ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ PM କିଷାନ ଯୋଜନ କୁ ନେଇ ଆସିଲା ବହୁତ ବଡ ଖୁସି ଖବର ଏବେ PM କିଷାନ ଯୋଜନରେ ପୁଣି ମିଳିବାକୁ ଯାଉଛି 11ତମ କିସ୍ତି 400 ଟଙ୍କା ତେବେ ବନ୍ଧୁଗଣ କେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଏବଂ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା ତା ସହିତ କେବେ ମିଳିବ ଏହି 400 ଟଙ୍କା ଜାଣିନେବା ।
ବନ୍ଧୁଗଣ ଆପଣ ଯଦି ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ର ହିତାଧୀକାରୀ ତେବେ ଆପଣଙ୍କ ପାଖରେ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ମିଡ଼ିଆ ରିପୋଟ ଅନୁସାରେ PM ଯୋଜନାର 11 ତମ କିସ୍ତି ଏପ୍ରିଲ ରେ ଜାରି କରାଯିବ । କିନ୍ତୁ ଏହା ପୂର୍ବରୁ E KYC ପୂରଣ କରିବାକୁ ପଡିବ ଅର୍ଥାତ ଏହି 11 ତମ କିସ୍ତି ପାଇଁ ଚାଷୀଙ୍କୁ ଅନେକ ନିୟମ ସହ ଆବେଦନ କରିବାକୁ ପଡିବ ।
ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନା ଅଧୀନରେ ମୋଦି ସରକାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ 6000 ଟଙ୍କା ପଠାଉଛନ୍ତି ସରକାର ଏହି ଟଙ୍କାକୁ 3 ଟି କିସ୍ତିରେ ଚାଷୀଙ୍କୁ ଦଉଛନ୍ତି ପ୍ରତ୍ୟୋକ କିସ୍ତିରେ 2000 ଟଙ୍କା ଦିଆଯାଉଛି ଵର୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର 10 ଟି କିସ୍ତିର କୃଷକ ବ୍ୟାଙ୍କ ଖାତାରେ ପହଞ୍ଚି ସାରିଛି ।
ଏବେ ଚାଷୀ ମାନେ 11 ତମ କିସ୍ତିକୁ ଅପେକ୍ଷା କରିଛନ୍ତି କୁହାଯାଉଛି ଯେ ଏକାଦଶ କିସ୍ତି ଏପ୍ରିଲ ମାସରେ ଆସିଯିବ ଏହା ପାଇଁ E KYC କରିବା ଅବଶକ୍ୟ PM କିଷାନ ପୋର୍ଟାଲ ରେ ଆଧାର ସହିତ PTO ପଞ୍ଜିକରଣ କରିବାକୁ ପଡିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।