ପୁରୁଣା ଟଙ୍କା ଆପଣଙ୍କୁ କରିବ କୋଟିପତି,ଏଭଳି ଭାବେ ଆପଣ ଏଥିରୁ କମେଇପାରିବେ ଲକ୍ଷାଧିକ ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ସମୟ ସମୟ ରେ ଏହା ନିଶ୍ଚିତ ଭାବେ ଜାଣିଥିବେ କି ଆପଣ ମାନଙ୍କ ଘରେ ଏପରି କିଛି ପୁରୁଣା ମୁଦ୍ରା ଥାଏ ଜାହାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ତେବେ ଆଜିର ସମୟ ରେ ଲୋକ ମାନେ ପୁରୁଣା ମୁଦ୍ରା ରଖିବାକୁ ବହୁତ ପସନ୍ଦ କରୁଛନ୍ତି । ଜାହା ପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ପଛାଉନାହାଁନ୍ତି । ଏହା ପରେ ସେମାନେ ଅନେକ ଟଙ୍କାର ଅଧିକାରୀ ହୋଇପାରନ୍ତି । ତେବେ ଏହି ପରି ଭାବେ ଲୋକ ମାନେ ବୀକ୍ରି କରୁଥିବା ଲୋକମାନେ ବହୁତ ଅଧିକ ଧନୀ ମଧ୍ୟ ହୋଇପାରୁଛନ୍ତି ।

ତେବେ ବର୍ତମାନ ଆମେ ସେମିତି କିଛି ମୂଦ୍ରା ବିଷୟ ରେ ଆଲୋଚନା କରିବୁ ଜାହା ମୂଲ୍ୟ ବହୁ ଅଧିକ ହୋଇଥାଏ । ଏହା ସହିତ ଆପଣ ମାନେ ଏମିତି ଅନେକ ମୂଦ୍ରା ବୀକ୍ରି କରି ଆପଣ ମାନେ ଧନୀ ହୋଇପାରିବେ । ତେବେ ଆମେ ବର୍ତ୍ତମାନ ସେହିପରି କିଛି ମୁଦ୍ରା ସମ୍ପର୍କରେ ଆଲୋଚନା କରିବା ଯାହାକୁ ଆପଣ ଅନଲାଇନ ମାଧ୍ୟମରେ ବିକ୍ରି କରି ବହୁତ ଅଧିକ ଅର୍ଥ ରୋଜଗାର କରି ପାରିବେ। ଏହା ସହିତ ଏପରି କରିବା ଫଳରେ ଆପଣ ଘରେ ବସି ବସି ବହୁତ ଟଙ୍କାର ମାଲିକ ହୋଇ ପାରିବେ ।

coin

ତେବେ ଯଦି ଆପଣଙ୍କ ପାଖରେ 1994 ମସିହାର ଏକ ଟଙ୍କାର ମୁଦ୍ରା ଥାଏ ତେବେ ଏହି ମୁଦ୍ରାର ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କା ଅଟେ । ଏହା ସହିତ ଏହି ମୂଦ୍ରା ପଛପଟେ ଏକ ଭାରତ ମାନଚିତ୍ର ରହିଛି । ଏହି ଟଙ୍କା ର ମୂଲ୍ୟ ସୁଣିବା ପରେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ସହିତ ଏହି ପୁରୁଣା ଟଙ୍କାର ଚାହିଦା ବର୍ତ୍ତମାନ ବହୁତ ଅଧିକ ହୋଇଯାଇ ଥିବା ବେଳେ ବର୍ତ୍ତମାନ ଅନେକ ଲୋକ ଏହା କହିଛନ୍ତି କି ଏହି ଟଙ୍କାର ଚାହିଦା କେବେ ଏପରି ବଢିବ । ଏହି ସଂମ୍ପର୍କ ବିଷୟ ରେ କେହି କେହି ଚିନ୍ତା ମଧ୍ୟ କରିନଥିଲେ ଏହା ସହିତ ରାଣୀ ଭିକ୍ଟୋରିଆ ସମୟ ର ଏକ ଟଙ୍କା ର ମୂଲ୍ୟ ଏବେ ଏକ କୋଟିଟଙ୍କା ଅଟେ ।

ରାଜା ଜର୍ଜଙ୍କ ସମୟରେ ଦୁଇ ଟଙ୍କାର ମୂଲ୍ୟ 9 ଲକ୍ଷ ଟଙ୍କା ରହିଛି। ଏହି ସମସ୍ତ ମୁଦ୍ରା ମିଳିବା ଅନେକ କଷ୍ଟ ହୋଇଥାଏ। ତେବେ ଯଦି କୈଣସି ବ୍ୟକ୍ତି ପାଖରେ ଏହି ମୁଦ୍ରା ରହିଥାଏ ତେବେ ସେ ନିଶ୍ଚୟ ଭାବରେ ଧନୀ ହୋଇ ଯାଇଥାଏ। ଏହା ସହିତ ଏହି ମୁଦ୍ରା କାହା ପାଖରେ ଏତେ ସହଜ ରେ ମିଳେ ନାହିଁ । ତେବେ ଏହି ସମସ୍ତ ମୁଦ୍ରା ବହୁତ ପୁରୁଣା ଅଟେ । ଫଳରେ ଏହା ସହଜ ରେ କେବେବି ମଧ୍ୟ ମିଳିନଥାଏ ।

A coin

ଏହା ସହିତ ଏହି ସମସ୍ତ ମୁଦ୍ରା ଜାହା ପାଖରେ ବର୍ତମାନ ରହିଥିବ ସେ ନିଶ୍ଚିତ ଭାବେ ଧନୀ ହୋଇଯିବ । ବର୍ତମାନ ସମୟ ରେ ପୁୁରୁଣା ମୁଦ୍ରା ବୀକ୍ରି କରିବା ପାଇଁ ଆପଣ ମାନେ ଅନଲାଇନ ମାଧ୍ୟମ ରେ ଆବେଦନ କରି ପାରିବେ । ଏହା ସେମାନେ ଏହାକୁ ବୀକ୍ରି ସଂମ୍ପର୍କ ରେ ସୂଚନା ନେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *