ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇରଲ ବୟ ସାନ୍ତନୁ ଙ୍କୁ ଆପଣ ମାନେ ଭଲ ଭାବେ ଜାଣିଥିବେ । ସେ ଏବେ ଜମେ ପରିଚିତ ଚେହେରା ପାଲଟିଜାଇଛନ୍ତି । ତାଙ୍କର ଗୀତ ସାଙ୍ଗକୁ ନଟଖଟି କଥା ଏବଂ ଅଭିନୟ ପାଇଁ ସେ ବହୁତ ପରିଟିତ ଅଟନ୍ତି । ଏହି କୁନି ବାଳକ କୁ ନେଇ ଏବେ ସୋସିଆଲ ମିଡିଆ ରେ ବହୁତ ଚର୍ଚ୍ଚା ହେଉଛି । ତାର ଅନେକ ଭିଡ଼ିଓ ଏବେ ଭାଇରଲ ବି ହେଉଛି । ତେବେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ ସଙ୍ଗୀତ ରିଆଲିଟି ସୋ ଜାହାର ନାମ ହେଲା ଓଡିଶା ର ନୂଆ ସ୍ୱର ଏହି ସ୍ୱର ମଞ୍ଚ ରୁ ସେ ଆଜି ଅନେକ ଲୋକପ୍ରିୟତା ର ଅଧିକାରୀ ହୋଇ ପାରିଛନ୍ତି ।
ତାଙ୍କର କଥା ଅଭିନୟ ଏବଂ ସଙ୍ଗୀତ ବେଶ୍ ଆକର୍ଷଣିୟ ଅଟେ । ସେହିଥି ପାଇଁ ତାଙ୍କ ଗୀତ ସୁଣିବାକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି । ଏହି ବାଳକ ଜଣଙ୍କ ହେଲେ ସାନ୍ତନୁ କୁମାର ମହାନ୍ତି । ତାଙ୍କର ଅନେକ ଭିଡ଼ିଓ ସମୟ କ୍ରମେ ସାମ୍ନା କୁ ଆସୁଛି । ସୋସିଆଲ ମିଡିଆ ରେ ଏହି ବାଳକ ଜଣଙ୍କ ଏବେ ଛାଇ ଜାଇଛନ୍ତି । ସିଦ୍ଧାର୍ଥ ଟିଭି ର ନୂଆ ସିଙ୍ଗିଙ୍ଗ୍ ରିଆଲିଟି ଶୋ ଓଡ଼ିଶାର ନୂଆ ସ୍ୱର ରେ କମାଲ ଦେଖାଉ ଛନ୍ତି ସାନ୍ତନୁ। ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି।
ଆଉ ତାର ଗୀତ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ସାନ୍ତନୁ ଙ୍କୁ। ତେବେ ସେ ଯେଉଁ ଭଳି ଭାବେ ନିଜର ଗୀତ ଗାଉଛନ୍ତି । ବେଶ ଶୃତି ମଧୁର ଏବଂ ହୃଦୟ ଛୁଇଁବା ଭଳି ଲାଗୁଛି । ଜାହାକୁ ସୁଣିବା ପରେ ଖୁସୀ ହେଉଛନ୍ତି ସମସ୍ତେ କାରଣ କେବଳ ଗୀତ ନୁହେଁ ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ ଆକର୍ଷଣିୟ ଅଟେ ।
ଏହି ବାଳକ ଟି ଯେମିତି ଭାବେ ତାର ସ୍ୱର ର ଯାଦୁ ରେ ସମସ୍ତ ଙ୍କୁ ଦିୱାନା କରିଛି । ପିଲାର ଭିଡ଼ିଓ ଦେଖି ଆପଣ ମାନେ ଜାଣି ପାରିବେ ଏବଂ ତାର ସ୍ୱର ସୁଣିଲେ ଜାଣି ପାରିବେ । ଏହିଥି ପାଇଁ ତାଙ୍କର ଲୋକପ୍ରିୟତା ଓ ଲୋକଙ୍କର ତାଙ୍କ ପ୍ରତି ଥିବା ଆକର୍ଷଣ କୁ ଲକ୍ଷ୍ୟ କରି ତାଙ୍କୁ ଷ୍ଟୁଡିଓ ରେ ଅନେକ ଗୀତ ଗାଇବାର ଅଫର ମଧ୍ୟ ମିଳୁଛି । ଆଉ ତାଙ୍କର ମୁହଁର ଦୁଇ ପଦ ନଟଖଟି କୈତୁକିଆ କଥା ସୁଣିବାକୁ ଅନେକ ଜଣ ତାଙ୍କର ସାକ୍ଷ୍ୟାତ କରିବାକୁ ମଧ୍ୟ ଘରେ ପହଁଚିଜାଉଛନ୍ତି ।
ଏବେ ତାଙ୍କର ସାକ୍ଷ୍ୟାତ ସମୟ ରେ ତାଙ୍କର ଏକ କଥା ସମସ୍ତ ଙ୍କୁ ହସି ହସେଇ ବେଦମ୍ କରିଛି । ତାଙ୍କୁ ପ୍ରଶ୍ନ ପଚାରିବା ମାତ୍ରେ ସେ କହୁଛନ୍ତି ଟିକେ ରୁହ ମତେ ଝାଡା ଲାଗିଲାଣି ମୁଁ ଆସେ । ଏହା କହି ସେ ମାଇକ୍ କୁ ବାହାର କରି ଦୈଡି ପଳାଉଛନ୍ତି । ତଙ୍କର ଏପରି କଥା ସୁଣି ଆପଣ ବି ହସି ହସି ଗଡିଯିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।