘର ନୟାଗଡ ରେ ଅଟେ । ସେ ଏଠାରେ କେମିତି କାର୍ଯ୍ୟକ୍ରମ ଆୟୋଜନ କରିଲେ । ଏହା ପଛରେ କାହାର ହାତ ଥିଲା ତାହା ବର୍ତମାନ ଆଲୋଚନା କରାଜାଇଛି ।

ଜଗତସିହଂପୁର ରେ ହୋଇଥିବା ଆୟୋଜନ ରେ ଜଗତସିହଂପୁର ର ବିଧାୟକ ପ୍ରଶାନ୍ତ ମୁଦୁଲୀ ପୂର୍ବତନ ସାଂସଦ ପ୍ରଶନ୍ନ ପାଠସାଣୀ ଏବଂ ଜିଲ୍ଲାପାଳ ସେହିଥିରେ ଉପସ୍ଥିତ ଥିଲେ । ସେହି କାର୍ଯ୍ୟ କ୍ରମ ରେ ଅତିଥି ମାନେ ଶର୍ମିଷ୍ଠା ଙ୍କୁ ସମ୍ମାନିତ କରିଥିଲେ ।

Sharmista

ଜଗତସିହଂପୁର ରେ ସେ ଏମିତି ବଡ କାର୍ଯ୍ୟ କ୍ରମ କରିବା ପାଇଁ କେମିତି ସକ୍ଷମ ହେଲେ ମଞ୍ଚରେ ଥିବା ଅତିଥି ମାନଙ୍କୁ କିଏ ଯୋଗାଯୋଗ କରିଥିଲେ । କାର୍ଯ୍ୟକ୍ରମ କେମିତି ପ୍ରସ୍ତୁତି ହୋଇପାରିଲା ସେହି ଉପରେ ବର୍ତମାନ ପ୍ରଶ୍ନ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *