ଦ୍ୱୀତିୟ ବିବାହ କରିବେ ତପସ୍ୱନୀ ! ସୁମିତଙ୍କ ସହ ହେବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଦେଖିଛି ତୁମ ଭଲ ପାଇବାକୁ ତୁମ ବାହୁରେ ଆଜିବି ମୋ ବାହୁ ଖୋଲା ରହିଛି । ମୁଁ ବି ଏକା କାଟୁଛି ସବୁ ରାତି ସବୁ ଦିନ , ତୁମକୁ କଷ୍ଟ ଲାଗୁଥିବ ଦିନ ରାତି ମତେ ଝୁରୁଥିବ। ଜାଣିଛି ତୁମ ଲୁହ ପୋଛିବାକୁ ପାଖକୁ ଟିକେ ଜାଇ ନାହିଁ । ହେଲେ ପୁଣି ଆମେ ମିଶିବା ତପଶ୍ୱନୀ ହେଲେ ଆଜି ତୁମେ ମୋ ପାଖରେ ନାହଁ । ତୁମେ ଏତେ ଦୂର ରେ ଆଜି ତା କାରଣ ଯାହାବି ହେଉ । ମୁଁ ପୁଣି ଦେଖା କରିବି ତୁମକୁ ଆଉ ବାହୁ ରେ ନେବି ଆଖି ବନ୍ଦ କରି ପୁଣି ମନେ ପକେଇବି ସେହି ଅଭୁଲା ସୃତି କୁ ।

Sumit

ଅଲ୍ପ ଆଲୁଅ ରେ ବସି କଥା ହେଉଥିବା ସେହି କିଛି ମୂହୁର୍ତ୍ୱ କୁ । ପୁଣି ମିଶିବା ମୁଁ ଡ୍ୟୁଟି ଯିବାକୁ ବାହାରିବି । ସ୍ନେହ ରେ ତୁମେ ସବୁ ବେଳେ ଗେଟ ପାଖକୁ ଛାଡିବାକୁ ଆସିବ । ମୁଁ ହସ ହସ ମୁହଁ ରେ ବାହାରି କାମକୁ ଯିବି ପୁଣି ତୁମକୁ କଲ କରିଛି ପୁଣି ରାତିରେ ଫେରିବି । ତୁମେ ମେତେ ଅପେକ୍ଷା କରିଥିବ । ତୁମକୁ ଦେଖି ପୁଣି ମୋ ଦୁନିଆ ହସି ଉଠିବ ଦିନର ସବୁ କ୍ଷେଣି କୁ ଭୁଲିଯିବି ।

ଆଉ ବାସ କିଛି ଦିନ ରହିଲା । ମୁଁ ତୁମକୁ ନେଇ ଆସିବି ଆସ୍କା କୁ ଗୋଟିଏ ରୁମ୍ ରେ ତୁମେ ଆଉ ମୁଁ ଥିବା । ତେବେ ମିଳିଥିବା ସୂଚନା ଅନୁସାରେ ସୁମିତ ଏବଂ ତପଶ୍ୱନୀ ପୁଣି ଏକ ରୁମ ରେ ରହିବାକୁ ଯାଉଛନ୍ତି । ଆଉ ଏହି କଥା ନିଜେ ସୁମିତ ମାନ୍ୟବର ହାଇକୋର୍ଟ ଠାରୁ ଅନୁମତି ଆଣିଛନ୍ତି । ତେବେ ଏପଟେ ତପଶ୍ୱନୀ ବହୁତ ଖୁସୀ ଥିବା କହିଛନ୍ତି ।

tapashine

ତପଶ୍ୱନୀ ସବୁ ବେଳେ କହୁଥିଲେ ମୋତେ ଟଙ୍କା ଆବଶ୍ୟକ ନାହିଁ । ହେଲେ ଯାହା ଚାହୁଁଥିଲି ତାହାହିଁ ଏବେ ସମ୍ଭବ ହେବାକୁ ଯାଉଛି । ଆଜି ନିଜେ ସୁମିତ ଇଚ୍ଛା କରିଛନ୍ତି ନିଜ ପ୍ରେମ ପାଖକୁ ଫେରିଯିବା ପାଇଁ । ଏହିଥିରେ ତପଶ୍ୱନୀ ବି ବହୁତ ଖୁସୀ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *