ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରତେକ ଦିନ ଓଡିଆ ଫିଲ୍ମ ବା ଓଡିଆ ଚଳଚିତ୍ର ନିଶ୍ଚୟ ଦେଖୁଥିବେ କିନ୍ତୁ ଆପଣ ମାନେ ଜାଣିଛନ୍ତି କି ସେଥିରେ କାମ କରୁଥିବା ଓଡିଆ ହିରୋଇନ ମାନଙ୍କର ଘର କେଉଠି ବା ସେମାନେ କେଉଠି ରହନ୍ତି, ଯଦି ଜାଣି ନାହାନ୍ତି ତାହାଲେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତେବେ ଆପଣ ଜାଣିପାରିବେ କେଉଁ ହିରୋଇନ କେଉଠି ରହନ୍ତି ।
ପ୍ରଥମେ ଆସୁଛନ୍ତି ଭୂମୀକା ଦାସ ଆପଣ ତାଙ୍କୁ ନିଶ୍ଚୟ ଜାଣିଥିବେ କାରଣ ସେ ପିଲାଟି ଦିନରୁ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ , ତାଙ୍କର ଜନ୍ମ ହୋଇଥିଲା ରାଉଲକେଲା ରେ କିନ୍ତୁ ଏବେ ସେ ଭୁବେନଶ୍ୱରରେ ରହୁଛନ୍ତି କାରଣ ତାଙ୍କର ଏବେ ଯାଏ ପାଠପଢା ସରିନି ଏବଂ ସେ ଫିଲ୍ମରେ କାମ କରିବା ସହ ପାଠ ମଧ୍ୟ ପଢୁଛନ୍ତି ।
ଏବେ ଦିତୀୟରେ ଆସୁଛନ୍ତି ପୂନମ ମୀଶ୍ର ଆପଣ ମାନମେ ପୂନମ ମୀଶ୍ରଙ୍କୁ ତ ଭଲଭାବରେ ଜାଣିଥିବେ କାରଣ ଓଡିଆ ଫିଲ୍ମ ଜଗତରେ ବହୁତ ଗୋଡାଏ ଫିଲ୍ମରେ ସେ ହିରୋଇନ ଭାବରେ କାମ କରି ସାରିଛନ୍ତି , ତାଙ୍କର ପକୃତ ଘର ହେଉଛି ଭୁବେନଶ୍ୱରରେ ଏବଂ ସେ ଛଟବେଳରୁ ଭୁବେନଶ୍ୱରରେ ରହୁଛନ୍ତି ।
ଏବଂ ତୃତୀୟରେ ଆସୁଛନ୍ତି ଓଡିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାଣିନଥିବେ ଏହାତ ଅସମ୍ଭବ କଥା ତାଙ୍କର ଜନ୍ମ ସ୍ଥାନ ହେଉଛି ଭୁବେନଶ୍ୱରରେ କିନ୍ତୁ ସେ ଅନୁଭବଙ୍କୁ ବିବାହ କଲାପରେ ସେ କଟକରେ ରହୁଛନ୍ତି ।
ଏବେ ଚତୃର୍ଥରେ ଆସୁଛନ୍ତି ସିବାନୀ ଆପଣ ମାନେ ଓଡିଆ ହିରୋଇନ ସିବାନୀ ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ତାଙ୍କର ଜନ୍ମ ସ୍ଥାନ ବା ପକୃତ ଘର ହେଉଛି ଖର୍ଦା ଆଉ ସେ ଛଟ ବେଳରୁ ସେଇଟି ରହୁଛନ୍ତି ।
ଏବେ ପଞ୍ଚମରେ ଆସୁଛନ୍ତି ଅର୍ଚିତା ସାହୁ ଆପଣ ମାନେ ଅର୍ଚିତା ସାହୁଙ୍କୁ ତ ଭଲ ଭାବରେ ଜାଣିଥିବେ ତାଙ୍କର ପକୃତ ଘର ହେଉଛି ଭୁବେନଶ୍ୱରରେ ଆଉ ସେ ସେଠି ଛୋଟ ବେଳରୁ ଏବେ ପର୍ଯ୍ୟନ୍ତ ରହୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।