( କଳା ସୂତା ) ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା |

Black thread

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଏହା କୁହାଯାଏ କି ସନ୍ତାନ ଘରେ ଜନ୍ମ ନେଲା ପରେ ଘରେ ବଡ଼ ମାନେ ତାଙ୍କୁ କଳାଟିକା କିମ୍ବା କଳା ସୂତା କିମ୍ବା ନଜର ବାହାର କରିବା ପାଇଁ ଏପରି କିଛି କାର୍ଯ୍ୟ ଅବଶ୍ୟ କରିଥାନ୍ତି । କିନ୍ତୁ କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହା ପଛର ରହସ୍ୟ କଣ, ଆମେ ସମୟ ସହିତ ଆଗକୁ ବଢିଚାଲିଛନ୍ତି ପୁରୁଣା ରିତିନିତି ଧର୍ମ କାର୍ଯ୍ୟ ଏବଂ ମାନ୍ୟତା ଭୁଲି ଯାଉଛନ୍ତି ଯାହାର ପ୍ରଭାବ ଆମର ସଂକୃତି ଉପରେ ଦେଖିବାକୁ ମିଳିଅଛି ।

ଆଜି ଆମେ ଯେଉଁ ସମାଜରେ ବଢୁଛନ୍ତି ସେଥିରେ ଛଳନା କପଟ ଲାଳସା କ୍ରଦ୍ଧ ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳତ ଅଟେ, ଏପରି ଆମର ଗୁରୁଜନ ଙ୍କ ଦ୍ୱାରା ସୂଚା ଜାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ । ଏହି ଜିନିଷ କୁ ଧ୍ୟାନରେ ରଖି ଆମେ ଆପଣଙ୍କୁ କହିବାକୁ ଯାଉଛୁ କଳା ସୂତା ସହିତ ଯୋଡିତ କିଛି ଏପରି ଉପାୟ ଯେଉଁଥିରେ ଆପଣଙ୍କର ନକାରତ୍ମକତା ଦୂର ହୋଇଯିବ ।

ଯଦି ଆପଣଙ୍କର ଜୀବନରେ ବି ଆପଣ ଏହା ଅନୁଭବ ହେଉଛି କି କୌଣସି ଖରାପ ନଜର ଆପଣଙ୍କର ରାସ୍ତା ରୋକୁଅଛି କିମ୍ବା ଆପଣଙ୍କର ପରିବାର କୁ ଆପଣଙ୍କର ଘରର ସୁଖ ଶାନ୍ତି କୁ କାହାର ନଜର ଲାଗି ଜାଇଛି ତ ଏହି ଉପାୟକୁ ନିଶ୍ଚୟ ଆପଣାନ୍ତୁ । ତେବେ ଆସୁନ୍ତୁ ଆପଣଙ୍କୁ କହୁଛୁ କଳା ସୂତା ସହିତ ଯୋଡିତ ଉପାୟ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।black thread

ପ୍ରଥମେ ଆପଣଙ୍କୁ କହିଦେଉଛୁ କି କଳା ରଙ୍ଗ ନକାରତ୍ମକ ଉର୍ଜା କୁ କମ କରିଥାଏ ଏଥିପାଇଁ ଖରାପ ନଜର ରୁ ବଞ୍ଚିବା ପାଇଁ କଳାଟିକା କଳା କପଡା ଏବଂ କଳା ରଙ୍ଗର ଜିନିଷର ଉପଯୋଗ କରାଯାଏ । କଳା ସୂତା ସେଥି ମଧ୍ୟରୁ ଅଧିକ ଲାଭ ଦାୟକ ହୋଇଥାଏ, ଯଦି ଆପଣଙ୍କ ଘରେ ଝଗଡା ବଢୁଅଛି ଅକାରଣ ରେ ଝଗଡା ଏବଂ ଆପଣଙ୍କ ଭିତରେ ମନ ମାଳିନି ହେଉଥାଏ ତ ଏହାକୁ ରୋକିବା ପାଇଁ ଆପଣଙ୍କୁ ଏହା କରିବାକୁ ହେବ କି ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦୀର କୁ ଜାଇ ଏକ ମିଟର କଳା ସୂତା ନେଇ ତା ଉପରେ 108 ଗଣ୍ଠି ବାନ୍ଧି ଦିଅନ୍ତୁ ଏବଂ ପ୍ରତେକ ଗଣ୍ଠିକୁ ବାନ୍ଧିବା ବେଳେ ଓଁ ଶନି ଶ୍ଚରାୟ ନମଃ ହ ଜପ କରନ୍ତୁ ।

ଯଦି ଆଖ ପାଖରେ ଘରେ ଶନି ମହାରାଜାଙ୍କ ମନ୍ଦୀର ନାହିଁ ତ ଘରେ ମଧ୍ୟ ଏହି ଉପାୟ କରି ପାରିବେ, ଏବେ ସେହି ସୂତା କୁ ଆପଣଙ୍କ ଘରର ମୁକ୍ଷ ଦ୍ୱାର ରେ ବାନ୍ଧି ଦିଅନ୍ତୁ, ଏମିତିରେ ଘରକୁ ଖରାପ ନଜର ଏବଂ ନକାରତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ ।

black

ସେହିପରି ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଠି ରେ କଳା ସୂତା ପନ୍ଧିଲେ କଳା ଶକ୍ତି ର ପ୍ରଭାବ କମ ହୋଇଥାଏ, କଳା ସୂତା ମନ୍ଦୀରର ପୂଜାରି ଠାରୁ କିମ୍ବା ନିଜେ କିଣିକି ପିନ୍ଧିବା ଉଚିତ୍ ଅନ୍ୟ କାହାଠାରୁ ନିଆଜାଇଥିବା କଳା ସୂତା ପିନ୍ଧିବା ଉଚିତ୍ ହୋଇ ନଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *