ରାସର୍ନ କାର୍ଡ ଥିଲେ ଆସିଲା ବଡ ଖୁସି ଖବର, ଏବେ ମିଳିବ ଆହୁରି ଅଧିକ ସୁବିଧା, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ

Ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କାଲି ଆମ ପ୍ରଧାନ ମନ୍ତ୍ରୀ ଆଉ କିଛି ନୂଆ ଘୋଷଣା କରିଛନ୍ତି । ଆପଣ ମାନେ ସମସ୍ତେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିଷୟ ରେ ଜାଣିଥିବେ । ଯାହାକି ଗତ ବର୍ଷ କୋରନା ସମୟ ରେ ଲାଗୁ ହୋଇଥିଲା । ଯାହା ଦ୍ୱାରା ସମସ୍ତ ଙ୍କୁ ମିଳୁଥିବା ମାଗଣା ରାସନ ଆଉ 4 ମାସ ବୃଦ୍ଧି କରାଜାଇଛି ।

ଏହି ଯୋଜନା ଅନୁସାରେ 24 କୋଟି ହିତାଧିକାରୀ ଙ୍କୁ 5 କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗେଇଛନ୍ତି । ଏବଂ କେବିନେଟ ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନରାଲ ସିହଂ ଠାକୁର ସୂଚନା ଦେଇ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅର୍ଥାତ 4 ମାସ ବୃଦ୍ଧି କରିଛନ୍ତି ।ତେବେ ସେ କହିଛନ୍ତି ଏହିଥି ପାଇଁ ଅତିରିକ୍ତ 53344 କୋଟି ଟଙ୍କା ଆବଶ୍ୟକ ରହିଛି ।

Ration card update

ସେ ଏହାବି କହିଛନ୍ତି ଏହି ସଂପ୍ରସାରଣ ସହିତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର ମୋଟ ମୂଲ୍ୟ ପ୍ରାୟ 2.6 ଲକ୍ଷ କୋଟି ଟଙ୍କା ରେ ପହଁଚିବ । ତେବେ କୋଭିଡ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସଂଙ୍କଟର ସମାଧାନ ଲାଗି ଏହି ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କୁ ପ୍ରଥମେ 3 ମାସ ପାଇଁ ପ୍ରଦାନ ହୋଇଥିବା ବେଳେ ଏବେ ପୁଣି ଏହି କାର୍ଯ୍ୟ କର୍ମ କୁ ଆଉ 5 ମାସ ପାଇଁ ବୃଦ୍ଧି ହୋଇଥିଲା ।

ହେଲେ ଗତ କାଲିର କେବିନେଟ ବୈଠକ ରେ ପୁଣି ଥରେ 4 ମାସ ପାଇଁ ବୃଦ୍ଧି ହୋଇଛି । ତେବେ କୋଭିଡ୍ 19 ମହାମାରୀ ହେତୁ ସୃଷ୍ଟି ହୋଇଥିବା ସଂକଟର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରଥମେ 3 ମାସ ପାଇଁ ପ୍ରଦାନ କରାଯାଇଥିଲା ପରେ ଏହି ସଂକଳ୍ପ ଜାରୀ ରହିବାରୁ ଏହି କାର୍ଯ୍ୟକ୍ରମକୁ ଆଉ 5 ମାସ ପାଇଁ ବୃଦ୍ଧି କରାଯାଇଥିଲା।

Ration

ତାପରେ ଦିତ୍ଵୀୟ ଲହର ଆରମ୍ଭ ହେବା ପରେ ପୁଣି ଏହାକୁ 2 ମାସ ପାଇଁ ଲଞ୍ଚ କରାଯାଇଥିଲା ଆଉ 5 ମାସ ପାଇଁ ଏହାକୁ ବୃଦ୍ଧି କରାଯାଇଥିଲା କିନ୍ତୁ ଏହା ଗତକାଲିର କ୍ୟାବିନେଟ ବୈଠକରେ ବଡ ଘୋଷଣା ମୁତାବକ ପୁଣି ଆଉ 4 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଅର୍ଥାତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କୁ ମିଳିବାକୁ ଯାଉଛି ମାଗଣା ରାସନ୍। ତେବେ ଆପଣ ମାନଙ୍କର ରାସନ କାର୍ଡ ଥିଲେ ଆପଣ ମାନେ ବି ଉଠେଇ ପାରିବେ ଏହାର ଫାଇଦା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *