ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଆମ ସମାଜ ର ପ୍ରତେକ ଲୋକ ସୋସିଆଲ ମିଡ଼ିଆ ସହିତ ଜଡ଼ିତ । କାରଣ ଏହା ଲୋକ ମାନଙ୍କୁ ଅନେକ କିଛି ଘଟଣା ସମ୍ପର୍କ ରେ ଜଣାଇ ଥାଏ ଏବଂ ବେଳେ ବେଳେ ମନୋରଞୀନ ମଧ୍ୟ କରାଇ ଥାଏ । ବେଳେ ବେଳେ କିଛି ଏଭଳି ଅଜବ ଘଟଣା ଦେଖୁବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟ କରି ଦେଇ ଥାଏ ଏବଂ ଆଉ କେତେ ବେଳେ ଏମିତି କିଛି ଦେଖ୍ବାକୁ ମିଳେ ଯାହାକୁ ଦେଖୁ ନ ହସି ରହି ହୁଏ ନାହିଁ । ଆପଣ ତ ଜାଣନ୍ତି ଆମର ମାତୃଭାଷା ହେଉଛି ଓଡ଼ିଆ ଯାହାକୁ ଓଡ଼ିଶାର ପ୍ରତେକ ଲୋକ ଜାଣନ୍ତି ।
ଆଉ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ କିଛି ଭାଷା ରେ ନିଜକୁ କଟେବୁଲ ଭାବି ନଥାନ୍ତି ଅର୍ଥାତ ଅନ୍ୟ କିଛି ଭାଷା ରେ କଥା ହୋଇ ପାରନ୍ତି ନାହିଁ । ଆଉ ମନ କୁ ଯାହା ଆସିଥାଏ ସେଭଳି ଭାବେ କଥା କହିବାକୁ ଚେଷ୍ଟା କରି ଥାଆନ୍ତି । କିନ୍ତୁ ସେମାନେ କିଛି ଏଭଳି କହି ଥାଆନ୍ତି ଯାହା ଦ୍ୱାରା ଲୋକ ହସା ହୋଇ ଯାଆନ୍ତି । ତେବେ ସେଭଳି ଏକ କଥା ଅଡିଓ କଲ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ହସି ହସି ଗଡ଼ିଯିବେ ।
ତେବେ ଅଡିଓ ଟିରେ ଏକ ଯୁବତୀ କଷ୍ଟମାର କେୟାର କଥା ହେଉଛନ୍ତି ଆଉ ଯୁବକ ଜଣଙ୍କ ହିନ୍ଦିରେ କଥା ହେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଜାହା କହି ପାରୁ ନାହାଁନ୍ତି । ହିନ୍ଦି ଯେତେ ବେଳେ ସେ କହି ପାରୁ ନାହାଁନ୍ତି ସେତେ ବେଳେ ମଝିରେ ମଝିରେ ସେ ଓଡିଆ ରେ କଥା ହେଉଛନ୍ତି । କହୁଛନ୍ତି ମାଡାମ୍ ଆପନାକେ ଭାଷା ବୁଝି ହେଉଛେ କି ନାହିଁ ।
ତାଙ୍କର କଥା କଷ୍ଟମାର ଅଧିକାରୀ ଜଣଙ୍କ କିଛି ବୁଝି ପାରୁ ନାହାଁନ୍ତି । କଷ୍ଟମର କେୟାର ଜଣଙ୍କର ହିନ୍ଦୀ କଥା ଶୁଣି ଗ୍ରାହକ ଜଣଙ୍କ ଯେଉଁଭଳି ଭାବରେ କଥା ହେଉ ଥିଲେ ତାହାକୁ ଶୁଣି ଯୁବତୀ ଜଣଙ୍କ ମଧ ହସି ପକାଉ ଥିଲେ । କିନ୍ତୁ ପୁଣି ନିଜ ହସକୁ ବନ୍ଦ କରି କଥା ହେଉ ଥିଲେ ।
ତେବେ ଆପଣ ଯଦି ଅଡିଓ ଟିକୁ ଶୁଣି ନାହାଁନ୍ତି ତେବେ ନିହାତି ଭାବରେ ଶୁଣନ୍ତୁ ଆପଣ ହିଁ ଜାଣି ପାରିବେ ଏହା କେତେ ମନା ଦାୟକ । ଏହି ଅଡିଓ କଲ ଟି ବର୍ଭମାନ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।