ସାରା ଓଡ଼ିଶାରେ ଭାଇରଲ ହେଲା Puspa ଷ୍ଟାଇଲ ରେ ସଂକୀର୍ତନ,ଶ୍ରୀବାଲି ଗୀତ ରେ ଅଷ୍ଟପ୍ରହରୀ କୁଞ୍ଜ ଭିତରେ ନାଚ କଲେ ଯୁବକ,ଆଉ ତାପରେ ଯାହା ହେଲ ଦେଖନ୍ତୁ ଭି଼ଡ଼ିଓ ।

Puspa style

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କିଛି ବିଶେଷ ତଥ୍ୟ ବିଷୟ ରେ ଜାଣିବା । ସେମିତି ରେ ଆପଣ ମାନେ ପୁସ୍ପା ଫିଲ୍ମ ତ ନିଶ୍ଚିତ ଭାବେ ଦେଖିଥିବେ । ଏହା ଆପଣ ମାନଙ୍କୁ ନିହାତି ଭାବେ ପସନ୍ଦ ମଧ୍ୟ ଆସିଥିବ ଏହାର ଗୀତ ସବୁ ପ୍ରସିଦ୍ଧ ହୋଇଥିଲା । ଏହାକୁ ନେଇ ଅନେକ ସ୍ଥାନରେ ରିଲ୍ସ ଭିଡ଼ିଓ ଓ ଅନ୍ୟାନ ଷ୍ଟାଇଲ୍ସ ଭିଡ଼ିଓ ବନାଉଛନ୍ତି । ଦେଖୁ ଦେଖୁ ସେହି ଗୀତ ଅନେକ ମାତ୍ରା ଫେମସ ହୋଇଥିଲା । ତେବେ ଏହାକୁ ନେଇ ସମସ୍ତେ ଭିଡ଼ିଓ ତିଆରି କରିବା ଆରମ୍ଭ କରିଥିଲେ ।

ତେବେ ବର୍ତମାନ ସମୟ ରେ ଏହାକୁ ନେଇ ଏମିତି ଖବର ସାମ୍ନା କୁ ଆସିଛି । ଯାହାକୁ ସୁଣିଲେ ଆପଣ ମାନେ ଦୁଖଃ ପ୍ରକାଶ କରିବେ ତେବେ ଏକ ସଂକର୍ତ୍ତୀନ ମଣ୍ଡଳୀ ସଂକର୍ତ୍ତନ କରିବା ସମୟ ରେ ସେହି ପରି ଭାବରେ ଭିଡିଓ କରୁଥିଲେ।ସଂକୀର୍ତ୍ତନ ମଣ୍ଡଳୀଙ୍କ ଉଦଘଟ ନାଚ ଦେଖି ଭଗବାନ ମଧ୍ୟ ଚିନ୍ତାରେ ପଡ଼ିଥିବେ। ହରିନାମ ଜପ ବେଳେ ଏହା କିଭଳି ପ୍ରହସନ ଚାଲିଛି ଦେଖିଲେ ରକ୍ତ ଗରମ ହୋଇଯିବ ଆପଣଙ୍କର।

Puspa

ସଂକୀର୍ତ୍ତନ ଏଥିପାଇଁ କରାଯାଇଥାଏ ଯେ ଜଦି କୌଣସି ମାନସିକ ଥାଏ କିମ୍ବା ଠାକୁରଙ୍କର କୈଣସି ସ୍ୱତନ୍ତ୍ର ଉତ୍ସଵ ପାଳନ କରାଯାଉଥାଏ। ସେହିଠାରେ ହରନାମ ଜପ ଏବଂ ଯଜ୍ଞ୍ୟ ର ଆୟୋଜନ କରାଜାଇଥାଏ । ଖଣ୍ଡମଣ୍ଡଳ ରେ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ହୁଏ ସଂକୀର୍ତ୍ତନ ।

ହେଲେ ଏଠାରେ ହରିନାମ ଯପ ହେଉଛି ହେଲେ ଯେଉଁ ପ୍ରକାରର ହରିନାମ ଯପ ହେଉଥିଲା ତାହା ଚିନ୍ତାର ବିଷୟ। ହରିନାମ ଜପ ସମୟରେ ସୁପର ହିଟ ଗୀତର ଶୈଳିରେ ଚାଲିଛି ନାମ ଜପ। ଚାଲିଛି ବ୍ରେକ୍ ଡେନ୍ସ । ଯାହା ଆମ ସଂସ୍କୃତି କୁ ପରିହାସ ଦେବା ପାଇଁ କମ୍ ନୁହେଁ । କଣ ଲୋକ ମାନଙ୍କୁ ମନରଂଞୀନ ଦେବା ପାଇଁ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ମାଧ୍ୟମ ପାଲଟି ଗଲେଣି ।

ଏବେ ଏହା ଏକ ଭଲ ବ୍ୟବସାୟ ହେଲାଣୀ । ସଂସ୍କୃତି ପ୍ରଚାରକ ଏହା ଉପରେ କେବେ ପ୍ରଶ୍ନ ଉଠେଇବେ । ଯଦି ଏସବୁ ଆମର ଆଗାମୀ ପିଢ଼ି ଦେଖନ୍ତି ତେବେ କିପରି ବଞ୍ଚିବ ଆମର ସଂସ୍କୃତି। ଏହାକୁ ନେଇ ଆପଣ ମାନଙ୍କ ମନରେ କଣ ମତ ରହିଛି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *