ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏକ ଖବର ବହୁତ ଚର୍ଚ୍ଚା ଚାଲିଛି । ଏହା ହେଲା ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ । ତେବେ ଭାରତ ଉପର କୁ ଆକ୍ରମଣ କରିବ କି ପାକିସ୍ତାନ ? କାହିଁକି ଏପରି କରିବ ପାକିସ୍ତାନ । ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ନିଜର ଟ୍ୱିଟ ମାଧ୍ୟମରେ ସଂଙ୍କେତ ଦେଇଛନ୍ତି । ସେ ନିଜର ଟ୍ୱୁଟ୍ ରେ ଲେଖିଛନ୍ତି କି ମୁଁ ସବୁ ବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ ଚାହେଁ । କିନ୍ତୁ କେବେ ବି ଏହାକୁ ଦୂର୍ବଳତା ର ସଂଙ୍କେତ ରୂପେ ଭାବିବା ଠିକ୍ ନହେଁ ବୋଲି ଇମ୍ରାନ ଖାନ କହିଛନ୍ତି ।
ତେବେ ବନ୍ଧୁଗଣ ଇମ୍ରାନ ଖାନ ଙ୍କ ଏହି କଥା ଏବେ ସାରା ବିଶ୍ୱରେ ଚର୍ଚ୍ଚା ରେ ରହିଛି । ଅନ୍ୟ ପଟେ ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଯୁଦ୍ଧ ଚାଲୁ ଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି । ସମଗ୍ର ବିଶ୍ଵବାସୀ ଆତଙ୍କତି ଥିଲା ବେଳେ ଏହି ପଟେ ଇମରାନ ଖାନ ଙ୍କ ତ୍ଵିଟ କୁ ନେଇ ବେଶ ଚର୍ଚା ଚାଲିଛି । ତେବେ ବାଲାକୋଟ ରେ ଇଣ୍ଡିଆ କରିଥିବା ଐର ଷ୍ଟ୍ରାଇକ ଉପରେ ଇମରାନ ଏହି ତ୍ଵିଟ କରିଥିବା ସ୍ପଷ୍ଟ ଜଣା ପଡୁଛି ।
ରାତି ଅଧ ରେ ପାକିସ୍ଥାନ ର ବାଲାକୋଟ ରେ ଯାଏ ସିଦ ମହମ୍ମଦ ର ଆତଙ୍କ ସ୍ଥାନକୁ ଧ୍ଵଂସ କରି ଥିଲା ଭାରତୀୟ ବାୟୁ ସେନା । ତେବେ ଏହି ଏୟାର ଷ୍ଟ୍ରାଇକ ପୁଲବାମା ଆଟାକ ନେଇ ଭାରତୀୟ ସେନା କରିଥିଲେ । 2019 ଫେବୃଆରୀ ମାସ 14 ତାରିଖ ଦିନ ଜାମ୍ମୁ କାଶ୍ମୀର ରେ ପୁଲୱାମ ଆଟାକ ହୋଇଥିଲା , ଏହା ପରେ ମଧ୍ୟରାତ୍ରୀ ରେ ଭାରତୀୟ ବାୟୁସେନା ଏହି ଏୟାର ଷ୍ଟ୍ରାଇକ କରିଥିଲା ।
ଏହି ଏୟାର ଷ୍ଟ୍ରାଇକ ପରେ ଭାରତ ର ପ୍ରଧାନ ମନ୍ତ୍ରୀ କହିଥିଲେ । 40 ଜବାନ ଙ୍କ ସହିଦ୍ କେବେ ବି ବ୍ୟର୍ଥ୍ୟ ଯିବ ନାହିଁ । ତେବେ ଭାରତ ର ଏହି ସଫଳତା ରେ ସମଗ୍ର ଭାରତ ବାସୀ ବହୁତ ଖୁସୀ ହୋଇଥିଲେ । ତେବେ ଏହି ଘଟଣା କୁ 3 ବର୍ଷ ହୋଇଗଲାଣୀ ।
ତେଣୁ ଏହି ଆଟାକ୍ ପରେ ପାକିସ୍ତାନ କୈଣସି ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ 3 ବର୍ଷ ପରେ ହଠାତ ଇମରାନ ଖାନ ଙ୍କ ର ଏହି ପରି ଟ୍ୱିଟ ପିଲାଳିଆମୀ ର ପରିଚୟ ଦେଉଛି । ସେହି ପରି ଅନ୍ୟ ଦେଶ ମନରେ ପାକିସ୍ଥାନ ର ଏପରି ଯୁଧ୍ୟ ର ସଙ୍କେତ ବିଶ୍ଵବାସୀ ଙ୍କ ର ମନରେ ଭୟ ସୃଷ୍ଟି କରିଛି । ହେଲେ ଏବେ ଯାଏ ଭାରତ ପକ୍ଷରୁ କୈଣସି ବି ସୂଚନା ଦିଆଜାଇ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।