ବିବାହ ପରେ ବେଡ଼ରୁମରେ ଥିଲେ ବର-କନ୍ୟା, ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ଆସି କଲେ ଏପରି କାମ,ଆଉ ତା ପରେ …

bedroom

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ରେ ବର କନ୍ୟା ସମନ୍ଧିୟ ଅନେକ ଖବର ଆପଣ ମାନେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବାର ଦେଖିଥିବେ । ଆଜିର ସମୟ ରେ ବର ଏବଂ କନ୍ୟା ସହିତ ଯୋଡିତ ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ଭାଇରଲ ହେଉଛି । ଏହି ଭିଡ଼ିଓ ଅନେକ ହେଡଲାଇନ ମଧ୍ୟ କରୁଛି । ବର କନ୍ୟା ବ୍ୟତିତ ଅନ୍ୟ ଜଣେ ବ୍ୟକ୍ତି ବି ଏହି ଭିଡ଼ିଓ ରେ ଦୃଶ୍ୟ ମାନ ହେଉଛନ୍ତି । ଯିଏକି ବିବାହ ପରେ ବର କନ୍ୟା ମଧ୍ୟରେ ଆସି ବସିପଡେ ।

ବେଡ ରୁମ୍ ରେ ବସି ରହିଥିଲେ ବର କନ୍ୟା । ଭିଡ଼ିଓ ରେ ଏହା ଦେଖିବାକୁ ମିଳେ ଯେ ବର ଏବଂ କନ୍ୟା ର ବିବାହ ର ପର ଦିନ ନିଜ ବେଡରୁମ୍ ରେ ବସିଛନ୍ତି । ଏହି ସମୟ ରେ ଜଣେ ବ୍ୟକ୍ତି ଆସି ତାଙ୍କ ମଧ୍ୟରେ ବସିଥାଏ । ଏହି ବ୍ୟକ୍ତି ବରର ଭାଇ ଅର୍ଥାତ କନ୍ୟା ର ଦିଅର ବୋଲି କୁହାଜାଇଛି । ଭିଡ଼ିଓ ରେ ଆପଣ ମାନେ ଦେଖି ପାରିବେ କି ଯୁବକ ଜଣଙ୍କ ଆସି ଉଭୟ ଙ୍କ ପାଖରେ ବସିଛନ୍ତି । ଏହା ଦେଖି ବର କନ୍ୟା ଜୋର ହସିବାକୁ ଲାଗିଲେ ।

bara

ଦିଅର ଭଉଜ ସଂମ୍ପର୍କ ଅତ୍ୟନ୍ତ ନିର୍ବିଡ ଅଟେ । ସାଙ୍ଗ ମାନଙ୍କ ପରି ଦୁହିଁଙ୍କ ମଧ୍ୟରେ ସଂମ୍ପର୍କ ଥାଏ । ଭାଉଜ ଦିଅ ମଧ୍ୟରେ ମାଆ ପୁଅ ପରି ପ୍ରେମ ମଧ୍ୟ ରହିଥାଏ । ଯାହା ଏହି ଭିଡ଼ିଓ ଦେଖାଜାଇଛି । ଭିଡ଼ିଓ ରେ ଦେଖି ପାରିବେ କି ବର କନ୍ୟା ଦୁହେଁ ବେଡରୁମ୍ ରେ ଆରାମ ରେ ବସିଛନ୍ତି । ଏହି ସମୟ ରେ ବର ଭାଇ ସେଠାରେ ପହଁଚି ସେମାନଙ୍କ ମଝିରେ ବସିଥାନ୍ତି ।

ସେମିତି ରେ ଆପଣ ମାନେ ଦେଖିଥିବେ ଅନେକ ବିବାହ ରେ ରୀତିନୀତି ସମାପ୍ତ କରିବା ପରେ ବର କନ୍ୟା କ୍ଲାନ୍ତ ହୋଇପଡନ୍ତି । ସେହି ସମୟ ରେ ବରର ସାନ ଭାଇ ଆସି କନ୍ୟାର କୋଳ ରେ ବସିଥାଏ । ଏହା ଦେଖି ବର କନ୍ୟା ହସିବାକୁ ଲାଗିଲେ । ଭିଡ଼ିଓ ରେ କନ୍ୟା ମଧ୍ୟ ଲାଜେଇ ଯିବାର ନଜର ଆସିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *