ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତପସ୍ୱିନୀ ସୁମିତ ଘଟଣା ରେ ବର୍ତମାନ ସମୟ ରେ ନୂଆ ମୋଡ । ବର୍ତମାନ ତପସ୍ୱିନୀ ସୁମିତ ଘଟଣା ରେ ଆସିଛି ଏକ ବଡ ଖବର । ତପସ୍ୱିନୀ ଙ୍କୁ ସୁମିତ ଏବେ ରଖିବାକୁ ରାଜି ହୋଇଥିବା ବେଳେ ଘରେ ଆସିଛି ପରିବର୍ତନ ତପସ୍ୱିନୀ ଏବେ ଦିନ ଘରେ ରହିବା ପରେ ଘର ଏବଂ ପରିବାର ଲୋକ ମାନଙ୍କ ମନ କିଣିବାରେ ସକ୍ଷମ ହୋଇଛନ୍ତି ।
ତପସ୍ୱିନୀ ଙ୍କ ସହିତ ସୁମିତ ମଧ୍ୟ ରହିବାକୁ ରାଜି ନଥିବା ବେଳେ ବର୍ତମାନ ଦୁହେଁ ଏକାଠୀ ରହିବା ପାଇଁ ନିସ୍ପତି ନେଇଛନ୍ତି । ଆଗରୁ ସୁମିତ ରାଜି ନଥିବା ବେଳେ ବର୍ତମାନ ସୁମିତ ରାଜି ରହିଛନ୍ତି । ଏବଂ ଆଗରୁ ସୁମିତ ସହିତ ରହିବା ପାଇଁ ତପସ୍ୱିନୀ ରାଜି ଥିଲେ ଓ ତାଙ୍କ ସ୍ୱାମୀଙ୍କ ସହ ରହିବା ପାଇଁ ମଧ୍ୟ ଅନେକ ତପସ୍ୟା କରିବା ସହ ତାଙ୍କୁ ପାଇବା ପାଇଁ ଅନେକ ସଂଘର୍ଷ କରିଥିଲେ ।
ବର୍ଷା ଶୀତରେ ତାଙ୍କ ଘର ବାହାରେ ବସି ରହିଥିଲେ । ଅନେକ ଦିନପରେ ଦୁହେଁ ଏକାଠି ହେବାକୁ ଯାଉଛନ୍ତି । ଯାହା ଫଳରେ ସମସ୍ତେ ଖୁସି ହେବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍ତି । ତେବେ ଆପଣ ମାନେ ଏଠାରେ ଥିବା ଭିଡ଼ିଓ ମଧ୍ୟ ଦେଖି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।