ପ୍ରଧାନ ମନ୍ତ୍ରୀ PM ହେବେ ଓଡ଼ିଆ ସାଧୁ,ଦେଖନ୍ତୁ ମାଲିକ ବିଚାର ରେ ଏଭଳି କଣ ସବୁ ରହିଛି…ଦେଖନ୍ତୁ Video

Malika Future

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ସାଙ୍ଗମାନେ ଅନେକ ଗୁଡ଼ିଏ ମାଳିକା ପୋଥି ଯାହା କୁହନ୍ତି ଯେ ଖଣ୍ଡଗିରି ଠାରୁ ଲୀଳା ରଚିବ ନୟନେ ଦେଖିବୁ ତୁହି ବେଳ କାଳ ଜାଣି ଭାବ ରଖିଥିବୁ କାଳିଆ ଦର୍ଶନ ପାଇଁ। ଖଣ୍ଡଗିରି ଆପଣ ମାନଙ୍କର ଏମିତି ଜାଗା ଜାହା ହେଉଛି ଶିବଙ୍କର ଜାଗା ଶିବ ଯିଏ ତ୍ରୀଭୂବନ ଅଧିଷ୍ଟିତ ଆଉ ଶିବଙ୍କର ରୂପ ହେଉଛି ଜୈନ୍ୟ ରୂପ । ଆପଣ ମାନଙ୍କ ଖଣ୍ଡଗିରି ଶିର୍ଷ ଦେଶ ରେ ସିଏ ରହିଛନ୍ତି । ଯେଉଁ ଜାଗାରେ ବାରଭୁଜା ଦୂର୍ଗା ଯେଉଁ ଜାଗାରେ ମା ମଧ୍ୟ ବିରାଜମାନ ଅଛନ୍ତି ।

ଯେଉଁ ସ୍ଥାନରୁ ଆକାଶ ରୁ ମଧ୍ୟ ଗଙ୍ଗା ଆସି ରହିଛନ୍ତି । ଏଇ ଆକାଶ ଗଙ୍ଗାରୁ ପବିତ୍ର ମାଘ ସପ୍ତମୀ ଅବସରରେ କୁମ୍ଭ ବା ମାଠିଆରେ ଜଳ ତୋଳିକି ଆଣି ବସେଇ ଆମ ବିଶ୍ଵର ସାଧୁ ସନ୍ଥ ମାନେ ଏଇ ଜାଗାରେ ଆସି ତାଙ୍କର ତପସ୍ୟା କରନ୍ତି ଯୋଗ କରନ୍ତି ଧ୍ୟାନ କରନ୍ତି। ଏହା ଅନେକ ଗୁଡିଏ ସାଧୁ ସନ୍ଥ ମାନଙ୍କର ତପ ଭୂମି । ଏହି ସ୍ଥାନରେ ଠାକୁର ଅଭିରାମ ପରମହଂସ ତପସ୍ୟା କରୁଥିଲେ । ଜାହାକୁ ପବିତ୍ର ତପ ଭୂମି ରୂପେ ବିବେଚନା କରିଛନ୍ତି ।

malika

ଆଜି ଏହି ପାଦ ଦେଶରେ ସାଧୁ ସନ୍ଥ ମାନଙ୍କର ଏହି ଧୁନି ପକାଇଛନ୍ତି। ଯାହା କରୁଛନ୍ତି ବିଶ୍ୱର ମଙ୍ଗଳ ପାଇଁ ପ୍ରଭୁ ଙ୍କ ପାଖରେ ତପସ୍ୟା ମଧ୍ୟ କରୁଛନ୍ତି । ସେହି ଯଜ୍ଞେଶ୍ଵର ନାରାୟଣଙ୍କ ପାଖରେ ଶରଣା ପନ୍ନ ମଧ୍ୟ ହେଉଛନ୍ତି । ଯେ ବିଶ୍ୱର ସମସ୍ତ ଙ୍କ ମଙ୍ଗଳ ହେଉ । ଦେଶ ସ୍ୱାଧୀନ ହେବା ପରେ କେବେ ବି ସାଧୁ ସନ୍ଥ ମାନେ ଦେଶକୁ ଶାସନ କରିବାକୁ ଜାଇ ନାହାଁନ୍ତି ।

ହେଲେ ଦିନେ ଆପଣ ଦେଖିବେ ଏହି ବିଶ୍ୱ ଦରବାର ରେ ଜଣେ ସାଧୁ ଶାସନ କରିବ ଏହି ଓଡିଶା ରୁ ଜଣେ ସାଧୁ ଯିବେ ଶାସନ କରିବା ପାଇଁ ମୁଁ କହିଥିଲି ଆପଣଙ୍କର ତିନିଟା ମୁଣ୍ଡ ଯିବା ପାଇଁ। କିଏ ଯିବେ ମୁଁ କହିପାରିବି ନାହିଁ । କିନ୍ତୁ ଏଇ ଓଡ଼ିଶା ମାଟିରୁ ଜଣେ କେହି ଯିବେ ଆଉ ତିନି ଦରବାରରେ ଶାସନ କରିବେ ।

ସେହି ପରି ଏପ୍ରିଲ 14 ପରେ ଆପଣ ମାନଙ୍କର କିଛି କମିବ । ଏହି ବର୍ତମାନ ଆପଣ ମାନଙ୍କର ଜାହା ପାଞୀ କହୁଛି ହେଲେ ମୁଁ ତ କିଛି ମନରୁ କହି ନାହିଁ ଜାହା ରାଷ୍ଟ୍ରୀୟ ପଞ୍ଚାଙ୍ଗ କହୁଛି । ଦେଖନ୍ତୁ ତା ଦେହରେ ଆପଣ ହିସାବ ମଧ୍ୟ କରନ୍ତୁ ବା ସାଧୁ ସନ୍ଥ ମାନଙ୍କୁ ଦିଅନ୍ତୁ ସେମାନେ ହିସାବ କରନ୍ତୁ । ଅଗ୍ରକୁ କାଢନ୍ତୁ ତା ଦେହରେ ଯେଉଁ ଅଙ୍କ ଗଣିତ ଜ୍ଞାନ ଅଛି ଏମିତି ସାଧୁ ସନ୍ଥ ମାନଙ୍କୁ କୁହନ୍ତୁ ସେମାନେ କହିବେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *