5 ଗୋଟି ତୁଳସୀ ପତ୍ରକୁ ଘରର ଏହି ସ୍ଥାନରେ ରଖନ୍ତୁ, ଦେଖିବେ ଟଙ୍କାର ଅଭାବ ରହିବ ନାହିଁ।

tulasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଲାଲ କପଡା ଆଣି ସେହିଥିରେ 5 ଗୋଟି ତୁଳସୀ ପତ୍ର ଆଣି ବାନ୍ଧି ଦିଅନ୍ତୁ । ତା ପରେ ଏହାକୁ ଘରେ ଧନ ଭଣ୍ଡାରରେ ରଖି ଦିଅନ୍ତୁ । ଦେଖିବେ ଆପଣ ମାନେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଧନବାନ ହୋଇଯିବେ । ଏହି ଉପାୟ କେବଳ ଆପଣ ମାନେ 7 ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ଆପଣ ମାନଙ୍କ ସମସ୍ତ ଙ୍କ ମନସ୍କାମନା ପୂରଣ ହେବ ।

ସେହି ପରି ଆପଣ ମାନେ କୈଣସି କଳସ ରେ ପାଣି ଭର୍ତ୍ତି କରି ସେହି ଥିରେ 5 ଗୋଟି ତୁଳସୀ ପତ୍ର ପକେଇ ଦିଅନ୍ତୁ । ସକାଳୁ ଉଠି ଆପଣ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଓଳେଇବେ ତାହାଲେ ସେହି କଳସ ର ପ୍ରଥମ ପାଣି କୁ ନିଜର ଦ୍ୱାର ମୁହଁ କୁ ଧୋଇ ଦିଅନ୍ତୁ । ନେହେଲେ ସେହି ପାଣି ପୂର୍ଣ୍ଣ କଳସ କୁ ଦ୍ୱାର ମୁହଁ ରେ ରଖନ୍ତୁ ଦେଖିବେ । ଦେଖିବେ ଘରେ ସୁଖ ଶାନ୍ତି ବୃଦ୍ଧି ହେବା ସହିତ ଧନ ସମ୍ପତୀ ବୃଦ୍ଧି ହେବ ।

tulasi

ଯଦି ଆପଣ ମାନଙ୍କ ଘରେ ଲାଲି ପିମ୍ପୁଡି ଅଣ୍ଡା ଧରି ଜାଉ ଥିବାର ଘରେ ଦେଖନ୍ତି ତେବେ ତାହାଲେ ଏହା ମଧ୍ୟ ବହୁତ ଶୁଭ ଅଟେ । ଯଦି ଚାଉଲ ରଖୁଥିବା ପାତ୍ର ରୁ ପିମ୍ପୁଡି ବାହାରୁ ଥାନ୍ତି । ତାହାଲେ ଏହା ବହୁତ ଶୁଭ ହୋଇଥାଏ । ଏବଂ ଧନ ର ଆଗମନ ହେବାର ସଂଙ୍କେତ ଦେଇଥାଏ । ଏବଂ ଏହା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଅନେକ ସମସ୍ୟା, ବିବାଦ ଏବଂ ଧନହାନୀ ହେବାର ସଂକେତ ମିଳିଥାଏ। ସୂର୍ଯ୍ୟାସ୍ତ ପରେ ଭୋଜନ କିମ୍ବା ଜଳ ପାତ୍ରକୁ ଢାଙ୍କିଦେବା ଉଚିତ। ଏହା ଶରୀର ପାଇଁ ଲାଭଦାୟକ ଅଟେ। ନଚେତ ରୋଗ ଗ୍ରସ୍ତ ହେବାର ସମ୍ଭାବନା ରହିଥାଏ।

ଦହି ସହିତ ଶୁକ୍ରଗ୍ରହର ସମ୍ବନ୍ଧ ରହିଥାଏ ତେଣୁ ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ଦହି ଦାନ କରିବା ଉଚିତ ନୁହେଁ ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ପୁରାଣ ଓ ଗ୍ରନ୍ଥ ଅନୁସାରେ ସୂର୍ଯ୍ୟାସ୍ତ ପରେ ଭାତ କିମ୍ବା ଦହି ସେବନ କରିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଏହାସହିତ ଏହା ଶରୀର ପାଇଁ ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୁଏ। ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ପୋଛା ଲଗାଇବା କିମ୍ବା ଘର ସଫା କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଧନହାନୀ ହୋଇଥାଏ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *