ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇଁ ଦୂର ହୋଇଯିବ | ଆପଣାନ୍ତୁ ଏହି ଘରୋଇ ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଣ୍ଠୁ ଗଣ୍ଠୀ ବନ୍ଧିବା ସମସ୍ୟା ଆଜିର ଦିନ ରେ ସାଧାରଣ ହୋଇ ଗଲାଣୀ ଜାହା ଫଳ ରେ ବଡ ଠୁ ଆରମ୍ଭ କରି ଛୋଟ ପିଲା ମାନଙ୍କର ବି ଆଣ୍ଠୁ ଗଣ୍ଠୀ ବିନ୍ଧୁଛି ଏବଂ ଆଣ୍ଠୁ ଗଣ୍ଠୀ ବିନ୍ଧିବାର ଅନେକ କାରଣ ରହି ଥାଏ ହେଲେ ଆମେ ଆଜି ଜାଣିବା ଏହି ଆଣ୍ଠୁ ଗଣ୍ଠୀ ବିନ୍ଧା ଆପଣ ମାନେ କେମିତି ଦୂର କରି ପାରିବେ ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଗୋଟିଏ ଉପାୟ ନେଇ କରି ଆସିଛୁ ଜାହାର ପ୍ରୋୟଗ କରି ଆପଣ ମାନେ ସବୁ ଦିନ ପାଇଁ ନିଜର ଆଣ୍ଠୁ ଗଣ୍ଠୀ ବିନ୍ଧିବା ଭଳି ସମସ୍ୟା କୁ ଦୂରକରି ପାରିବେ ।

pain

ବନ୍ଧୁଗଣ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ମାନଙ୍କୁ ପିଆଜ ର ଆବଶ୍ୟକତା ପଡିବ ଗୋଟିଏ ପିଆଜ ନେଇ ଆପଣ ମାନେ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ପରେ ତାହା କୁ ଦର ଛେଚା କରି ନିଅନ୍ତୁ ଏବଂ ପରେ ଆପଣ ମାନେ ସେହି ଦର ଛେଚା ପିଆଜ କୁ ଆଣି ଗୋଟିଏ ପାତ୍ର ରେ ରଖନ୍ତୁ ଏବଂ ପରେ ଆପଣ ମାନେ ସେହି ଥିରେ କିଛି ମେଥି ଗୁଣ୍ଡ ମାନେ ଏକ ଚାମଚ ନିଅନ୍ତୁ ଏବଂ ପରେ ଆପଣ ମାନଙ୍କୁ ସେହି ଥିରେ ସୁଣ୍ଠୀ ପାୱଡର ଏକ ଚାମଚ ମିଶାନ୍ତୁ ଏବଂ ପରେ ଆପଣ ମାନେ ସେହି ଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ ।

ଏବଂ ସେଷ ରେ ଆପଣ ମାନଙ୍କୁ ମିଶାଇବା ପାଇଁ ପଡିବ ଜଡା ତେଲ ଆପଣ ମାନେ ସେହି ଥିରେ ଏକ ରୁ ଦୁଇ ଚାମଚ ଜଡା ତେଲ ର ବ୍ୟବହାର କରନ୍ତୁ ଏବଂ ପରେ ଆପଣ ମାନେ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବେ ମିଶାନ୍ତୁ ଏବଂ ପରେ ସେହି ଲେପ କୁ ନିଜର ଆଣ୍ଠୁ ଗଣ୍ଠୀ ରେ ଲେପ ଲଗାନ୍ତୁ ପରେ ଦେଖିବେ ଆପଣ ମାନଙ୍କ ଆଣ୍ଠୁ ଗଣ୍ଠୀ ବିନ୍ଧା ସଂମ୍ପର୍ଣ୍ଣ ଭାବେ ଭଲ ହୋଇଯିବ ।

joint pain

ଏବଂ ଏହା ସହିତ ଆପଣ ମାନଙ୍କ ପାଖରେ ବାତ ଏବଂ ଯନ୍ତ୍ରଣା ଭଳି ସମସ୍ୟା ତଥା ଆପଣ ମାନଙ୍କ ଠାରେ ରସ ର ସମସ୍ୟା ରହି ଥିଲେ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଲାଭ କାରୀ ଅଟେ ଜାହା ଆପଣ ମାନଙ୍କ ଏହି ସବୁ ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଭଲ କରି ଦେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *