ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆସିଲା ବଡ ଖବର ପାଣିପାଗ ବିଭାଗ କୁ ନେଇ ବଡ ସୂଚନା ଆସନ୍ତା କାଲି ଠାରୁ ପୁଣି ବଦଳିବ ପାଗ । ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଆପଡେଟ ଆସନ୍ତୁ ଜାଣିନେବା । ବନ୍ଧୁଗଣ ପୁଣି ଆସୁଛି ପଛୁଆ ଝଡ ଏହା ପ୍ରଭାବ ରେ ରାଜ୍ୟ ରେ ବିଜୁଳୀ ଘଡ ଘଡି ସହିତ ବିଭିନ୍ନ ଜିଲ୍ଲା ରେ ବର୍ଷା ର ସମ୍ଭାବନା ରହିଛି ।
ଆସନ୍ତା କାଲି ଅନୁଗୁଳ ଝାରସୁଗୁଡା ବାରିପଦା ତାଳଚେର ଓ ଦାରିଙ୍ଗବାଡି ଆଦିରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପଟେ କେନ୍ଦୁଝର ମୟୁରଭଞ୍ଜ ଯାଜପୁର ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ ହୋଇଛି । ଏହିଥି ସହିତ ଅନେକ ସ୍ଥାନ ରେ ଏହି ସ୍ଥିତି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି ।
ବିଶେଷ କରି କେଉଁଝର, ମୟୁରଭଞୀ , ଅନୁଗୁଳ , ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ତେବେ ଏହି ସମୟ ରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବା ନେଇ ଆକଳନ ହୋଇଛି । ଏହିଥି ପାଇଁ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରା ରେ ସେମିତି କିଛି ପରିବର୍ଚନ ହେବ ନାହିଁ ।
ସେହି ପରି ଆସନ୍ତା 15 ତାରିଖ ରୁ ରାଜ୍ୟ ର ତାପମାତ୍ରା ବୃଦ୍ଧି ପାରିବ ଏହା ସହିତ ଗତ 24 ଘଣ୍ଟା ରେ ସୋନପୁର ଓ ବଲାଙ୍ଗୀର ରେ ରାଜ୍ୟର ସର୍ବାଧିକ ତାପମାତ୍ରା 36.2 ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଛି । ଆସନ୍ତା 15 ତାରିଖ ପର ଠାରୁ ରାଜ୍ୟ ରେ ତାତି ବଢିବ ଉଭୟ ଦିନ ଏବଂ ରାତି ର ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।