ଫେରିଛି କରୋନା: ପୁଣି ଲାଗୁ ହୋଇପାରେ ଲକଡାଉନ – ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

yua

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ପୁଣି ଫେରିଛି କୋରନା ଚାଇନା ସମେତ କେତେକ ଦେଶରେ ହୁହୁ ହୋଇ ମାଡି ଚାଲିଛି ଏହି ମହାମାରୀ ଜାହାକୁ ନେଇ ଭାରତ ର ବି ଆତଙ୍କ ଖେଳିଗଲାଣି । ଏହିଥି ପାଇଁ ଆଗୁଆ ସତର୍କ ହେବାକୁ ନିର୍ଦ୍ଧେଶ ଦେଲେଣି କେନ୍ଦ୍ର ସରକାର ଏହି ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ଉଚ୍ଚ ସ୍ତରିୟ ବୈଠକ କରିଛନ୍ତି ।

ଏହି ବୈଠକ ରେ ତିନୋଟି ଦିଗରେ ବିଶେଷ ଧ୍ୟନ ଦେବା ପାଇଁ ସ୍ୱାସ୍ୟ ମନ୍ତ୍ରୀ କହିଛନ୍ତି । ଉଚ୍ଛ ସ୍ତରିୟ ସତର୍କତା ସଂଙ୍କ୍ରମଣ ଉପରେ କଡା ନଜର ଓ ଜିନୋମ ସିକୁଏନ୍ସ ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକ ରେ ମୂଖ୍ୟ ଡାକ୍ତର ସ୍ୱାସ୍ଥ୍ୟ ସଚିବ ,ଡିପାର୍ଟମେଣ୍ଟ ଅଫ୍ ବାଇଟେକ୍ନୋଲୋଜି ସଚିବ ଏନ୍‌ସିଡିସି ମୁଖ୍ୟ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍‌ ଇଣ୍ଡିଆ ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ।

ସୂଚନା ରହିଛି କି ଚୀନ ରେ ବର୍ତମାନ ସମୟରେ 5,280 ନୂଆ କୋଭିଡ୍ ପଜେଟିଭ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ହେବା ଦିନ ଠାରୁ ଏହା ସର୍ବାଧିକ ବୋଲି ଜଣା ପଡିଛି । ଏହିଥି ପାଇଁ ଚୀନ ରେ ଲକଡାଉନ ଘୋଷଣା ହୋଇଛି । ଚୀନ ରେ ଓମିକ୍ରନ ବିଏ -2 ବସ୍‌ଭ୍ୟାରିଏଣ୍ଟ ଯୋଗୁଁ ସଂଙ୍କ୍ରମଣ ବୃଦ୍ଧି ପାଇଛି ବୋଲି ଚୀନ ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ତେବେ କେବଳ ଚୀନ ନୁହେଁ ପଶ୍ଚିମ ଉରୋପୀୟ ଦେଶ ଗୁଡିକ ରେ ମଧ୍ୟ କୋଭିଡ ସଂଙ୍କ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜର୍ମାନୀ, ଦକ୍ଷିଣ କୋରିଆ ଏବଂ ଆମେରିକା ଭଳି ରାଜ୍ୟ ରେ ସଂଙ୍କ୍ରମଣ ବଢିଛି । ଓମିକ୍ରନ ର ନୂଆ ଭେରିଆଣ୍ଟ ପାଇଁ ଏହି ସଂଙ୍କ୍ରମଣ ଦେଖାଜାଇଛି ବୋଲି ସୂଚନା ରହିଛି । ତେବେ ଯଦି ଏମିତି ପରିସ୍ତିତି ଲାଗି ରୁହେ , ତେବେ ପୁଣି ଥରେ ଲକଡାଉନ ପରିସ୍ତିତି ଲାଗୁ ହୋଇପାରେ ବୋଲି ସୁଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *