ହଠାତ ନୂଆ ବୋହୂ ରୋଷେଇ କରୁଥିବା ବେଳେ ବାହାରିଲା ଦୁନିଆର ସବୁଠାରୁ ଖତରନାକ ବିଷଧର ଚନ୍ଦ୍ର ନାଗ ( Monocled Cobra ) , ଆଉ ତା ପରେ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ସମୟ ରେ ଆପଣ ମାନେ ବିଷଧର ସାପ ଉଧାର ହେଉଥିବାର ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ । ପ୍ରାୟ ବର୍ଷା ଦିନେ ଅନେକ ସାପ ଘର ମଧ୍ୟକୁ ପସି ଆସନ୍ତି । ଏବଂ ସେମାନଙ୍କୁ ଧରିବା ପାଇଁ ସାପ ଧରାଳି ମାନଙ୍କର ଆବଶ୍ୟକ ଥାଏ । ତେବେ ସାପ ଯେମିତି ହୋଇଥାଉ ନା କାହିଁକି ତାକୁ ଦେଖିଲେ ଆମ ମନ ରେ ଭୟ ସୃଷ୍ଟି ହୋଇଥାଏ । ଏହା ଏମିତି ଏକ ଜୀବ ଜାହାକୁ ମନୁଶ୍ୟ ଭୟ କରେ । ଏହି ଜୀବ ସବୁ ସ୍ଥାନ ରେ ଦେଖିବାକୁ ମିଳନ୍ତି ।

ସାପ ଦେଖିଲେ କିମ୍ବା ସାପ ନାମ ସୁଣିଲେ ପ୍ରାୟତଃ ସମସ୍ତ ଙ୍କୁ ଡର ଲାଗେ । ଆପଣ ମାନେ ସାପ ଟିଏ ଦେଖିଲେ ନିଶ୍ଚିତ ଭୟବିତ ହୋଇଯାଉଥିବେ। କାରଣ ସାପର ଦଂସନ ରେ ଘଟୁଥିବା ମୃ୍ତ୍ୟୁ ଯୋଗୁଁ ସାପ ଦେଖିଲେ ଆମ ମାନଙ୍କୁ ଭୟ ଲାଗିଥାଏ । ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି ।

cobra

ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେ ବେଳେ ଦଂଶନ କରିବ ତାହା କେବେ ବି କହିହେବ ନାହି । ତା ଉପରେ ଆଘାତ ଆସିଲେ ଆକ୍ରମଣ କରିଥାଏ ।

ମଣିଷ ଯେମିତି ସାପ କୁ ଡରେ ସେମିତି ସାପ ମଧ୍ୟ ମଣିଷ କୁ ଡରେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଭିଡ଼ିଓ ଦେଖେଇବା କୁ ଯାଉଛୁ ଜାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବିରଳ ପ୍ରଜାତୀ ର ଚନ୍ଦ୍ର ନାଗ ସାପ ଦେଖିବାକୁ ମିଳୁଛି । ଏହି ସାପ ଖାଦ୍ୟ ଆଶା ରେ ଏକ ଘରର ରୋଷେଇ ଘରେ ପସି ଆସିଥିଲା ।

ସାପ କୁ ଦେଖି ଘର ଲୋକ ମାନେ ସମସ୍ତେ ଭୟଭିତ ହୋଇଥିଲେ । ଆଉ ଏହା ପରେ ସେ ଧରାଳି ଯୋଗାଯୋଗ କରିବା ପରେ ସେଠାରେ ଆସି ପହଁଚିଥିଲେ । ତେବେ ଅନେକ ସମୟ ପରେ ଅତି ସାବଧାନତା ର ସହିତ ଏହି ସାପ ଟିକୁ ଉଦ୍ଧାର କରାଜାଇଥିଲା । ଏବଂ ସାଙ୍ଗରେ ନେଇ ଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯିବେ ନିଶ୍ଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *