ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନିଜର Guru Maaଙ୍କୁ କରିଲେ ବିବାହ, କରି ଦେଇଥିଲେ ଏମିତି କିଛି, ବାହା ନ ହେଇ ଆଉ କିଛି ବାଟ ନ ଥିଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମ ଅନ୍ଧ ହୋଇଥାଏ । ତେବେ ବାସ୍ତବ ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ବିଗତ ଦିନରେ ଘଟିଥିବା ଚେନ୍ନାଇ ସହର ର ଘଟଣା ସଂମ୍ପର୍କ ରେ ଆଜି ଆମେ ଜଣେଇବାକୁ ଯାଉଛୁ । ଏହି ଘଟଣା କୁ ଆପଣ ମାନେ ଜାଣିବା ପରେ ଆପଣ ମାନେ ଅନୁମାନ କରିପାରୁଥିବେ କି ଆମ ଭାରତରେ ଧିରେ ଧିରେ ସଂସ୍କୃତି ନଷ୍ଟ ହେବାକୁ ଯାଉଛି । ଆନ୍ଧ୍ର ହେଡଲାଇନ ଡଟ କମ୍ ଅନୁସାରେ ଚେନ୍ନାଇ ସହର ରେ ଏକ ବିଦ୍ୟାଳୟ ରେ ଜଣେ 10 ଶ୍ରେଣୀ ର ଛାତ୍ର ସେହି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଙ୍କୁ ବିବାହ କରିଛନ୍ତି ।

ଏହି ବିବାହ ଉଭୟ ଙ୍କ ସହମତି ରେ ହୋଇଛି । ଏହଂ ଦେଖିବାକୁ ଗଲେ ଛାତ୍ର ଙ୍କ ବୟସ 15 ବର୍ଷ ଅଟେ ଏବଂ ଶିକ୍ଷୟତ୍ରୀ ଙ୍କ ବୟସ 23 ବର୍ଷ ଅଟେ । ଏହି ବିବାହ ସଂମ୍ପର୍ଣ୍ଣ ପାରମ୍ପାରିକ ରିତିନୀତି ରେ ସଂମ୍ପର୍ଣ୍ଣ ହୋଇଛି । ସେହି ପରି ସ୍କଟଲ୍ୟାଣ୍ଡ କଥା ଦେଖିବା ଯଦି ଏଠାରେ ବି ଜଣେ ମହିଳା ଶିକ୍ଷୟତ୍ରୀ ଜଣେ 17 ବର୍ଷର ଛାତ୍ର ଙ୍କୁ ରାତି ସାରା ଯୈନ ଶୋଷଣ କରିବା ବିବାଦ ରେ ଆରୋପ ଲାଗିଛି ।

guruma

ଏକ ଇଂରାଜୀ ପତ୍ରିକା ଅନୁସାରେ ଏଠାରେ ଏହି ଶିକ୍ଷୟତ୍ରୀ ଏଡିନବର୍ଗ ର ଏକ ହୋଟେଲ ରେ ଉକ୍ତ ଛାତ୍ର ଙ୍କୁ ମଦ ପିଆଇଥିଲେ ଓ ଏହା ପରେ ତାଙ୍କ ସହ ସମ୍ବନ୍ଧ ରଖିଥିଲେ | ଏହି ଆରୋପି ମହିଳା ଫ୍ରେଞ୍ଚ ର ଶିକ୍ଷୟତ୍ରୀ ଅଟନ୍ତି । କିନ୍ତୁ ନିଜ ଉପରେ ଲାଗିଥିବା ଏହି ଆରୋପ କୁ ଶିକ୍ଷୟତ୍ରୀ ପ୍ରତ୍ୟାଖାନ କରିଛନ୍ତି । ଏବଂ ଏହି ଘଟଣା କୁ କେନ୍ଦ୍ର କରି ଶିକ୍ଷା ସଙ୍ଘ ଏହି ଶିକ୍ଷୟତ୍ରୀ ଙ୍କୁ ଚାକିରୀ ରୁ ବାହାର କରିଛି ।

ଏବଂ ଏହି ବିବାଦ ରେ ଜୁନ୍ 2014 ରେ ସୋସିଆଲ ମିଡିଆରେ କିଛି ଫୋଟ ଭାଇରଲ ହୋଇଥିଲା । ଏହି ଫୋଟ ରେ ଦେଖିବାକୁ ମିଳିଥିଲା କି ଜମେ ଯୁବକ ଙ୍କ ହାତରେ ମଦ ବୋତଲ ଧରିଛନ୍ତି । ଓ ଜଣେ ମହିଳା ବେ଼ଡ ରେ ଶୋଇଛନ୍ତି । ଆରୋପି ମହିଳା 5 ଏବଂ 6 ତାରିଖ ରାତିରେ ଛାତ୍ର ଙ୍କୁ ନିଜ ସହିତ ହୋଟେଲ ନେଇ ଯାଇଥିଲେ । ଏବଂ ପରେ ତାଙ୍କୁ ମଦ ପିଆଇ ଖରାପ କାମ କରିବାକୁ ପ୍ରୟାସ କରିିଥିଲେ । ହେଲେ ଏହି ଆରୋପ କୁ ମହିଳା ଶିକ୍ଷୟତ୍ରୀ ପ୍ରତ୍ୟାଖାନ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *