ସ୍ତ୍ରୀ ନାଁରେ ଶୀଘ୍ର ଖୋଲନ୍ତୁ ଏହି ସ୍ପେଶାଲ ଆକାଉଣ୍ଟ, ପ୍ରତି ମାସରେ ମିଳିବ 44, 793 ଟଙ୍କା, ଜାଣନ୍ତୁ ଉପାୟ

Pension System Account

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଚାହାଁନ୍ତି ଆପଣ ମାନଙ୍କ ପତ୍ନୀ ଆତ୍ମନିର୍ଭଶୀଳ ହୁଅନ୍ତୁ ବୋଲି । ଯେପରି ଆପଣ ମାନଙ୍କ ଅନୁୁପସ୍ଥିରେ ଆପଣ ମାନଙ୍କ ଘରକୁ ଏକ ଇନକମ୍ ଆସୁ ବୋଲି । ଭବିଷ୍ୟତ ରେ ଆପଣଙ୍କ ସ୍ତ୍ରୀ କାହା ଉପରେ ପଇସା ପାଇଁ ନିର୍ଭର ନକରନ୍ତୁ ବୋଲି । ତେବେ ଆପଣ ମାନେ ତାଙ୍କ ପାଇଁ ରେଗୁଲାର ଇନକମ୍ ବ୍ୟବସ୍ଥା କରି ପାରିବେ । ତେବେ ଏହି ବ୍ୟବସ୍ଥା ଆପଣ ମାନେ National Pension Scheme ରେ କରି ପାରିବେ ।

ସ୍ତ୍ରୀ ନାଁରେ ଖୋଲନ୍ତୁ ନ୍ୟୁ ପେନସନ ସିଷ୍ଟମ ଖାତା :
ଆପଣ ମାନେ ନିଜର ସ୍ତ୍ରୀ ର ନାମରେ ନ୍ୟୁ ପେନସନ ସିଷ୍ଟମ ଆକାଉଣ୍ଟ ଖୋଲି ପାରିବେ । NPS ଆକାଉଣ୍ଟ ଆପଣଙ୍କ ସ୍ତ୍ରୀ ର 60 ବର୍ଷ ହେବା ପରେ ସବୁ ରକମ୍ ର ସୁବିଧା ଦେବ ଏହା ସହିତ ପ୍ରତି ମାସରେ ତାଙ୍କର ପେନସନ ଭାବରେ ତାଙ୍କର ରେଗୁଲାର ଇନକମ୍ ମଧ୍ୟ ହେବ । କେବଳ ଏତିକି ନୁହେଁ ବରଂ NPS ଏକାଉଣ୍ଟ ସହିତ ଆପଣ ମାନେ ଏହା ମଧ୍ୟ ସ୍ଥର କରି ପାରିବେ । ଯେ ଆପଣ ମାନଙ୍କ ସ୍ତ୍ରୀ ଙ୍କୁ ପ୍ରତି ମାସରେ କେତେ ପେନ,ନ ମିଳିବ ।

nps

ବିନିଯୋଗ କରିବା ବହୁତ୍ ସହଜ :
ଆପଣ ମାନେ NPS ଆକାଉଣ୍ଟ ପ୍ରତି ମାସରେ ସୁବିଧା ଅନୁଯାୟୀ କିମ୍ବା ବାର୍ଷିକ ପଇସା ଜମା କରିବା ପରେ ଆପଣ ମାନେ ସ୍ତ୍ରୀ ନାମରେ କେବଳ 1000 ଟଙ୍କା ରୁ ଜମା କରି ପାରବେ । ତେବେ 60 ବର୍ଷ ରେ ଏହି NPS ଆକାଉଣ୍ଟ ମ୍ୟଚିୟର ହୋଇଯାଏ ଏହି ସ୍ଲିମ୍ ଅନୁସାରେ ଆପଣ ମାନେ ସ୍ତ୍ରୀ ଆକାଉଣ୍ଟ କୁ 65 ବର୍ଷ ପର୍ଯ୍ୟନ୍ତ ଚଲେଇ ପାରିବେ ।

45 ହଜାର ଟଙ୍କାର ମାସିକ ଇନକମ :
ତେବେ ଏଠାରେ ଉଦାହରଣ ରୁ ବୁଝି ନିଅନ୍ତୁ ଯଦି ଆପଣ ମାନଙ୍କ ସ୍ତ୍ରୀ ର ବୟସ 30 ବର୍ଷ ଏବଂ ଆପଣ ପ୍ରତି ମାସରେ ତାଙ୍କ ଆକାଉଣ୍ଟ ରେ 5 ହଜାର ଟଙ୍କା ବିନିଯୋଗ କରନ୍ତି ତେବେ ତାଙ୍କର ବିନିଯୋଗ ଉପରେ ତାଙ୍କୁ ବାର୍ଷିକ 10 ପ୍ରତିଶତ ରିଟର୍ନ ମିଳେ । 60 ବର୍ଷ ବୟସ ରେ ତାଙ୍କ ଏକାଉଣ୍ଟ ରେ 1.12 କୋଟି ଟଙ୍କା ହୋଇଯିବ । ତାଙ୍କୁ ଏହିଥିରୁ ପ୍ରାୟ 45 ଲକ୍ଷ ଟଙ୍କା ମିଳିଯିବ । ଏହା ସହିତ ତାଙ୍କୁ ପ୍ରତି ମାସରେ 45 ହଜାର ପେନସନ ମଧ୍ୟ ମିଳିବ । ବିଶେଷ କଥା ହେଲା କି ଏହି ପେନସନ ଜିବନ ସାରା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *