ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ରାସନ କାର୍ଡ ହିତାଧିକାରୀ ତେବେ ଆପଣ ମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି । ଯଦି ଆପଣ ମାନେ ଦିର୍ଘ ଦିନ ଧରି ରାସନ କାର୍ଡ ର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରି ନାହାଁନ୍ତି । ତେବେ ଆପଣ ମାନଙ୍କ କାରଡ ବାତିଲ ହୋଇପାରେ । ସୂଚନା ଅନୁସାରେ ରାଜ୍ୟ ସରକାର ନିଜର ରାସନ କାର୍ଡ ତାଲିକା କୁ ସମୟ ସମୟ ରେ ଆପଡେଟ କରିଥାନ୍ତି । ଯଦି ଏହିଥିରେ କୈଣସି ଅସଙ୍ଗିତ ଦେଖାଯାଏ ତେବେ ରାସନ କାର୍ଡ ମଧ୍ୟ ବାତିଲ ହୋଇଯାଏ ।

ଏହାର ଅନ୍ତର୍ଗତ ଆପଣ ମାନେ ଦିର୍ଘ ଦିନ ଧରି ରାସନ କାର୍ଡ ରୁ ଖାଦ୍ୟ ଶସ୍ୟ ନେବା ବନ୍ଦ କରି ଦେଇଛନ୍ତି । ତେବେ ଆପଣଙ୍କ କାର୍ଡ ବାତିଲ ହୋଇଯିବ । ଜାତୀୟ ସୁରକ୍ଷା ଯୋଜନା ଅଧିନ ରେ ରାସନ କାର୍ଡ ଧାରୀ ଙ୍କ ପରିବାର ବର୍ଗ କୁ ରାସନ ସାମଗ୍ରୀ ଯୋଗଇ ଦିଆଜାଇଛି । ଏହାର ଉଦ୍ଧଶ୍ୟ ହେଲା ଗରିବ ଶ୍ରେଣୀ ର ପରିବାର ଲୋକ ମାନଙ୍କୁ ଆର୍ଥିକ ରୂପେ ସାହାଯ୍ୟ କରିବା । ବାସ୍ତବରେ ନିୟମ ଅନୁଯାୟୀ ଯଦି ଆପଣଙ୍କ ନାମରେ ଏକ ରାସନ କାର୍ଡ ଅଛି ତେବେ ଆପଣ PDS ରେ ଖାଦ୍ୟ ଶସ୍ୟ ପାଇବେ ।

Ration card update

ହେଲେ ସମ୍ପ୍ରତି ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଏହିପରି ସମସ୍ତ ରାସନ କାର୍ଡ ବାତିଲ କରାଯାଇଛି, ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୋଇନଥିଲା ।କହିବାକୁ ଗଲେ ବିଭାଗ ଅନୁସାରେ ଯଦି ଏହି ରାସନ କାର୍ଡ ଧାରୀ 6 ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି । ତେବେ ନିୟମ ଅନୁସାରେ ଏହା ପ୍ରମାଣିତ ହୁଏ କି ସେମାନଙ୍କୁ ଶସ୍ତା ଦର ରେ ଉପଲବ୍ଧ ଖାଦ୍ୟ ର ଆବଶ୍ୟକତା ନାହିଁ । କିମ୍ବା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି ।

ଏହି ପରି ସ୍ଥିତି ରେ ଆପଣ ମାନେ 6 ମାସ ଧରି ରାସନ ଗ୍ରହଣ କରିନଥିଲେ ସେମାନଙ୍କ ରାସନ କାର୍ଡ କୁ ରଦ୍ଧ କରିହେବ । ରାଜଧାନୀ ଦିଲ୍ଲୀ , ବିହାର ଏବଂ ଝାଡଖଣ୍ଡ , ରେ ରାସନ ନେଇ ସମାନ ନିୟମ ଲାଗୁ ରହିଛି । ତେବେ ଏହି ପରିସ୍ଥିତି ରେ ଯଦି ଆପଣ ମାନଙ୍କ ରାସନ ବାତିଲ ହୁଏ । ତେବେ ଆପଣ ମାନେ ଏହାକୁ ପୂନର୍ବାର ସକ୍ରିୟ କରି ପାରିବେ । ଏହିଥି ପାଇଁ ଆପଣ ନିଜ ରାଜ୍ୟ ର AePDS ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି କିଛି ଔପଚାରିକତା କରିବାକୁ ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *