ଅଚାନକ ଭାରତର ଦିୱାନା ହୋଇଗଲେ NATO ଦେଶ, ପୁରା ଦୁନିଆ ଆଶ୍ଚର୍ଯ୍ୟ, ଦେଖନ୍ତୁ କଣ କହିଲେ…

NATO

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସୁଧା ଏହା ସ୍ପଷ୍ଟ ହୋଇଗଲାଣୀ ଯେ ଋଷ ଓ ୟୁକ୍ରେନ ଯୁଦ୍ଧ ପଛରେ ଆମେରିକା ଏବଂ ନାଟୋ ଦେଶ ମାନଙ୍କ ହାତ ଥିଲା । ଋଷ୍ କୁ ବର୍ବାଦ୍ କରିବା ପାଇଁ ପଶ୍ଚିମ ଦେଶ ମାନେ ୟୁକ୍ରେନ କୁ ମୋହର ବନେଇଛନ୍ତି । ସେମାନେ ୟୁକ୍ରେନ କୁ ନାଟୋ ରେ ସାମିଲ କରେଇବାର ସ୍ନପ୍ନ ଦେଖେଇଲେ କିନ୍ତୁ ଯେତେ ବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଲା ଏହି ସବୁ ଦେଶ ପଛ ଘୁଞ୍ଚା ଦେଲେ । ଯୁଦ୍ଧ ଯୋଗୁଁ ଋଷ୍ କୁ ନିନ୍ଦା କରି ଏହି ଦେଶ ଗୁଡିକ ନିଜ କର୍ତ୍ତବ୍ୟ ଶେଷ କରିଛନ୍ତି ।

Rus

ସବୁଠୁ ରୋଚକ କଥା ହେଲା ୟୁକେ ଭଳି ଦେଶ ଯିଏ ସଂଯୁକ୍ତ ରାଷ୍ଟ୍ରରେ ଋଷ ବିରୋଧରେ ଖୋଲାଖୋଲି ନିନ୍ଦା ପ୍ରସ୍ତାବ ଆଣିଥିଲା, ଏବେ ସେହି ଦେଶର ପ୍ରଧାନମନ୍ତ୍ରୀ ଋଷର ଗୁଣଗାନ କରୁଥିବା ନଜର ଆସିଛନ୍ତି । ପୁରା ମାମଲାଟି ହେଉଛି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଋଷକୁ ଏକ ମହାନ ରାଷ୍ଟ୍ର ତଥା ମହାନ ବିଶ୍ଵଶକ୍ତି ବୋଲି କହି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଋଷର ଲୋକଙ୍କ ପ୍ରତି ଆମର କୌଣସି ଶତ୍ରୁତା ନାହିଁ । ଏପରିକି ଋଷର ୟୁକ୍ରେନ ଉପରେ ଆକ୍ରମଣ ନାଟୋର ସଂଘର୍ଷ ନୁହେଁ ବୋଲି ମଧ୍ୟ କହିଛନ୍ତି ।

 

ହେଲେ ପରେ ଏହି ଉକ୍ତିର ସଫେଇ ଦେଇ ବୋରିସ ଜନସନ କହିଛନ୍ତି କି ଆମେ ପୁଟିନ ଙ୍କ ଆକ୍ରମଣ ର ଜବାବ ନିଶ୍ଚିତ ଦେବୁ ସେହି ପରି ଅନ୍ୟତମ ନାଟୋ ଦେଶ ଫ୍ରାନ୍ସ ଏବଂ ଜର୍ମାନୀ ଅଚାନକ ଭାରତ ଏବଂ ଋଷ ସହିତ ସଂମ୍ପର୍କ କୁ ନେଇ ପ୍ରଶଂସା କରିଛନ୍ତି । ଭାରତ ରେ ଥିବା ଜର୍ମାନୀ ରାଜଦୂତ କହିଛନ୍ତି । କି ଭାରତ ରାଜନୀତି ସେବା ଅତ୍ୟୁତମ ଅଟେ । ଋଷ ଓ ୟୁକ୍ରେନ ମାମଲାରେ କଣ କରିବା ଉଚିତ ସେ ଭଲ ଭାବେ ଜାଣିଛନ୍ତି ।

Putin

କିଛି ଦିନ ପୂର୍ବେ ଭାରତ ରେ ଫ୍ରାନ୍ସ ର ରାଜଦୂତ ଇମ୍ମାନୁଏଲ ଲେନିନ ମଧ୍ୟ କହିଥିଲେ କି । ଭାରତ କୁ କଣ କରିବା ଉଚିତ ଏହା ଆଉ କେହି ଦେଶ ଜାଣିବା ଉଚିତ ନୁହେଁ । ଭାରତ ର ସ୍ୱର ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଏହା ଦୁନିଆଁ ର ସବୁଠାରୁ ବଡ ଗଣତନ୍ତ୍ର ଅଟେ । ଭାରତ ଆରମ୍ଭ ରୁ ଋଷ୍ – ୟୁକ୍ରେନ ମାମଲା ରେ ନିରେପକ୍ଷ ରହିଆସିଛି । କହିଆସିଛି କି ଏହି ମାନଲା କେବଳ କୂଟନୈତିକ ଆଲୋଚନା ମାଧ୍ୟମ ରେ ସମାଧାନ ହୋଇପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *