ସ୍ଵାମୀ ହେଇଯାଇଥିଲେ ଦର ବୁଢା, ତଥାପି ସବୁଦିନ କରିବାକୁ କହୁଥିଲେ ସ୍ତ୍ରୀ, ତାପରେ ଦିନେ ସ୍ଵାମୀ ନେଲେ ଔଷଧର ସାହାରା, ତାପରେ ଯାହା ହେଲା

Husband

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2011 ରେ ନିର୍ମଳା ଙ୍କ ବିବାହ ସଞୀୟ ରଜକ ଙ୍କ ସହିତ ହୋଇଥିଲା ସେ ବହୁତ ପରିଶ୍ରମୀ ଲୋକ ଥିଲେ । ଟଙ୍କା ରୋଜଗାର କରିବା ପାଇଁ ଅଫିସ ଏବଂ ସ୍କୁଲ ରେ ମାଳିକାମ କରୁଥିଲେ । ତେବେ କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା ହେଲେ କିଛି ଦିନ ପାଇଁ ସେ ଘରେ ରହିଥିଲେ । ହେଲେ ତାଙ୍କ ପତ୍ନୀ ଦିନକୁ 11 – 12 ଥର ଶାରୀରିକ ସଂମ୍ପର୍କ ରଖିବାକୁ କହୁଥିଲେ । ଯାହାକୁ ସଞୀୟ ମନା କରିପାରୁନଥିଲେ ।

ଏପରି ଦିନ ବିତିଯାଉଥିଲା । ହେଲେ ତାଙ୍କର ପତ୍ନୀ ଙ୍କ ଯୈନ ସମନ୍ଧ ଇଚ୍ଛା କମୁନଥିଲା । ଅନେକ ଥର ତ ସଞୀୟ ବିରକ୍ତ ହୋଇ ମନା କରୁଥିଲେ। ହେଲେ ପତ୍ନୀ ପତି ଙ୍କୁ ଔଷଧ ସେବନ କରିଲେ ସମନ୍ଧ ରଖିବାକୁ ବାଧ୍ୟ କରୁଥିଲେ । କିନ୍ତୁ ସଞୀୟ ଙ୍କ ବୟସ ବଢିବା ପରେ ତାଙ୍କ ପତ୍ନୀ ପୋଡଶୀ ଜଣେ ଯୁବକ ସହିତ ସମନ୍ଧ ରଖିଥିଲେ । ସଞ୍ଜୟ ଏହା ଚାହୁଁଥିଲେ କି ତାଙ୍କ ପତ୍ନୀ ନିର୍ମଳ କୁ ଦେହ ଖରାପ ହେଉ କାରଣ ଗ୍ରାମ ରେ ଡାକ୍ତର ନ ଥିଲେ ତେଣୁ ଏହି ବାହାନା ରେ ସେ ତାଙ୍କୁ ସହର ନେଇଯିବ ।

love

ତେବେ ପତ୍ନୀ ଙ୍କ ଅନ୍ୟ ପୁରୁଷ ଙ୍କ ସହିତ ସଂମ୍ପର୍କ ବିଷୟରେ ସଞୀୟ ଜାଣି ପାରିଥିଲେ । ହେଲେ ନିର୍ମଳା ଙ୍କୁ ସେ ସିଧା ପଚାରି ପାରୁ ନଥିଲେ । ଦିନେ ସଞୀୟ ଘରକୁ ଫେରିବା ସମୟ ରେ ଦେଖିଲେ ତାଙ୍କ ପତ୍ନୀ ଅନ୍ୟ ଯୁବକ ସହିତ ପ୍ରେମ ସଂମ୍ପର୍କ କରୁଛନ୍ତି । ଏହା ନେଇ ସଞୀୟ ତାଙ୍କ ପତ୍ନୀ ଙ୍କ ସହିତ ଝଗଡା କରିଥିଲେ । ଏହା କୁ ନେଇ ନିର୍ମଳା କହିଥିଲେ ମୋ ଇଚ୍ଛା ମୁଁ ଜାହା ସହିତ ସମ୍ମନ୍ଧ ରଖିବି ।

ଏହା ପରେ ସଞୀୟ ରାଗିଜାଇ ଲୁହା ରେ ପତ୍ନୀ ଙ୍କ ମୁଣ୍ଡ କୁ ମାରିଦେଇଥିଲେ । ଘଟଣା ସ୍ଥାନରେ ହିଁ ପତ୍ନୀ ଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ ଙ୍କ ଶବ କୁ ତାଙ୍କ ଘର ମଧ୍ୟରେ ରୋଷେଇ ଘରେ ପୋତି ଦେଇଥିଲେ । ଗ୍ରାମ ର ଲୋକ ମାନେ ଏହି ଖବର ଜାଣିବାକୁ ପାଇନଥିଲେ । ଏହା କିଛି ଦିନ ନିର୍ମଳା ଙ୍କୁ ନ ଦେଖିବା ପରେ ଲୋକ ସନ୍ଦେହ କରିଲେ ଏହା ପରେ ସଞୀୟ ଥାନା ରେ ଆତ୍ମ ସମର୍ପଣ କରିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *