ଆର୍ଥିକ ସଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନଙ୍କ ଏହି ମନ୍ତ୍ର

hanuman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଭଗବାନ ହନୁମାନ ଙ୍କୁ ମଙ୍ଗଳବାର ସମର୍ପିତ ହୋଇଛି । ଆର୍ଥିକ ସଂଙ୍କଟ ଦୂର କରିବା ପାଇଁ ମଙ୍ଗଳବାର ଜପନ୍ତୁ ହନୁମାନ ଙ୍କ ଏହି ମନ୍ତ୍ର । ହୁମାନ ଙ୍କ ଅନେକ ପୂଜା ବିଧି ରହିଛି । କିନ୍ତୁ ମଙ୍ଗଳବାର ଦିନ ବଜରଙ୍ଗବଲୀ ଙ୍କ ପୂଜା ଉପାସନା କରିବା ଦ୍ୱାରା ଭକ୍ତ ଙ୍କ ସମସ୍ତ ସଙ୍କଟ ଦୂର ହୁଏ । ବଜରଙ୍ଗବଲୀ ପ୍ରଶନ୍ନ ହୋଇ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।

ହନୁମାନ ଙ୍କୁ ମାରୁତି ନନ୍ଦନ ,ବଜରଙ୍ଗବଲୀ , ସଂଙ୍କୋଟମଚୋନ ପବନ ସୂତ ହନୁମାନ ଆଦି ନାମରେ ଜଣା ଜାଇଥାଏ । ଧାର୍ମିକ ଗ୍ରନ୍ଥ ରେ ଲେଖା ରହିଛି ଭଗବାନ ହନୁମାନ ଙ୍କ ନାମ ଯପିବା ମାତ୍ରେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ମଙ୍ଗଳବାର ଦିନ ହନୁମାନ ଙ୍କ ଆରଧନା କରିବା ଦ୍ୱାରା ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ମଜବୁତ ହୁଏ । ଜିବନ ରେ ଉନ୍ନତି ହୁଏ ।

hanuman

ସେହି ପରି ଯଦି କୈଣସି ଜାତକ ରେ ମଙ୍ଗଳ କୋମଜୋର ରହିଥାଏ ତେବେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳେ ଜିବନ ରେ ସମସ୍ତ ଦୁଖଃ ସଂଙ୍କଟ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହନୁମାନ ଙ୍କ କିଛି ମନ୍ତ୍ର ଯପନ୍ତୁ ।

ଏହି ମନ୍ତ୍ର ହେଲା ଓଁ ପୂର୍ବ କପି ମୂଖାୟ ପଞ୍ଚମୂଖ ହନୁମନ୍ତି ଟମ୍, ଟମ୍ , ଟମ୍ ସକଳ ଶତୃ ସଙ୍ଘରାୟ ସ୍ୱାହା ଶତୃ ନାଶ ପାଇଁ ଆପଣ ମାନେ ଏହି ମନ୍ତ୍ର ର ଉଚାରଣ କରନ୍ତୁ । ଏହା ଦ୍ୱାରା ଶତୃ ଦମନ ହୁଏ ନିୟମିତ ରୂପେ ଧ୍ୟନ ମଗ୍ନ ହୋଇ ହନୁମାନ ଚାଳିଶା ପାଠ କରିବା ପରେ ଏହି ମନ୍ତ୍ର କୁ ଆପଣ ମାନେ 11 ଥର ଯପ କରିଲେ ଏହି ସବୁ ଫଳ ପ୍ରାପ୍ତି ହୁଏ ।

hanuman

ସେହି ପରି ଦ୍ୱତୀୟ ମନ୍ତ୍ର ହେଲା ଓଁ ନମଃ ଭଗବତେ ପଞ୍ଚବଦନାୟ ପଶ୍ଚିମମୂଖାୟ ଗରୁଡା ନନା ମଂ , ମଂ, ମଂ , ସକଳ ବିଶ୍ୱ ହରାୟ ସ୍ୱାହା ଏହି ମନ୍ତ୍ର ଯପ କରିବା ଦ୍ୱାରା ଜିବନ ରେ ସୁଖ ଶାନ୍ତି ପ୍ରାପ୍ତ ହୁଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *