ରାତି 2 ଟା ରେ ladies hostel ରୁ ବାହାରିଲା ପୁଅ, ତାପରେ ଯାହା ହେଲା ଆପଣଙ୍କ ବି ହୋସ ଉଡ଼ିଯିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେଉଁ ମାନେ ହୋଷ୍ଟେଲ ରେ ରହିଥାନ୍ତି ସେମାନେ ବହୁତ ମଜା ମସ୍ତି କରିଥାନ୍ତି । ବର୍ତମାନ ହୋଷ୍ଟେଲ ରେ ରହୁଥିବା ଏକ ଯୁବତୀ ଙ୍କ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ସାଧାରଣ ଭାବେ ଝିଅ ହୋଷ୍ଟେଲ କୁ ପୁଅ ମାନଙ୍କୁ ଯିବା ଉଚିତ ନୁହେଁ । ହେଲେ ବର୍ତମାନ ଯେଉଁ ଭିଡ଼ିଓ ଭାଇରଲ ହେଉଛି ସେହିଥିରେ ହୋଷ୍ଟେଲ ରେ ଯୁବତୀ ମାନେ ରହୁଥିଲେ । କିନ୍ତୁ ରାତି 12 ଟା ରେ ଯୁବତୀ ମାନଙ୍କ ହୋଷ୍ଟେଲ୍ କୁ ଏହି ଯୁବକ ଜଣଙ୍କ ଆସିଥିଲେ ।

ତେବେ ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ଦୁନିଆଁ ରେ କେଉଁ ଭଲି ସବୁ ଘଟଣା ମାନ ଘଟିବାରେ ଲାଗିଛି । ତେବେ ଏଠାରେ ଯୁବକ ଜଣଙ୍କ ଜାହା କହିଲେ ଆପଣ ମାନେ ବି ସୁଣି ଆଶ୍ଚର୍ଯ୍ୟ ହେବେ । ହୋଷ୍ଟେଲ ରେ ରହୁଥିବା କର୍ମଚାରୀ ମାନେ ଏହା ଜାଣି ଆସିଥିଲେ । ଏବଂ ଯୁବକ ଙ୍କୁ ପଚାରି ଥିଲେ କି ଏତେ ରାତିରେ ଝିଅ ଙ୍କ ହୋଷ୍ଟେଲ କୁ କଣ ପାଇଁ ଆସିଛନ୍ତି।

hostel

ଯୁବକ ଜଣଙ୍କ କହିଥିଲେ କି ସେ ଏଠାକୁ ମେଡିସିନ ଦେବାକୁ ଆସି ଥିଲେ । ହେଲେ ସେଠାରେ ଜଣେ ଝିଅ କହିଲେ କି ରାତି 12 ଟା ରେ ମେଡିସିନ ଦେବାକୁ ଆସନ୍ତି । ତେବେ ମିଳି ଥିବା ସୂଚନା ଅନୁସାରେ ଯୁବକ ଜଣଙ୍କ ବାଥରୁମ୍ ରେ ଲୁଚି କରି ରହିଥିଲେ । ଯେତେ ବେଳେ କର୍ମଚାରୀ ମାନେ କହିଥିଲେ ସେତେ ବେଳେ ଯୁବକ ଜଣଙ୍କ କହିଥିଲେ କି ସେ ସେଠାରେ ବାଥରୁମ୍ କରୁଥିଲେ ।

ତାଙ୍କର ଲଭର କିଏ ରହିଛନ୍ତି ବୋଲି ସେ ପଚାରିଥିଲେ । ଝିଅ ମାନେ ବହୁତ ସମୟ ରୁ ଏହି ଯୁବକ ଙ୍କୁ ଦେଖିଥିଲେ । ହେଲେ ଯୁବକ ଜଣଙ୍କ ମିଛ କହୁଛନ୍ତି କି ସତ ବର୍ତମାନ ସମୟ ରେ ଜଣା ପଡି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *