ସୀମାରେ ନିଯୁକ୍ତ ଥିଲେ ପତି, ତାଙ୍କ ଦରମାରେ ହୋଟେଲରେ ଅନ୍ୟ ବ୍ୟକ୍ତିଙ୍କ ସହ ରାତି କାଟୁଥିଲେ ପତ୍ନୀ,ଜାଣନ୍ତୁ କ’ଣ ଘଟିଲା ଏହାପରେ ।

Hotel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁପ୍ରିମ କୋର୍ଟ 25 ଫେବୃଆରୀ ଶୁକ୍ରବାର ଦିନ ଏକ ଭିନ୍ନ ଧାରଣ ର ଖବର ସାମ୍ନାକୁ ଆସିଛି । ଏଠାରେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ଏକ ବଳକ୍ତାର ଅଭିଯୁକ୍ତ ଙ୍କ ଜାମିନ ବାତିଲ କରିବାକୁ ଚହୁଁଥିବା ମହିଳା ଙ୍କ ଆବେଦନ ଙ୍କୁ ଖାରଜ କରିଛି କୋର୍ଟ । ଏହା ପୂର୍ବରୁ ରାଜସ୍ତାନ ହାଇକୋର୍ଟ। ଅଭିଯୁକ୍ତ ଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହି ଥିରେ ସୁପ୍ରିମ କୋର୍ଟ ମଧ୍ୟ କୈଣସି ହସ୍ତକ୍ଷେପ କରିନାହିଁ । ବାସ୍ତବରେ ସୁପ୍ରିମ କୋର୍ଟ ସନ୍ଧେହ ହୋଇଥିଲା ଯେ ମହିଳା ଜଣଙ୍କ ଜାହାକୁ ବଳତ୍କାର ବୋଲି କହୁଥିଲେ ତାହା ପାରସ୍ପାରିକ ସମତି ରେ ହୋଇଥିବା ସଂମ୍ପର୍କ ଅଟେ ।

ମହିଳା ଙ୍କ ସ୍ୱାମୀ କେନ୍ଦ୍ରିୟ ସୁରକ୍ଷା ବଳ ରେ ଚାକିରୀ କରନ୍ତି । ଏବଂ ଘଟଣା ସମୟ ରେ ସେ ବୋର୍ଡର ରେ ନିଯୁକ୍ତି ରହିଥିଲେ । ଏଥି ସହିତ ସୁପ୍ରିମ କୋର୍ଟ ମହିଳା ଙ୍କୁ କହିଥିଲେ । ଆପଣ ଅଭିଯୁକ୍ତ ଙ୍କ ସହିତ ନିଜ ଇଚ୍ଛା ରେ ହୋଟେଲ କୁ ଜାଇ ଥିଲେ ବୋଲି । ଆଇଟିବିପି ରେ ଆପଣଙ୍କ ସ୍ୱାମୀ ର ଦରମା ନିଜେ ଖର୍ଚ୍ଚ କରିଛନ୍ତି । ଜଷ୍ଟିସ୍ ଡି.ୱାଈ. ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମହିଳା ଙ୍କୁ କହିଛନ୍ତି ଯେ ଆପଣ ମାନଙ୍କ ପିଲା ମାନଙ୍କୁ ଘରେ ଛାଡିଦେଇ ଆପଣ ଅଭିଯୁକ୍ତ ଙ୍କ ସହିତ ହୋଟେଲ କୁ ଜାଇ ଥିଲେ । ତାଙ୍କ ସହିତ ରହିବା ପାଇଁ ସହର ରେ ମଧ୍ୟ ଆପଣ ଅଲଗା ଘର ନେଇ ଥିଲେ ।

Supreme Court

ଆପଣଙ୍କ ସ୍ୱାମୀ ପଠେଇ ଥିବା ଦରମା ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । ବୋର୍ଡରେ ନିଯୁକ୍ତ ସେହି ନୀରିହ ଲୋକଟି , ତାଙ୍କ ପତ୍ନୀ ଏଠାରେ କଣ କରୁଛନ୍ତି ମଧ୍ୟ ସେ ଜାଣି ପାରୁ ନଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ ଏହା ମଧ୍ୟ କହିଛନ୍ତି କି ଆରୋପ ପୁତ୍ର ରୁ ଏହା ଜଣା ପଡିଛି ଯେ ଏହା ଏକ ସମ୍ମତିଭିତ୍ତିକ ସଂମ୍ପର୍କ ଅଟେ । ତେଣୁ ଏହି ବେଞ୍ଚ୍ 2 ଡିସେମ୍ବର 2021 ରେ ହାଇକୋର୍ଟ ଦେଇ ଥିବା ଆଦେଶ ରେ କୈଣସି ହସ୍ତକ୍ଷେପ କରିବ ନାହିଁ ।

ଏହା ସହିତ ମହିଳା ଙ୍କ ଓକିଲୋ ଆଦିତ୍ୟ ଜୈନ କହିଛନ୍ତି କି ମହିଳା ଙ୍କୁ ଅଭିଯୁକ୍ତ ଜଣଙ୍କ ହଇରାଣ କରୁଥିଲେ । ତାଙ୍କୁ ରେପ୍ କରୁଥିଲେ , ଟଙ୍କା ପାଇଁ ତାଙ୍କୁ ବ୍ଲେମ୍ ମଧ୍ୟ ସେ କରୁଥିଲେ । ଓକିଲୋ ତାଙ୍କର ମତ ପ୍ରମାଣ କରିବାକୁ ଜାଇ ବ୍ୟାଙ୍କ୍ ର କିଛି ଟ୍ରାଞାକ୍ସନ ବିଷୟ ରେ ମଧ୍ୟ କହିଥିଲେ । ସେ କହିଛନ୍ତି କି ହାଇକୋର୍ଟ ଅଭିଯୁକ୍ତ କାରୀ ଙ୍କ ଯୁକ୍ତି କୁ କେବେବି ବିଚାର କରୁନାହିଁ ।

ଯଦି ଏହି ମାମଲା ସତ ହୋଇଥାଏ । ଓ ମହିଳା ଜଣଙ୍କ ତାଙ୍କର ସୈନିକ ସ୍ୱାମୀ ଙ୍କ ଟଙ୍କା କୁ ଏହି ପରି ଭାବେ ଖର୍ଚ୍ଚ କରିଥାନ୍ତି । ତେବେ ଏହା ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ । ପତି ପତ୍ନୀ ଙ୍କ ସଂମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଅଟେ । ସେମାନଙ୍କ ମଧ୍ୟରେ ଏମିତି ଧୋକା ବହୁତ ଦୁଖଃ ଦିଏ । ତେଣୁ କେବେବି କେହି ପତ୍ନୀ ଏମିତି ସ୍ୱାମୀ ଙ୍କୁ ଧୋକା ଦେବା ଉଚିତ ନୁହେଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *