ଝିଅ ମାନଙ୍କର ଏହି ଜାଗାରେ ଥିଲେ କଳାଯାଇ ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।

kalajay

ସାଧାରଣତଃ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଯାଇ ଥିଲେ ତାହା ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ନାରୀ ମାନଙ୍କର କେଉଁ ଅଙ୍ଗରେ କଳାଯାଇ ରହିଲେ ସେମାନେ ସୁଗୁଣା ହେବା ସହିତ ଐଶ୍ୱର୍ଯ୍ୟ ସାଳିନୀ ହୋଇଥାନ୍ତି। ଯଦି କୌଣସି ନାରୀର ପେଟରେ ନାଭି ତଳକୁ କଳାଯାଇ ଥିବ ସେହି ନାରୀ ସୌଭାଗ୍ୟବତୀ ହୋଇଥାଏ। ଏହି ନାରୀ ମାନେ ବହୁତ ଧନର ଅଧିକାରୀ ହୋଇଥାନ୍ତି । ଏମାନଙ୍କୁ ଏମାନଙ୍କର ମନ ପସନ୍ଦର ସ୍ୱାମୀ ମିଳିଥାନ୍ତି । ଏମାନଙ୍କ ବୈବାହିକ ଜୀବନ ବହୁତ ଖୁସିରେ ଅତିବାହିତ ହୋଇଥାଏ।ଏମାନଙ୍କୁ ନିଜର ପରିବାରର ସଦସ୍ୟ ମାନେ ବହୁତ ଭଲପାଇ ଥାଆନ୍ତି । ଏହି ନାରୀ ମାନେ ସନ୍ତାନ ସୁଖ ଲାଭ କରିଥାନ୍ତି ।

ସେହିପରି କୌଣସି ନାରୀର ଯଦି ପଛପଟରେ ବାମ ପଟରେ କଳାଯାଇ ଥାଏ ସେହି ନାରୀ ବହୁତ ରୋମାଣ୍ଟିକ ହୋଇଥାଆନ୍ତି । ଏମାନେ ନିଜର ଲାଇଫ ପାଟନରଙ୍କୁ ବହୁତ ଖୁସି ଦେଇଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ସମ୍ମାନ ଦେଇଥାନ୍ତି।ଏହି ଝିଅ ମାନଙ୍କୁ ପୁଅ ମାନେ ପାଇବାକୁ ଚାହିଁଥାନ୍ତି । ଏହି ଝିଅ ମାନେ ନିଜର ଯତ୍ନ ନେବା ସହିତ ନିଜର ପରିବାରର ମଧ୍ୟ ଯତ୍ନ ନେଇଥାନ୍ତି । ଏହି ଝିଅ ମାନେ ଅତ୍ୟନ୍ତ ସୁନ୍ଦରୀ ହୋଇଥାନ୍ତି। ଏମାନେ ସଜ ହେବାକୁ ଭଲପାଇ ଥାଆନ୍ତି । ଏହି ଝିଅ ମାନେ ଉଚ୍ଚ ଅଭିଲାଷୀ ହୋଇଥାନ୍ତି । ଏହି ମହିଳା ମାନେ ଧନ ଅର୍ଜନ କରିବାରେ ମାହିର ହୋଇଥାନ୍ତି । ଏହି ଝିଅ ମାନେ ବହୁତ ପରିମାଣରେ ଖର୍ଚ୍ଚ କରିଥାନ୍ତି । ଏମାନେ ନିଜର ବିଳାଶ ବେଶନରେ ଅନେକ ଖର୍ଚ୍ଚ କରିଥାନ୍ତି ।

kalajai

କୌଣସି ନାରୀର ମଥାରେ କଳାଯାଇ ରହିଲେ ସେହି ଝିଅ କୌଣସି ଏକ ଧନୀ ପୁରୁଷକୁ ବିବାହ କରିଥାଏ। ଏହି ନାରୀ ମାନଙ୍କର ସ୍ୱାମୀ ଗୁଣବାନ ହୋଇଥାନ୍ତି ।ଏମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ଏମାନଙ୍କର ଭଗବାନଙ୍କର ଉପରେ ଭରସା ରହିଥାଏ। ସମସ୍ତ ପ୍ରକାରର ସୁଖ ଏମାନଙ୍କୁ ମିଳିଥାଏ।

ଏବେ ଜାଣିବା ଆଙ୍ଗୁଠି ମାନଙ୍କ ବିଷୟରେ।ଯେଉଁ ଝିଅ ମାନଙ୍କର ବିଶି ବା ତର୍ଜନୀ ଆଙ୍ଗୁଠିରେ କଳାଯାଇ ରହିଥାଏ ସେହି ଝିଅ ମାନେ ଧନୀ ହୋଇଥାନ୍ତି। ଏହି ନାରୀ ମାନେ ମଧ୍ୟ କିଛି ଲୋକ ମାନଙ୍କ ଦ୍ୱାରା ହଇରାଣ ହୋଇ ପାରନ୍ତି। ଅନାମିକା ବା ପରି ଆଙ୍ଗୁଠିରେ କଳାଯାଇ ରହିଥିଲେ ସେହି ନାରୀ ଧନ ଯଶ ଏବଂ ସମସ୍ତ ସୁଖ ପାଇଥାଏ। ଏହି ନାରୀ ମାନେ ବହୁତ ଉଚ୍ଚ ପଦବୀ ମଧ୍ୟ ପାଇଥାଆନ୍ତି। ମାଧ୍ୟମା ଆଙ୍ଗୁଠିରେ କଳାଯାଇ ଥିଲେ।ସେହି ନାରୀ ଶାନ୍ତ ସ୍ୱଭାବର ହୋଇଥାଏ । କନିଷ୍ଠା ବା କାଣୀ ଆଙ୍ଗୁଠିରେ କାଲାଯାଇ ଥିଲେ ସମସ୍ତ ପ୍ରକାରର ଯଶ ମିଳିଥାଏ । ଏହି ନାରୀ ମାନଙ୍କର ମନରେ ଅଶାନ୍ତି ରହିଥାଏ ।

 

kalajay

ହାତର ପାପୁଲିରେ କଳାଯାଇ ଥିଲେ ସେହି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଜୀବନରେ କିଛିବି ଅଭାବ ହୋଇ ନଥାଏ। ବେକରେ କଳାଯାଇ ଥିଲେ ସେହି ନାରୀ ବହୁତ ଉତ୍ତମ ନାରୀ ହୋଇଥାଏ । ଏହି ନାରୀ ମାନେ ସ୍ୱାମୀ ଏବଂ ପରିବାର ପ୍ରତି ଉତ୍ସର୍ଗ ହୋଇଥାନ୍ତି । ଏହି ନାରୀ ମାନେ ସର୍ବଦା ଭାବ ପ୍ରବଣ ହୋଇଥାନ୍ତି।ତେଣୁ ଏହା ଥିଲା ମହିଳା ମାନଙ୍କ ଠାରେ ଥିବା କଳାଯାଇ ଏବଂ ତାର ଲକ୍ଷଣ । ତେବେ ଆପଣ ମାନେ ମଧ୍ୟ କଳାଯାଇ ଦେଖି ଅନ୍ୟ ମାନଙ୍କର ସ୍ୱଭାବକୁ ଜାଣିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *