ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋରନା ଭାଇରସ ଇମ୍ୟୁନିଟି କୁ ଶକ୍ତିଶାଳୀ କରିବା ପାଇଁ ଭିଟାବିନ ସି ଯୁକ୍ତ ଫଳ ର ସେବନ କରନ୍ତୁ । ଏକ୍ସପୋର୍ଟ ମାନେ ସର୍ବଦା କହିଥାନ୍ତି କି ଲମ୍ବୁର ସେବନ ଯେମିତି କଲେ ମଧ୍ୟ ଏହା ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଲେମ୍ବୁ କେଶ , ଚେହରା , ଏବଂ ସଂମ୍ପର୍ଣ୍ଣ ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ବହୁତ କମ୍ ଲୋକ ମାନେ ଜାଣିଛନ୍ତି ଲେମ୍ବୁ ପତ୍ର ର ମଧ୍ୟ ବହୁତ ଫାଇଦା ହୋଇଥାଏ । ଏହା ଲେମ୍ବୁ ଠାରୁ ବହୁତ ଅଧିକ ଗୁଣକାରୀ ଅଟେ ।
ତେବେ ଆସନ୍ତୁ ଜାଣିନେବା ଲେମ୍ବୁ ପତ୍ର ରୁ ହେଉଥିବା ସ୍ୱାସ୍ଥ୍ୟ ଗତ ଲାଭ ବିଷୟ ରେ । ଏହିଥି ପାଇଁ ଆପଣ ମାନଙ୍କୁ କିଛି ଲେମ୍ବୁ ପତ୍ର ର ଆବଶ୍ୟକତା ପଡିବ । ଯାହା ଆପଣ ମାନଙ୍କୁ ନିଜର ଆଖ ପାଖର ବାଡି ଘରୁ ବହୁତ ସହଜ ରେ ମିଳିଯିବ । ଅଳ୍ପ ଲେମ୍ବୁ ପତ୍ର ଆପଣ ମାନେ ସଂଗ୍ରହ କରନ୍ତୁ । ତାହାକୁ ଭଲ କରି ଧୋଇ ଦିଅନ୍ତୁ । ଏବେ 5 ରୁ 10 ଟି ଲେମ୍ବୁ ପତ୍ର ଆପଣ ମାନେ ଗ୍ରାଇଣ୍ଡର ରେ ପକାନ୍ତୁ । ସେହିଥିରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର ରେ ପକାନ୍ତୁ । ଗ୍ରାଇଣ୍ଡ କରି ସାରିବା ପରେ ଏହାକୁ ଭଲ ଭାବେ ଛାଣି ଏହାର ରସ ବାହାର କରନ୍ତୁ । ଏବଂ ସେବନ କରନ୍ତୁ ଏବେ ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟ ରେ ।
1. ଏହାର ରସ ମାଇଗ୍ରେନ ପାଇଁ ବହୁତ ଗୁଣକାରୀ ଅଟେ । ଯଦି ଆପଣ ମାନଙ୍କ ମାଇଗ୍ରେନ ପରି ରୋଗ ରହିଛି ବା ଆପଣ ମାନଙ୍କର ମୁଣ୍ଡ ବହୁତ ବିନ୍ଧୁଛି । ତେବେ ଲେମ୍ବୁ ପତ୍ର ର ରସ ବାହାର କରି ତାହାକୁ ସୁଙ୍ଘନ୍ତୁ । କେବଳ ସୁଙ୍ଘିବା ଦ୍ୱାରା ମାଇଗ୍ରେନ ପରି ସମସ୍ୟା ରୁ ତୁରନ୍ତ ଆରାମ୍ ମିଳିଥାଏ ।
2. ଯଦି ଆପଣ ମାନଙ୍କ ପେଟ ରେ ପୋକ ହୋଇଥାନ୍ତି । ତେବେ ଆପଣ ମାନେ ଅଧ ଚାମଚ ଲେମ୍ବୁ ପତ୍ର ରସ ନିଅନ୍ତୁ । ସେହିଥିରେ ଅଧ ଚାମଚ ମହୁ ମିଶେଇ ଖାଲି ପେଟରେ ଦିନକୁ ଥରେ ସେବନ କରନ୍ତୁ । ଅଳ୍ପ ଦିନ ଏହା ସେବନ କରିବା ଦ୍ୱାରା ଆପଣ ମାନଙ୍କ ପେଟ ର ପୋକ ଠିକ୍ ହୋଇଯିବ ।
3. ଯଦି ଆପଣ ମାନଙ୍କ ମୁହଁ ରେ କଳା କିମ୍ବା ଧଳା ଦାଗ ହୋଇଛି । ତେବେ ଏହା ଆପଣ ମାନଙ୍କ ପାଇଁ ରାମବାଣ ଉପାୟ ଅଟେ । ଆପଣ ମାନେ ଲେମ୍ବୁ ପତ୍ର ରସ କୁ କର୍ଟନ ସାହାଯ୍ୟ ରେ ମୁହଁ ରେ ଲଗାନ୍ତୁ । 45 ମିନିଟ ମୁହଁରେ ଲଗେଇ ରଖିବା ପରେ ତା ପରେ ମୁହଁ କୁ ଭଲ କରି ଧୋଇ ନିଅନ୍ତୁ । କିଛି ଦିନ ପ୍ରୟୋଗ ପରେ ଆପଣ ମାନଙ୍କ ମୁହଁ ରେ ବ୍ରଣ କମ୍ ହେବା ସହିତ ଦାଗ ମଧ୍ୟ ଦୂର ହୋଇଯାଏ ।
ଏହା ସହିତ ଲେମ୍ବୁ ପତ୍ର ରସ ଇନ୍ଦ୍ରିୟ କୁ ଶାନ୍ତ କରିବା ପାଇଁ ମଧ୍ୟ ସେବନ ହୋଇଥାଏ । ବିଭିନ୍ନ ପ୍ରକାରର ବିୟୁଟି କ୍ରିମ୍ ମାନଙ୍କରେ ଏହାର ପ୍ରୟୋଗ ହୋଇଥାଏ । ମଶା ମାଛି ଙ୍କ ଠାରୁ ତ୍ୱଚ୍ଛା କୁ ବଞ୍ଚେଇବା ନିମନ୍ତେ ଏହାର ବ୍ୟବହାର ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।