ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବର୍ଷା, ପାଣିପାଗ ବିଭାଗର ବଡ଼ ସୁଚନା, ଏହି ଦିନରୁ ହେବ ଆରମ୍ଭ, ଜାଣନ୍ତୁ କଣ ପଡିବ ପ୍ରଭାବ

PicsArt

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଚଳିତ ବର୍ଷ ପ୍ରଥମ ସାଇକ୍ଲୋନିକ ଝଡ ଆସାନୀ ବିଶ୍ୱରେ ସତର୍କ ସୂଚନା ଜାରି କରିଜାଇଛି । ବୋଙ୍ଗୋପସାଗର ଦକ୍ଷିଣ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ପୁଞରେ କେତେକ ସ୍ଥାନରେ ରାବଲ ବର୍ଷା ହେବାର ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ନିକୋବର ଦ୍ୱୀପ ପୁଞ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଜାରି କରିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ପୂର୍ବ ବୋଙ୍ଗପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଅଞ୍ଚଳ ପୂର୍ବ ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ଆଜି ରାତି ସୁଧା ଅଧିକ ଶକ୍ତି ସଞ୍ଚୟ କରି ଆସନ୍ତା କାଲି ସାଇକ୍ଲୋନିଙ୍ଗ ଝଡ଼ ଆସାନି ହେବାର ସମ୍ଭାବନା ରହିଛି । ତେବେ ପାଣିପାଗ ବିଭାଗ ଆସନ୍ତା କାଲି ସକାଳ କିମ୍ବା ମଧ୍ୟନ୍ନ ସୁଧା ଲଘୁଚାପ କ୍ଷେତ୍ର ଏକ ସାଇକ୍ଲୋନିକ ଝଡ ରେ ପରିଣତ ହେବାର ସମ୍ଭାବନା ରହିଛି ।

କେବଳ ଏହି ପ୍ରଭାବ ରେ ଆଜି ରାତିରୁ ଆଣ୍ଡାମାନ ଓ ନିକୋବର ଦ୍ୱିପ ଗୁଞ୍ଜ ରେ ଅଧିକାଂଶ ସ୍ଥାନଟେ ମାଧ୍ୟମ ରୁ ପ୍ରବଳ ବର୍ଷା ଓ ବଜ୍ରପାତ ବିଷୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି ତେବେ ସାଇକ୍ଲୋନିଂ ଝଡ଼ ଯୋଗୁ ଆଣ୍ଡାମାନ ଓ ନିକୋବର ଦ୍ୱିପ ଗୁଞ୍ଜା ର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଓ ଜଳସ୍ତର ବଢିବାର ସମ୍ଭାବନା ଯଥେଷ୍ଟ ବୃଦ୍ଧିପାଇଛି । ଏହା ପରେ ଆସାନୀ ବାତ୍ୟା ପ୍ରାୟ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରିବ । ଏବଂ ପରେ ଦୁଇ ଦିନ ମଧ୍ୟରେ ମିଆଁମାର ଏବଂ ଦକ୍ଷିଣ ବାଙ୍ଗୋଲାଦେଶ ଉପକୂଳ ରେ ପହଁଚିବ ।

ହାଇଆଲର୍ଟ ପରେ ପରିଚାଳିତ ବିଭାଗ ପକ୍ଷରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ସାଇକ୍ଲୋନିଙ୍ଗ ଝଡ଼ ଆଣ୍ଡାମାନ ଓ ନିକୋବର ଦୀପପୁଞ ରେ ପହଁଚିବ ବୋଲି ଆଶା କରାଜାଉଛି । ନିମ୍ନ ଅଞ୍ଚଳ ର ଲୋକ ମାନଙ୍କୁ ସ୍ତାନାନ୍ତର କରିବା ସହିତ ସ୍ଥିତି ର ମୁକାବିଲା ପାଇଁ ପ୍ରଶାସନ ଆବଶକ୍ୟ ବ୍ୟବସ୍ଥା କରିଛି । ତେବେ ପ୍ରଶାସନ ର ପ୍ରସ୍ତୁତି କରାଜାଉଛି । ଓ ସିପିଙ୍ଗ ସେବାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି ଆଜି ଠାରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲ୍କା ରୁ ମଧ୍ୟମ ଧାରଣ ର ବର୍ଷା ହୋଇପାରେ

କିଛି ସ୍ଥାନରେ ବର୍ଷା ପବନ ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ତେବେ ଆଗାମୀ 4 ରୁ 5 ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି କିଛି ଅଞ୍ଚଳରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ତେଣୁ ଏଥିପାଇଁ ଗଂଜାମ ଗଜପତି ଓ ରାୟଗଡ଼ ରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *