ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ମନରଂଞନ ପାଇଁ ସୋସିଆଲ ମିଡିଆ ର ବ୍ୟବହାର ନିଶ୍ଚିତ ଭାବେ କରୁଥିବେ । ତେବେ ଏହି ସୋସିଆଲ ମିଡିଆ ର ଲୋକପ୍ରିୟ ଆପ୍ଲିକେଶନ ହେଉଛି ୟୁଟ୍ୟୁବ । ଆପଣ ମାନେ ନିଜର ମୁତାବକ ଯେକୈଣସି ଭିଡ଼ିଓ ପାଇପାରିବେ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଓଡିଶାର ଲୋକପ୍ରିୟ ୟୁଟ୍ୟୁବ ଚେନ୍ନାଲ ବିଷୟ ରେ କହିବା ପାଇଁ ଚାହିଁବୁ ।
ତେବେ ବନ୍ଧୁଗଣ ଏହି ଚେନ୍ନାଲ ର ନାମ ହେଲା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଆପଣ ମାନେ ବହୁତ ସମୟ ରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଚେନ୍ନାଲ ର ବହୁତ ଗୁଡିଏ ଭିଡ଼ିଓ ଦେଖିଥିବେ । ଏବଂ ଏହି ୟୁଟ୍ୟୁବ ଚେନ୍ନାଲ ଟି ବର୍ତମାନ ସମୟ ରେ ଓଡିଶା ସହିତ ସାରା ଭାରତ ରେ ଲୋକପ୍ରିୟ ହୋଇଛି । ଲୋକ ମାନେ ତାଙ୍କର ଭିଡ଼ିଓ ଦେଖିବା ପାଇଁ ସବୁ ବେଳେ ଚାହିଁ ରହିଥାନ୍ତି । ଅନେକ ଦର୍ଶକ ମାନେ ବହୁତ ପ୍ରଶଂସା ମଧ୍ୟ କରନ୍ତି ।
ତେବେ ଏହି ୟୁଟ୍ୟୁବ ଚେନ୍ନାଲ ମାଧ୍ୟମରେ ସେମାନେ କେତେ ଟଙ୍କା ଅର୍ଜନ କରୁଛନ୍ତି ସେହି ବିଷୟ ରେ ଏଠାରେ ଆପଣ ମାନଙ୍କୁ ଜଣେଇବୁ । ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ମାସିକ ୟୁ-ଟ୍ୟୁ-ବରୁ ଇନକମ ମାସକୁ ଚାରି ହଜାର ସାତଶହରୁ 5 ହଜାର ଆମେରିକୀୟ ଡ଼ଲାରରେ ରହୁଛି । ତେବେ ସେମାନଙ୍କ ବର୍ଷିକିୟ ଇନକମ୍ ଦେଖିଲେ 6 ହଜାର ଆମେରେକିୟ ଡଲାର ରୁ ନେଇ 9 ହଜାର ଡଲାର ଯାଏ ରହୁଛି ।
ଯଦି ଆପଣ ମାନେ ଏଠାରେ ଡଲାର ବିଷୟ ରେ ଜାଣି ପାରୁନାହାଁନ୍ତି ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଆମେରେକିୟ ଡଲାର ପ୍ରତି ମୂଲ୍ୟ 71 ଟଙ୍କା ଅଟେ । ତେବେ ୟୁଟ୍ୟୁବ୍ ର ଇନକମ୍ ଦେଖିବା ପାଇଁ ଗଲେ ଦିନକୁ 5 ହଜାର ରହୁଛି । ସେହି ପରି ଯଦି ଆମେ ତାଙ୍କର ଇନକମ୍ ଦିନକୁ 200 ଡଲାର ନିଏ ତେବେ 12 ହଜାର ଟଙ୍କା ହେଉଛି ଦିନକୁ ଆୟ । ଏବଂ ତାଙ୍କର ମାସିକ ଆୟ 50 ରୁ 70 ହଜାର ମଧ୍ୟରେ ରହୁଛି । ଏବଂ ବାର୍ଷିକ ଆୟ ବିଷୟ ରେ କହିଲେ ପାଖା ପାଖି 35 ରୁ 40 ଲକ୍ଷ ମଧ୍ୟରେ ରହୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।