ଏହି ଘରୋଇ ଉପଚାର କୁ ବନେଇ ପିଇ ନିଅନ୍ତୁ ମାତ୍ର 7 ଦିନ ମଧ୍ୟରେ ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ ଭଲ ହୋଇଯିବ ମରିବା ଯାଏ ରହିବ ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଘୋରଇ ଉପାୟ ବିଷୟ ରେ ଜଣେଇବୁ ଜାହାର ସେବନ କରିବା ଦ୍ୱାରା ଆପଣ ମାନଙ୍କ ସମସ୍ତ ପ୍ରକାରର ରୋଗ ଭଲ ହୋଇଯିବ । ଯେମିତି କି ଆଣ୍ଠୁ ଗଣ୍ଠି ବିନ୍ଧା, ପଥରୀ, ଏହାଛଡା ମୋଟାପଣ , ଦୁର୍ବଳ ଲାଗିବା ଆଦି ସଂମ୍ପର୍ଣ୍ଣ ଭାବେ ଭଲ ହୋଇଯିବ । ଆଉ 90 ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ମାନେ ନିରୋଗୀ ବଞ୍ଚେବେ ।

ଏହି ସବୁ ସମସ୍ୟା ସେତେ ବେଳେ ଦେଖା ଦିଏ ଯେତେ ବେଳେ ଆମ ଶରୀର ରେ କ୍ୟାଲସିୟମ୍ ସମସ୍ୟା ଦେଖିବା ପାଇଁ ମିଳେ । ତେବେ ଏହି କ୍ୟାଲସିୟମ୍ ର ଅଭାବ ଦୂର କରିବା ପାଇଁ ଆମେ ଆଜି ଆପଣ ମାନଙ୍କୁ ଏକ ଘୋରଇ ଉପଚାର ବିଷୟ ରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ସେହି ଘୋରଇ ଉପାୟ ବିଷୟ ରେ ।

joint pain

ଏହି ଉପଚାର ପ୍ରସ୍ତୁତି ପାଇଁ ଆପଣ ମାନେ 3 ରୁ 4 ଗୋଟି ତେଜପତ୍ର ନିଅନ୍ତୁ । ଏହା ପରେ ଏକ ପାତ୍ର ରେ ଏକ ଗ୍ଲାସ୍ ପାଣି ନିଅନ୍ତୁ । ଏହା ପରେ ଏହି ପାତ୍ର କୁ ତେଜପତ୍ର ଛିଡେଇ 30 ମିନିଟ ପର୍ଯ୍ୟନ୍ତ ସେହି ପାଣି କୁ ଫୁଟାନ୍ତୁ । ଏହି ପାଣି ଗରମ ହେବାରେ ଲାଗିଲେ ଆପଣ ମାନେ ଏହିଥିରେ ଆପଣ ମାନେ ଏହିଥିରେ 1 ଟାମଚ ପାନମହୁରୀ ମିଶାନ୍ତୁ ।

ଏହା ପରେ ପାଣି ଫୁଟି କରି ଅଧା ହେବା ପର୍ଯ୍ୟନ୍ତ ତାହାକୁ ଆପଣ ମାନେ ଫୁଟାନ୍ତୁ । ଏବଂ ଅଧା ପାଣି ହୋଇଗଲେ ଆପଣ ମାନେ ଗ୍ୟାସ୍ କୁ ବନ୍ଦ କରି ନିଅନ୍ତୁ । ଶେଷ ରେ ଏହାକୁ ଛାଣି କରି ଏହାର ସେବନ ଆପଣ ମାନେ କରନ୍ତୁ ।

drink

 

ଏହାକୁ ଆମେ ମାନେ ହର୍ବାଲ ଟି ମଧ୍ୟ ଆମେ ମାନେ କହି ପାରିବା । ଆପଣ ମାନେ କିଛି ଦିନ ପର୍ଯ୍ୟନ୍ତ ଏହି ଚା ର ସେବନ କରନ୍ତୁ । ଏହା ପରେ ଆପଣ ମାନେ ନିଜେ ଅନୁଭବ କରିବେ କି ଆପଣ ମାନଙ୍କ ଆଣ୍ଠୁ ଗଣ୍ଠୀ ରେ ରହି ଥିବା ବ୍ୟାଥା ଏବଂ ସମସ୍ତ କଷ୍ଟ ଆପଣ ମାନେ ଦୂର ହେବ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଉପଚାର ର ପ୍ରୟୋଗ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *