ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧ ରେ ଚାଲିଥିବା ଯୁଦ୍ଧ କୁ ରୋକିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ୟୁକ୍ରେନ ତାର ଏହି ସର୍ତ୍ତ କୁ ଗ୍ରହଣ କରିଲେ ଏହା ସମ୍ଭଭ ହେବ ବୋଲି ସେ କହିଛନ୍ତି । ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନ ସହ ଆଲୋଚନା ପରେ ଏହି ଦାବି କରାଜାଇଛି ।
ଆଜି ତୁର୍କି ରାଷ୍ଟ୍ରପତି ଏରଡୋଗନ ରାଷ୍ଟ୍ରପତି ପୁଟିନ ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ । ଋଷ ର ବୃ ସର୍ତ୍ତ ହେଉଛି କି ୟୁକ୍ରେନ ନାଟୋ ରେ ଯୋଗ ଦେବା ଉଚିତ ନୁହେଁ । ଋଷ ବହୁ ବର୍ଷ ଧରି କହି ଆସୁଛି କି ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ ହେଲେ ନାଟୋ ରେ ଯୋଗ ଦେବା ଉଚିତ ନୁହେଁ ।
ଋଷ ଦାବି କରିଛି କି ୟୁକ୍ରେନ ନାଟୋ ର ସଦସ୍ୟ ହେବ । ହେଲେ ଏହା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । କୁହାଯାଉଛି ଯେ ୟୁକ୍ରେନ ସହିତ ରୁଷର ଯୁଦ୍ଧ ହେବା ପଛରେ ଏହା ହେଉଛି ମୁଖ୍ୟ କାରଣ। ତେବେ ୟୁକ୍ରେନ ରୁଷର କଥା ମାନିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ପୁଟିନ ଏରଡୋଗନକୁ କହିଥିବା ନେଇ ଚର୍ଚ୍ଚା ହେଉଛି ।
ଏହା ପୂର୍ବରୁ ପୁଟିନ କହିଥିଲେ ଯେ ୟୁକ୍ରେନ କୁ ଋଷିୟ ସେବା ପଠେଇବା ନିସ୍ପତି ଥିଲା ବହୁତ କଠିନ ଅଭିଯାନ ଆରମ୍ଭ ବେଳେ ମୁଁ ଏହି କଥା କହିଥିଲି । ନିସ୍ପତି ଗ୍ରହଣ କରାଯିବା ପୂର୍ବରୁ ମୁଁ ଏହି ବିଷୟରେ ଆଲୋଚନା କହିଥିଲି । ନିଃସନ୍ଧେହ ଏହା ଖୁବ କଠିନ ନିସ୍ପତି । ଏହାକୁ ଯଥାର୍ଥ ବୋଲି କହିବା ଲାଗି ପୁନିଟ ଗୁଡାଏ ବର୍ଣ୍ଣନା କରିଥିଲେ । ତାଙ୍କ ମତରେ ଏହି ଘଟଣା ପାଇଁ ୟୁକ୍ରେନ ବାଧ୍ୟ କଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।